Home

ବାରମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୨୪।୧୨: ଜମ୍ମୁ-କଶ୍ମୀରରେ ଆତଙ୍କ ସୃଷ୍ଟି କରିବା ଲାଗି ଆତଙ୍କବାଦୀ ସଂଗଠନ ପକ୍ଷରୁ ଲଗାତାର ଉଦ୍ୟମ ଜାରି ରହିଛି। ବାରମୁଳାରେ ଗୁରୁବାର ମିଳିତ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ବାରମୁଳା ସେକ୍ଟରରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ନେଇ ଗୋଇନ୍ଦା ବିଭାଗ…

ପୁଣି ନକ୍ସଲଙ୍କ ବର୍ବର କାଣ୍ଡ: ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କ ନିର୍ମମ ହତ୍ୟା

ଚିତ୍ରକୋଣ୍ଡା,୨୪।୧୨(ଡି.ଏନ.ଏ): ପୁଣି ନକ୍ସଲଙ୍କ ବର୍ବର କାଣ୍ଡ। ଆନ୍ଧ୍ର-ଓଡିଶା ସୀମାନ୍ତ ମାଲକାନଗିରି ସ୍ବାଭିମାନ ଅଞ୍ଚଳ ନିକଟସ୍ଥ ଜଣକୁ ପୋଲିସ ଇନଫର୍ମର କହି ହାତ ବାନ୍ଧି ମୁଣ୍ଡ ପଛରେ ଧାରୁଆ ଅସ୍ତ୍ର ମାଧ୍ୟମରେ ମାରି ଦେଇଛନ୍ତି। ସେ ହେଉଛନ୍ତି ଆନ୍ଧ୍ର ପ୍ରଦେଶ ବିଶାଖାପଟନମ ଜିଲାର…

କୋହଲିଙ୍କୁ ଛୁଟି ମିଳିଗଲା, କିନ୍ତୁ ନଟରାଜନ ଏପର୍ଯ୍ୟନ୍ତ ଝିଅ ମୁହଁ ଦେଖିପାରିନାହାନ୍ତି

ମେଲବର୍ନ,୨୪।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପୈତୃକ ଛୁଟିର ଉଦାହରଣ ଦେଇ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ ଦଳ ପରିଚାଳନାକୁ ଟାର୍ଗେଟ କରିଛନ୍ତି। ଭାରତୀୟ ଡ୍ରେସିଂ ରୁମରେ ବିଭିନ୍ନ ଖେଳାଳିଙ୍କ ପାଇଁ ଭିନ୍ନ ନିୟମ ଅଛି…

ରାଲି ପାଇଁ ରାହୁଲଙ୍କୁ ମିଳିଲାନି ଅନୁମତି: କଂଗ୍ରେସ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା

ନୂଆଦିଲ୍ଲୀ,୨୪।୧୨: କୃଷି ଆଇନ ବିରୋଧରେ ଗୁରୁବାର ରାଲି କରିବା ପାଇଁ ରାହୁଲ ଗାନ୍ଧୀ ଘୋଷଣା କରିଥିଲେ। ତେବେ ତାଙ୍କୁ ଏନେଇ ଅନୁମତି ମିଳି ନାହିଁ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ କଂଗ୍ରେସ କାର୍ଯ୍ୟାଳୟ ନିକଟରେ ୧୪୪ ଧାରା…

କାନ୍ଦାହାର ବିମାନ ଅପହରଣ ଘଟଣାକୁ ୨୧ ବର୍ଷ: ମାସୁଦ -ଓମର-ଅହମ୍ମଦ ଏବେ ବି ଅପହଞ୍ଚ

ନୂଆଦିଲ୍ଲୀ,୨୪।୧୨: କାନ୍ଦାହାର ବିମାନ ଅପହରଣ ଘଟଣାକୁ ଇତିମଧ୍ୟରେ ୨୧ ବର୍ଷ ପୂରଣ ହୋଇଛି। ୧୯୯୯ ଡିସେମ୍ବର ୨୪ରେ କାଠମାଣ୍ଡୁରୁ ଦିଲ୍ଲୀ ଉଡ଼ାଣ କରୁଥିବା ଇଣ୍ଡିଆନ୍‌ ଏୟାରଲାଇନ୍ସ୍‌ର ଆଇସି-୮୧୪ ବିମାନକୁ ଆତଙ୍କବାଦୀମାନେ ଅପହରଣ କରିନେଇଥିଲେ। ବିମାନକୁ ଅମୃତସର, ଲାହୋର, ଦୁବାଇ ବାଟ ଦେଇ…

ମହାକାଶ ବ୍ୟବସାୟ ପାଇଁ ଆମାଜନ, ଓ୍ବାନ୍‌ଓ୍ବେବ୍‌ର ଆବେଦନ

ବେଙ୍ଗାଲୁରୁ, ୨୪।୧୨: ମହାକାଶ ସେକ୍ଟରରେ ଘରୋଇ କମ୍ପାନୀଙ୍କୁ ସୁଯୋଗ ଦେବା ଲାଗି ସରକାର ନିଷ୍ପତ୍ତି ନେବା ପରେ ୪ଟି ବିଦେଶୀ କମ୍ପାନୀ ସମେତ ମୋଟ ୨୨ଟି ପ୍ରସ୍ତାବ ଆସିଛି। ମହାକାଶ ବ୍ୟବସାୟକୁ ନିୟନ୍ତ୍ରଣ ପାଇଁ ଗଠିତ ଇଣ୍ଡିଆନ ନ୍ୟାଶନାଲ ସ୍ପେସ୍‌ ପ୍ରମୋଶନ…

ଏସ୍‌ସି ଛାତ୍ରୀଛାତ୍ରଙ୍କ ମେଧାବୃତ୍ତି ଲାଗି ୫୯,୦୦୦ କୋଟି

ନୂଆଦିଲ୍ଲୀ, ୨୪।୧୨: ଆଗାମୀ ୫ ବର୍ଷ ନିମନ୍ତେ ଦେଶର ୪ କୋଟିରୁ ଊର୍ଦ୍ଧ୍ୱ ଅନୁସୂଚିତ ଜାତି (ଏସ୍‌ସି) ଛାତ୍ରୀଛାତ୍ରଙ୍କୁ ମାଟ୍ରିକ୍‌ ପରବର୍ତ୍ତୀ ମେଧାବୃତ୍ତି ପ୍ରଦାନ ଲାଗି ବୁଧବାର କେନ୍ଦ୍ର କ୍ୟାବିନେଟ ୫୯,୦୪୮ କୋଟି ଟଙ୍କା ମଞ୍ଜୁର କରିଛି। ଏହି କାର୍ଯ୍ୟକ୍ରମର ୬୦…

ଚାଷୀଙ୍କୁ ମନାଇବାକୁ ଉଦ୍ୟମ

ନୂଆଦିଲ୍ଲୀ, ୨୪।୧୨: ଡିସେମ୍ବର ୨୫ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ୯ କୋଟି ଚାଷୀଙ୍କ ସହ ଭର୍ଚୁଆଲ ବୈଠକ କରିବେ। କୃଷି ଆଇନର ଲକ୍ଷ୍ୟ ସମ୍ପର୍କରେ ସେ ଚାଷୀମାନଙ୍କୁ ଅବଗତ…

୧୫ ଜଣଙ୍କୁ କ୍ଷମା ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୨୪।୧୨: ଆମେରିକା ନିର୍ବାଚନରେ ପରାଜିତ ହୋଇଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କ୍ଷମତାରୁ ଯିବା ପୂର୍ବରୁ ୧୫ ଜଣଙ୍କୁ କ୍ଷମା ଦେବା ସହ ୫ ଜଣଙ୍କ ଦଣ୍ଡ କୋହଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୨ ଜଣ ରିପବ୍ଲିକାନ କଂଗ୍ରେସ ସଦସ୍ୟ ଅଛନ୍ତି।…

ଅଧା ବ୍ରିଟେନ ଫେରନ୍ତାଙ୍କଠାରେ ନୂଆ ଷ୍ଟ୍ରେନ୍‌ ଆଶଙ୍କା

ନୂଆଦିଲ୍ଲୀ, ୨୪।୧୨: ବ୍ରିଟେନରୁ ଭାରତ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ୨୨ ଜଣଙ୍କଠାରେ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛି। ସେମାନଙ୍କ ମଧ୍ୟରୁ ଅଧା ଯାତ୍ରୀଙ୍କଠାରେ କୋଭିଡ୍‌-୧୯ର ନୂଆ ଷ୍ଟ୍ରେନ୍‌ ଥାଇପାରେ ବୋଲି ବିଶେଷଜ୍ଞମାନେ ବିଶ୍ୱାସ କରୁଛନ୍ତି। କାରଣ ବ୍ରିଟେନରେ ପଜିଟିଭ୍‌ ଚିହ୍ନଟଙ୍କ ମଧ୍ୟରୁ…

ସଂସଦୀୟ ଦଳ ନେତା ପଦରୁ ଓଲି ବିଦା

କାଠମାଣ୍ଡୁ, ୨୪।୧୨ (ଆଇଏଏନ୍‌ଏସ୍‌): ନେପାଳ ପାର୍ଲାମେଣ୍ଟ ଭଙ୍ଗ ପରେ ଶାସକ ନେପାଳୀ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ଅନ୍ତର୍ଦ୍ୱନ୍ଦ୍ୱ ତୀବ୍ର ହୋଇଛି। ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ବୁଧବାର ସଂସଦୀୟ ଦଳ ନେତା ପଦରୁ ହଟାଇଦିଆଯାଇଛି। ଫଳରେ ସେଠାରେ ରାଜନୈତିକ ସଙ୍କଟ ଗମ୍ଭୀର…

ପିଏଜିଡି ୧୧୦, ଭାଜପା ୭୪

ଶ୍ରୀନଗର/ଜମ୍ମୁ, ୨୪।୧୨ (ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ପ୍ରଥମ ଥର ପାଇଁ ଡିଡିସି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଫଳରେ ଭୋଟ ଦେବା ପାଇଁ ମତଦାତାଙ୍କ ମଧ୍ୟରେ ବେଶ୍‌ ଆଗ୍ରହ ଦେଖାଯାଇଥିଲା। ସାମ୍ବିଧାନିକ ପରିବର୍ତ୍ତନକୁ ବିରୋଧ କରି ଆଞ୍ଚଳିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri