ରାତାରାତି ଷ୍ଟାର ପାଲଟିବା ପାଇଁ ଇଣ୍ଟିମେଟ୍‌ ସିନ୍‌ କରିଥିଲେ ସଞ୍ଜିଦା…

ମୁମ୍ବାଇ,୨୦।୧୨: ଛୋଟପରଦାର ବୋଲ୍ଡ ଅଭିନେତ୍ରୀ ସୁନ୍ଦରୀ ସଞ୍ଜିଦା ଶେଖ୍‌ ରବିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୨୦ରେ ସେ କୁଏତ୍‌ରେ ଜନ୍ମଗ୍ରହଣ କରିଥିଲେ। ୨୦୦୫ରେ କ୍ୟା ହୋଗା ନିମ୍ମୋ କା ଟିଭି ଶୋ’ରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ନଚ୍‌ ବଲିଏ-୩ରେ ସଞ୍ଜିଦା ସ୍ବାମୀ ଆମିର ଅଲ୍ଲୀଙ୍କ ସହିତ ଅଂଶଗ୍ରହଣ କରିଥିଲେ। ସଞ୍ଜିଦା ଏକ ହସିନା ଥୀ ଟିଭି ଶୋ’ ଏବଂ ଓ୍ବେବ୍‌ ସିରିଜ୍‌ ଗେହରିଆଁରେ ବତ୍ସଳ ସେଠ୍‌ଙ୍କ ସହିତ ଇଣ୍ଟିମେଟ୍‌ ସିନ୍‌ କରି ରାତା ରାତି ଷ୍ଟାର ପାଲଟି ଯାଇଥିଲେ। ତାଙ୍କର ଏହି ସିନ୍‌ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଏହି ଓ୍ବେବ ସିରିଜ୍‌ ବିକ୍ରମ ଭଟ୍ଟ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଥିଲେ ସିଦ୍ଧାନ୍ତ ସଚ୍ଚଦେବା।


Enter your email to get our daily news in your inbox.

All Right Reserved By Dharitri.Com

ଧନୁଷ -ଐଶ୍ୱର୍ଯ୍ୟା ଲଭ ଷ୍ଟୋରୀ: ଜାଣନ୍ତୁ କିପରି ହୋଇଥିଲା ପ୍ରେମ

ସାଉଥ ସୁପରଷ୍ଟାର ଧନୁଷ ଏବଂ ଐଶ୍ୱର୍ଯ୍ୟା ରଜନୀକାନ୍ତ ସେମାନଙ୍କର ୧୮ ବର୍ଷର ବିବାହ ସମ୍ପର୍କକୁ ସମାପ୍ତ କରିଛନ୍ତି। ତେବେ ଦିନେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ...

କେବଳ ଏହି କାରଣ ପାଇଁ ଭାଇଜାନ୍‌ଙ୍କୁ ପସନ୍ଦ କରନ୍ତିନି ଅମିର, ପୂରା ଘଟଣା ଜାଣିଲେ …

ବଲିଉଡ୍‌ ଅଭିନେତା ଅମିର ଖାଁ ଏବଂ ସଲମାନ ଖାଁ କେବଳ ଇଣ୍ଡଷ୍ଟ୍ରିର ଶ୍ରେଷ୍ଠ ଅଭିନେତା ନୁହଁନ୍ତି ବରଂ ଭଲ ବନ୍ଧୁ। ଉଭୟ ପ୍ରାୟ ଏକ ସମୟରେ...

ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ଫ୍ୟାନ୍ସ୍‌ଙ୍କୁ କଲା ଭାବୁକ

ମୁମ୍ବାଇ, ୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଏହାକୁ ଦେଖି ତାଙ୍କ ଫ୍ୟାନ୍ସ୍‌ମାନେ...

୨୧ ବର୍ଷରେ ବିବାହ ୨୫ ବର୍ଷରେ ତଲାକ

ମୁମ୍ବାଇ: ରାଜ ପରିବାରରୁ ଆସିଥିବା ବଲିଉଡ ନାୟିକା ଅଦିତି ରାଓ ହାଇଦରୀ ଶୁକ୍ରବାର ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି । ଇଣ୍ଡଷ୍ଟ୍ରିରେ ଅଦିତିଙ୍କର...

ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍‌ ହେଲେ ନେହା କକ୍କର

ମୁମ୍ବାଇ: ବଲିଉଡ୍‌ ସିଙ୍ଗର୍‌ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ...

କାର୍‌ ନମ୍ବର ପାଇଁ ଏତିକି ଟଙ୍କା ଖର୍ଚ୍ଚ କଲେ ଜୁନିଅର ଏନ୍‌ଟିଆର୍‌

ସାଉଥ ଫିଲ୍ମର ସୁପରଷ୍ଟାର୍‌ ଜୁନିଅର୍‌ ଏନଟିଆର ତାଙ୍କର ବିଳାସପୂର୍ଣ୍ଣ ଲମ୍ବୋର୍ଗିନି ଉରସ ଗ୍ରାଫାଇଟ କ୍ୟାପସୁଲ କାର ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ପ୍ରଥମ ଭାରତୀୟ ଭାବେ...

ଦୀପିକାଙ୍କ ଫଟୋ ଶୁଟ୍‌ କଲେ କ୍ୟାଟ୍ରିନା, ପ୍ରଶଂସକ କହିଲେ ଏମିତି…

ମୁମ୍ବାଇ: ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଏକ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦୀପିକା ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଥିବା ଏକ ଭିଡିଓ ଶେୟାର...

ବିଦେଶ ଯିବାକୁ ଅନୁମତି ମାଗିଲେ ଜ୍ୟାକଲିନ

ବଲିଉଡ୍‌ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ନାଁ ମନି ଲଣ୍ଡରିଂ ମାମଲାରେ ଆସିବା ପରେ ତାଙ୍କ ବିଦେଶ ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିଛି। ଜ୍ୟାକଲିନ ଆବୁଧାବିରେ ଆୟୋଜିତ...

Advertisement
Archives

Model This Week