Home

ପାକିସ୍ତାନୀ ପାଇଲଟ ଆକାଶରେ ଦେଖିଲେ ଅଜବ ଦୃଶ୍ୟ: ଏହାକୁ ନେଇ ହେଉଛି ବିଭିନ୍ନ ଚର୍ଚ୍ଚା

ଇସଲାମାବାଦ୍‌,୨୮।୧: ପାକିସ୍ତାନର ଜଣେ ପାଇଲଟ ଆକାଶରେ ଏକ ଅଜବ ଦୃଶ୍ୟ ଦେଖିଥିବା କହିଛନ୍ତି। ସେ ଏଲିଅନଙ୍କୁ ଦେଖିଥିବା ଜୋର୍‌ ଦେଇ କୁହନ୍ତି। ଏହି ଖବର ପାକିସ୍ତାନୀ ମିଡିଆରେ ଚର୍ଚ୍ଚା ହେଉଛି। ଖାଲି ଦୃଶ୍ୟ ଦେଖିନାହାନ୍ତି, ଏହାର ଭିଡିଓ ମଧ୍ୟ ପ୍ରସ୍ତୁତ କରିଛନ୍ତି।…

ଦିଲ୍ଲୀରେ ଆହୁରି ୩ ଦିନ ହେବ ଘନକୁହୁଡ଼ି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଗୁରୁବାର ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ଏତେମାତ୍ରାରେ କୁହୁଡ଼ି ପଡ଼ିଥିଲା କି ପାଖ ଲୋକଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। ୫୦ ମିଟର…

ଏଥର ସୁପାରିକିଲର

ଅଂଶୁମାନ୍‌ ସାମନ୍ତରାୟ ଯାହା ଚାହୁଁଥିଲେ ତାହା ତାଙ୍କୁ ମିଳିଯାଇଛି। ରିଲିଜ୍‌ ଅପେକ୍ଷାରେ ଥିବା ହରିଶ ଶର୍ମାଙ୍କ ହିନ୍ଦୀ ସିନେମା ‘ମାୟରା’ରେ ତାଙ୍କୁ ଏକ ସୁପାରିକିଲର ଭୂମିକାରେ ଦେଖିବାକୁ ମିଳିବ। ଏ ନେଇ ଅଂଶୁମାନ୍‌ କହନ୍ତି, ”ଏହି ଭୂମିକାରେ କେତେ ଦମ୍‌ ଅଛି…

ରାସ୍ତା ମଝିରେ ଜଳିଗଲା ବସ୍‌: ୫୩ ଯାତ୍ରୀଙ୍କ ଜୀବନଗଲା, ବଢ଼ିପାରେ ମୃତ୍ୟୁସଂଖ୍ୟା

କାଇରୋ,୨୮।୧: ଏକ ଗ୍ୟାସ ବୋଝେଇ ଟ୍ରକ ସହ ଯାତ୍ରୀବାହୀ ବସ୍‌ର ଧକ୍କା ହେବାରୁ ରାସ୍ତା ମଝିରେ ନିଆଁ ଲାଗିଯାଇଛି। ଫଳରେ ୫୩ ଯାତ୍ରୀଙ୍କ ଜୀବନ ଯାଇଛି। ଏହି ଦୁର୍ଘଟଣାରେ ୨୯ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ…

ଭାଇରସ ହେଉ ଅବା ଭ୍ୟାକ୍ସିନ ସବୁ ପରିସ୍ଥିତିର ସାମ୍ନା କରିବାକୁ ଦେଶ ପ୍ରସ୍ତୁତ: ମୋଦି

ନୂଆଦିଲ୍ଲୀ,୨୮ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ନ୍ୟାଶନାଲ କ୍ରେଡିଟ ର୍କପ୍ସ(ଏନ୍‌ସିସି) କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୋଦିଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ, ଚିଫ୍ ଅଫ୍ ଡିଫେନ୍ସ…

ଯୋଧପୁର ଆଇଆଇଟି ତିଆରି କଲା ଏମିତି ମେଶିନ, ଯାହା ଯେକୌଣସି ଜିନିଷର ଭିତର ପର୍ଯ୍ୟନ୍ତ କରିବ ସାନିଟାଇଜ୍‌

ଜୟପୁର,୨୮।୧: ଆଇଆଇଟି ଯୋଧପୁର ଆତ୍ମନିର୍ଭର ଭାରତ ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଅଧୀନରେ ଏମିତି ଏକ ଏସି ମେଶିନ ତିଆରି କରିଛି ଯାହା କୌଣସି ଜିନିଷର ବାହାରୁ ଭିତର ପର୍ଯ୍ୟନ୍ତ ସାନିଟାଇଜ୍‌ କରିପାରିବ। କରୋନା ସଙ୍କଟ ସମୟରେ ଭାରତ ସମାଧାନର ରାସ୍ତା…

ନୀଲଙ୍କୁ ବିବାହ କରିବେ ଐଶ୍ୱର୍ଯ୍ୟା

ବମ୍ବେ: ରିଲ୍‌ ନାୟିକାରୁ ରିଅଲ୍‌ ନାୟିକା। ଏପରି କିଛି ଘଟିଛି ଟେଲି ଧାରାବାହିକ ‘ଗୁମ୍‌ ହେ କିସି କେ ପ୍ୟାର୍‌ ମେ’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ଶର୍ମାଙ୍କ କ୍ଷେତ୍ରରେ। ଅଭିନେତା ନୀଲ ଭଟ୍ଟଙ୍କ ସହ ସେ ନିର୍ବନ୍ଧ କରି ନେଇଛନ୍ତି। ସୋସିଆଲ ମିଡିଆରେ…

ପ୍ରେମିକାଙ୍କୁ ମାରି ଘରେ ପୋତି ପ୍ରେମିକ କରିଦେଲେ ସିମେଣ୍ଟ ପ୍ଲାଷ୍ଟର, ଜଣାପଡ଼ିବା ପରେ…

ଭୋପାଳ,୨୮।୧: ମଧ୍ୟପ୍ରଦେଶର ଖରଗୋନର ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଛି। ସନ୍ତୋଷ ନାମକ ଜଣେ ପ୍ରେମିକ ନିଜ ବିବାହିତା ପ୍ରେମିକା ଛାୟାଙ୍କୁ ମାରି ତିଆରି କରିଥିବା ନିଜର ନୂଆ ଘରେ ଗାତ କରି ଏହା ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଛନ୍ତି। ଏହି…

ଦୁଇ ଝିଅର ବାପାଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ: ଏବେ ସାଜିଛନ୍ତି ‘ଗୋରୀ ମେମ୍‌’

ବମ୍ବେ: ବଡ ପରଦାରେ ନାଁ କମାଇବା ପରେ ଏବେ ଛୋଟ ପରଦା ମୋହରେ ଅଭିନେତ୍ରୀ ନେହା ପେନ୍‌ଡସେ। ଲୋକପ୍ରିୟ ଧାରାବାହିକ ‘ଭାବିଜୀ ଘର ପେ ହେ’ରେ ସେ ଗୋରି ମେମ୍‌ ଭୂମିକାରେ ଆସୁଛନ୍ତି ନଜର। ପୂର୍ବରୁ ଏହି ଭୂମିକା ନିର୍ବାହ କରୁଥିଲେ…

କରୋନା ଟିକା ମିଳିବା ପରେ ମୋଦିଙ୍କୁ ଧନ୍ୟବାଦ ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୨୮ ।୧: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ଏହାର ଟିକା ବା ଭ୍ୟାକ୍ସିନ ପ୍ରସ୍ତୁତ କରି ସାରିଲେଣି । ଭ୍ୟାକ୍ସିନ ପ୍ରସ୍ତୁତ ହେବା ପରେ ଏବେ କିଛି ଦେଶ ଏହାକୁ ନେବା ପାଇଁ ଅନ୍ୟ…

ମାଙ୍କଡ଼ର ବ୍ରେକ୍‌ଫାଷ୍ଟ ନିଶା, ପ୍ରତିଦିନ ସକାଳୁ ଦୋକାନକୁ ଆସି କରୁଛି ଏପରି…

ଜୟପୁର,୨୮।୧: ରାଜସ୍ଥାନର ଭରତପୁରରେ ଆଜିକାଲି ଏକ ମାଙ୍କଡ଼ର ଦାଦାଗିରି ବେଶ୍‌ ଚର୍ଚ୍ଚାରେ ରହିଛି। କାରଣ ଏହି ମାଙ୍କଡ଼ ଯେତେବେଳେ ଚାହୁଁଛି ସେତେବେଳେ ଯେକୌଣସି ଦୋକାନରେ ପଶି ଖାଉଛି। କେହି ଖାଇବା ଦେବାକୁ ପଡୁନି, ନିଜ ହାତରେ ଆଣି ଖାଉଛି। ଏହା ପରେ…

ସ୍କୁଲରେ ପୂଜା ନାଁ ରଖି ପଢ଼ୁଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ଙ୍କୁ ନୁହେଁ ବରଂ ବାପାଙ୍କ ପ୍ରେମିକାଙ୍କୁ କରନ୍ତି ପସନ୍ଦ

ବମ୍ବେ: ହିନ୍ଦୀ, ତେଲୁଗୁ ତଥା ତାମିଲ ଭାଷାର ଫିଲ୍ମରେ ନିଜର ଅଭିନୟର ଯାଦୁ ବୁଣିଛନ୍ତି ଅଭିନେତ୍ରୀ ଶ୍ରୁତି ହସନ। ୧୯୮୬ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଏହି ସୁନ୍ଦରୀ। ୧୯୯୯ରେ ମନୋରଞ୍ଜନ ଜଗତ ସହ ସେ ଯୋଡି ହୋଇଥିଲେ। ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?