Home

ଭୁବନେଶ୍ୱରରୁ ଆଜି ୧୪ ପଜିଟିଭ ଚିହ୍ନଟ: ଲୋକାଲ କେସ୍‌ ୯

ଭୁବନେଶ୍ୱର,୨୪।୧୨(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୯ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଚିତ୍ରକୋଣ୍ଡା, ୨୪।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ବୁଧବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଗୁଣ୍ଠାୱାଡାରୁ ସିଲେରୁ ରୋଡ଼ ହଂଶାଗୁଡ଼ା ବ୍ରିଜ ନିକଟରୁ ୨୫ ଲକ୍ଷ ଟଙ୍କା ଗଞ୍ଜେଇ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ…

କର୍ନାଟକରୁ ହଟିଲା ରାତ୍ରକାଳିନ କର୍ଫ୍ୟୁ

ବାଙ୍ଗାଲୋର,୨୪।୧୨-କର୍ନାଟକ ସରକାର ରାତ୍ରକାଳିନ କର୍ଫ୍ୟୁକୁ ଗୁରୁବାର ଫେରାଇ ନେଇଛନ୍ତି। ବୈଷୟିକ ଟିମର ପରାମର୍ଶ ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସରକାର ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଗତ ବୁଧବାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି…

ଓଡ଼ିଶାକୁ ବ୍ରିଟେନରୁ ଫେରିଛନ୍ତି ୪୩

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ବ୍ରିଟେନ ଫେରନ୍ତାଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର। ଗତ ୧୪ ଦିନ ମଧ୍ୟରେ ବ୍ରିଟେନରୁ ଫେରିଥିବା ୪୩ ଜଣଙ୍କ ତଥ୍ୟ ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ଏହା ପରେ ଏସିଏସ୍‌ଆଇଙ୍କ ପକ୍ଷରୁ ସବୁ ଜିଲାପାଳ ଏବଂ ସିଡିଏମ୍‌ଓମାନଙ୍କୁ ତାଲିକା…

ଜେଲ ଗଲେ ସରୋଜ ସେଠୀ

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଗିରଫ ଅଭିଯୁକ୍ତ ସରୋଜ ସେଠୀ ଗୁରୁବାର ଜେଲ ଯାଇଛନ୍ତି। ୩ ଦିନିଆ ରିମାଣ୍ଡ ଶେଷ ହେବାପରେ ସରୋଜଙ୍କୁ ପକ୍ସୋ କୋର୍ଟରେ ହାଜର କରିଥିଲା ପୋଲିସ। ରିମାଣ୍ଡ ସରିବା ପରେ ବିଚାରବିିଭାଗୀୟ…

ଟୋଲ ଗେଟ୍‌ରେ ପଶି ଏମିତି କାଣ୍ଡ ଘଟାଇଲା ମାଙ୍କଡ: ଭିଡିଓ ଭାଇରାଲ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଗୋଟିଏ ମାଙ୍କଡ ଟୋଲ ଗେଟରେ ପଶି ଟୋଲ କର୍ମଚାରୀଙ୍କଠାରୁ ଟଙ୍କା ନେଇଯାଉଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖାଯାଇଛି, ଟୋଲ ଗେଟ ନିକଟରେ ଏକ…

ଜନ୍ମଦିନର ୫ ଦିନ ପରେ ଆଖିବୁଜିଲେ ଏହି ସୁପରମଡେଲ

ବ୍ରିଟିଶର ସୁପର ମଡେଲ ଷ୍ଟେଲା ଟେନାଣ୍ଟଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା। ଷ୍ଟେଲାଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ତେବେ ଜନ୍ମଦିନର ୫ ଦିନ ପରେ ଅର୍ଥାତ୍‌ ଗତ…

୨୦୨୨ରୁ ଆଇପିଏଲରେ ଖେଳିବେ ୧୦ ଦଳ

ଅହମ୍ମଦାବାଦ,୨୪।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୨୦୨୨ ସଂସ୍କରଣରେ ଦୁଇଟି ନୂଆ ଦଳ ସହ ମୋଟ ୧୦ ଟିମ୍‌ ଅଂଶଗ୍ରହଣ କରିବେ। ଏ ନେଇ ଗୁରୁବାର ବସିଥିବା ବିସିସିଆଇର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ନିଷ୍ପତ୍ତି ନିଆଯାଇଛି। ୨୦୨୨ ଆଇପିଏଲରେ ଦୁଇଟି…

ଭାରତକୁ ଚାପରେ ଦେଖିବା ଖୁସି ଦେଉଛି; ଏଣୁ ପୂର୍ବ ଖେଳାଳିଙ୍କ ସହ ପଡ଼ିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ: ଲାଙ୍ଗର

ମେଲବର୍ନ,୨୪।୧୨: ଭାରତ ବିପକ୍ଷରେ ଶନିବାର ଖେଲାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ କୌଣସି ପରିବର୍ତ୍ତନ କରାଯିବ ନାହିଁ। ଗୁରୁବାର ଅଷ୍ଟ୍ରେଲିଆର ପ୍ରମୁଖ କୋଚ୍‌ ଜଷ୍ଟିନ ଲାଙ୍ଗର ଏହା କହିଛନ୍ତି। ଆଡିଲେଡ୍‌ ଟେଷ୍ଟରେ ଭାରତକୁ ସର୍ବନିମ୍ନ ସ୍କୋର ୩୬ ରନ୍‌ରେ ଆଉଟ କରିବା…

ଅନୁଷ୍କାଙ୍କୁ ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିଲେ ବିରାଟ କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପୂର୍ବରୁ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ଡେଟ୍‌ କରୁଥିବା ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ୨୦୧୨ରେ ବିରାଟ-ତମନ୍ନା ଡେଟ୍‌ କରୁଥିବା ନେଇ ଖବର ଶୁଣିବାକୁ ମିଳୁଥିଲା। ଏପରି ଚର୍ଚ୍ଚା…

ମେଲବର୍ନ ଟେଷ୍ଟରେ ଭାରତର ଧଜ୍ଜିଆ ଉଡାଇଦେବ ଅଷ୍ଟ୍ରେଲିଆ ଟିମ୍‌: ଓ୍ବାର୍ନ

ନୂଆଦିଲ୍ଲୀ,୨୪।୧୨: ଭାରତ ବିପକ୍ଷ ଚାରି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ୮ ଉଇକେଟରେ ଜିତି ନେଇଛି ଅଷ୍ଟ୍ରେଲିଆ। ଦୁଇ ଟିମ୍‌ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍‌ ଡିସେମ୍ବର ୨୬ରେ ଖେଳାଯିବ। ମ୍ୟାଚ୍‌ ପୂର୍ବରୁ ବାକ୍‌ବିତଣ୍ଡା ଜାରି ରହିଛି। ଏହି କ୍ରମରେ…

ସନ୍ନି ଦେଓଲଙ୍କୁ ବିବାହ ପରେ ଦୁଃଖରେ ରହୁଥିଲେ ପୂଜା, ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ରଙ୍କ ପୁଅ ତଥା ବଲିଉଡ୍‌ ସୁପରଷ୍ଟାର ସନ୍ନି ଦେଓଲଙ୍କୁ ସ୍ତ୍ରୀ ପୂଜାଙ୍କ ସହ ଖୁବ୍‌ କମ୍‌ ଦେଖିବାକୁ ମିଳିଥାଏ। କାରଣ ପୂଜା ଲାଇମ୍‌ଲାଇଟ୍‌ରୁ ସବୁବେଳେ ଦୂରରେ ରହିବାକୁ ପସନ୍ଦ କରନ୍ତି। ହେମା ମାଳିନିଙ୍କ ସାବତ ପୁଅ ସନ୍ନି ଲୁଚିଛପି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri