Posted inଜାତୀୟ

ଦିଲ୍ଲୀରେ ଆହୁରି ୩ ଦିନ ହେବ ଘନକୁହୁଡ଼ି

ନୂଆଦିଲ୍ଲୀ,୨୮।୧: ଦିଲ୍ଲୀରେ ପ୍ରବଳ ଥଣ୍ଡା ସାଙ୍ଗକୁ ଘନ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଗୁରୁବାର ସକାଳେ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଥିଲା। ଏତେମାତ୍ରାରେ କୁହୁଡ଼ି ପଡ଼ିଥିଲା କି ପାଖ ଲୋକଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର। ୫୦ ମିଟର ତଳେ ଭିଜିବିଲିଟି ରେକର୍ଡ କରାଯାଇଛି। ସକାଳ ୬ଟାରେ ଦିଲ୍ଲୀର ଆଇଟଓ, କଶ୍ମୀର ଗେଟ୍‌, ଅକ୍ଷରଧାମ ସମତେ ଯମୁନା ସହିତ ଲାଗିଥିବା ଅଞ୍ଚଳରେ ପ୍ରବଳ କୁହୁଡ଼ି ଆଚ୍ଛାଦିତ ହୋଇଥିଲା। ଏହି କାରଣରୁ ଗାଡ଼ିମୋଟର ଗତି ମଧ୍ୟ ମନ୍ଥର ହୋଇଯାଇଥିଲା। ଏପରି ପାଗ ଆସନ୍ତା ୨ରୁ୩ ଦିନ ପର୍ଯ୍ୟନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରକୁ ଟୁଇଟର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୬ା୭:ଟୁଇଟରରୁ କଣ୍ଟେଣ୍ଟ ହଟାଇବା ପାଇଁ ଗତବର୍ଷ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ଏହି ସୋସିଆଲ ମିଡିଆ କମ୍ପାନୀ ମଙ୍ଗଳବାର କର୍ନାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି। ୨୦୨୧ରେ...

୨୪ ଘଣ୍ଟାରେ ୨ଲକ୍ଷ ୭୧ ହଜାର କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୧୬।୧: ଦେଶରେ କରୋନା ଗ୍ରାଫ ବଢି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୭୧ ହଜାର, ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ...

ଶପଥ ନେଲେ ମୁର୍ମୁ

ନୂଆଦିଲ୍ଲୀ,୮।୮: ଜମ୍ମୁ-କଶ୍ମୀରର ପୂର୍ବତନ ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ ଶନିବାର ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ(ସିଏଜି) ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଭବନରେ...

ବିଶ୍ୱରେ ବଢ଼ିବ ଖାଦ୍ୟ ଆଉ ଗରିବୀ ସମସ୍ୟା

ନୂଆଦିଲ୍ଲୀ,୪ା୩: ଜଳବାୟୁ ପରିବର୍ତ୍ତନ ଏବଂ ପାଣିପାଗର ପରିବର୍ତ୍ତନ ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ଯଦି ଏହାକୁ ଗମ୍ଭୀର ସହକାରେ ଧ୍ୟାନ ଦିଆ ନ...

ନିର୍ବାଚନ ପ୍ରଚାର କରିପାରିବେ ନାହିଁ ମମତା

କୋଲକାତା, ୧୨ା୪- ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ ଆୟୋଗ (ଇସି)। ତୃଣମୂଳ କଂଗ୍ରେସ ସୁପ୍ରିମୋ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ...

ନିୟନ୍ତ୍ରଣ ରେଖା ମାଛିଲ୍‌ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଠାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ୫-୬ ଆତଙ୍କବାଦୀ ମାଛିଲ୍‌ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ...

ପ୍ରୋଟକଲ ଭାଙ୍ଗି ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ ମୋଦି

ଅହମଦାବାଦ,୨୪।୨: ସମସ୍ତ ପ୍ରତୀକ୍ଷାର ଅନ୍ତପରେ ଭାରତ ପହଞ୍ଚିଲେ ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ। ପ୍ରୋଟୋକଲ...

ଭାରତରେ ୪.୫୮ କୋଟି ମହିଳା ନିଖୋଜ

ଜାତିସଂଘ,୧।୭: ବିଗତ ୫୦ ବର୍ଷ ମଧ୍ୟରେ ବିଶ୍ୱରେ ୧୪ କୋଟି ୨୬ ଲକ୍ଷ ମହିଳା ନିଖୋଜ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଏକତୃତୀୟାଂଶ ଅର୍ଥାତ୍‌ ୪ କୋଟି...

Advertisement
Archives

Model This Week