ବାହାରୁ ଅତି ସାଧାରଣ ମମତା ବାନାର୍ଜୀଙ୍କ ଟାଇଲ୍ ଛପର ଘର: ଅତିଥି ଭାବେ ଶାହାରୁଖଙ୍କଠାରୁ ଆରମ୍ଭ କରି ବାଜପେୟୀ ବିତାଇଛନ୍ତି ସମୟ
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜନୀତିଠାରୁ ଆରମ୍ଭ କରି ନିଜର ସାଧାରଣ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ୨୦୧୧ରେ ସେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହାପରେ ବି ସେ ଅନେକ ଦିନ ପର୍ଯ୍ୟନ୍ତ ନିଜ…
ମୁକେଶ ଅମ୍ବାନୀଙ୍କ ଝିଅ ଈଶାଙ୍କ ବିବାହରେ ଖାଦ୍ୟ ପରସୁଥିଲେ ବଲିଉଡ୍ର ସୁପରଷ୍ଟାର: ଜାଣନ୍ତୁ କାହିଁକି…
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଅମ୍ବାନୀଙ୍କର ଏକମାତ୍ର କନ୍ୟା ଈଶା ଅମ୍ବାନୀଙ୍କ ବିବାହ ୧୨ ଡିସେମ୍ବର, ୨୦୧୮ରେ ପିରାମଲ ଇଣ୍ଡଷ୍ଟ୍ରିର ମୁଖ୍ୟ ଆନନ୍ଦ ପିରାମଲଙ୍କ ସହ ହୋଇଥିଲା। ଅମ୍ବାନୀ ପରିବାରର ଏହି ବିବାହରେ ଦେଶ, ବିଦେଶରୁ ଅନେକ ବଡ ବଡ଼ ଲୋକ…
ଜାଗା ରେଜିଷ୍ଟ୍ରେଶନ ପାଇଁ ଯାଇଥିଲେ, ୪ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗକୁ ନେଇ ଗଛରେ ଚଢ଼ିଗଲା ମାଙ୍କଡ; ଆଉ ତା’ ପରେ..
ସୀତାପୁର: ଉତ୍ତରପ୍ରଦେଶର ସୀତାପୁର ଜିଲାର ଜଣେ ବୃଦ୍ଧ ଜାଗା ରେଜିଷ୍ଟ୍ରେଶନ କରିବାକୁ ବିକାଶ ଭବନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଯାଇଥିଲେ। ପାଖରେ ତାଙ୍କର ୪ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ଟିଏ ଥିଲା। ହେଲେ ଏକ ମାଙ୍କଡ଼ ବୃଦ୍ଧଙ୍କ ନୋଟ ଭର୍ତ୍ତି ବ୍ୟାଗ୍କୁ ନେଇ ଗଛ…
ପୁଅ କେବଳ ଫୋନରେ ଭଜନ ଦେଖେ: ସରୋଜଙ୍କ ମା’
ନୟାଗଡ଼ ଅଫିସ,୨୪।୧୨: ମୋ ପୁଅ ନିର୍ଦ୍ଦୋଶ। ତାକୁ ଚାପରେ ପକାଯାଉଛି। ଫୋନ୍ରେ ପୁଅ କେବଳ ଭଜନ ଦେଖେ ବୋଲି ଯଦୁପୁରର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ କହିଛନ୍ତି ଅଭିଯୁକ୍ତ ସରୋଜ ସେଠୀଙ୍କ ମା’। ଗୁରୁବାର ପୋଖରୀ କୂଳରେ କ୍ରାଇମ୍…
୧୦ ବର୍ଷ ପର୍ଯ୍ୟନ୍ତ ରହିବ କରୋନା ଭୂତାଣୁ: ଫାଇଜର-ବାୟୋଏନ୍ଟେକ୍ ମୁଖ୍ୟ କାର୍ଯ୍ୟନିର୍ବାହୀ
ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଏବେ ଏନେଇ ପ୍ରତିଷେଧକ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ ପକ୍ଷରୁ ଦିଆଯାଇଥିବା ମନ୍ତବ୍ୟ ଯୋଗୁ ଅନ୍ତର୍ଜାତୀୟସ୍ତରରେ ଆତଙ୍କ ସୃଷ୍ଟି ହୋଇଛି। ବ୍ରିଟେନ୍ ଏବଂ ଆମେରିକାରେ ସାର୍ବଜନୀକ ଭାବେ ଫାଇଜର-ବାୟୋଏନ୍ଟେକ…
ମୁଁ ତା ବିଷୟରେ ଯେତିକି ଜାଣିଥିଲି, ତା’ଠାରୁ ବେଶି ସେ ମୋ ବିଷୟରେ ଜାଣିଥିଲା: ବୋଥ୍ରା
ନୟାଗଡ଼ ଅଫିସ,୨୪।୧୨: ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ପୋଖରୀ କୂଳକୁ ନେଇ ହତ୍ୟାକାଣ୍ଡର ଡେମୋ କରାଇଛି ଏସ୍ଆଇଟି। ଏହି ସମୟରେ ପ୍ରତିକ୍ରିୟା ରଖି ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି, ସରୋଜଙ୍କ ପରିବାରର…
ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଲେ ଅଭିଯୁକ୍ତ ସରୋଜ
ନୟାଗଡ଼ ଅଫିସ,୨୪।୧୨: ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ଯଦୁପୁର ଆଣି ସିନ୍ ରିକ୍ରିଏସନ କରିଛି ଏସ୍ଆଇଟି। ପରୀର ମୃତଦେହ ଜବତ କରାଯାଇଥିବା ପୋଖରୀ କୂଳରେ ହତ୍ୟାକାଣ୍ଡର ଡେମୋ ଦେଖାଇଛନ୍ତି ଅଭିଯୁକ୍ତ । ସେଠାରେ ତାକୁ…
ବ୍ରେନ୍ ଖାଉଥିବା ଏମୋଇବା ସଂକ୍ରମଣ: ଆମେରିକାରେ ଆତଙ୍କ
ଓ୍ବାଶିଂଟନ,୨୪।୧୨: କରୋନା ମହାମାରୀ ସଂକ୍ରମଣ ଥମିବାର ନା ଧରୁ ନ ଥିବାବେଳେ ଆମେରିକାରେ ଏକ ନୂଆ ଆତଙ୍କ ଦେଖାଦେଇଛି। ମଣିଷ ବ୍ରେନ୍କୁ ଖାଉଥିବା ମାରାତ୍ମକ ଏମୋଇବା ନେଗଲେରିଆ ଫାଓଲେରି ସଂକ୍ରମଣ ଆମେରିକାର ଦକ୍ଷିଣ ଅଞ୍ଚଳରେ ବଢ଼ିବାରେ ଲାଗିଛି। ଧୀରେଧୀରେ ଏହି ସଂକ୍ରମଣ…
କରୋନା ଟୀକା ଆସିଲେ ବିବାହ
ବମ୍ବେ: ବଲିଉଡ ଅଭିନେତ୍ରୀ ଋଚା ଚଡ୍ଢାଙ୍କ ସହ ଅଭିନେତା ଅଲି ଫଜଲଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଣା ଅଧିକେ ସମସ୍ତେ ଜାଣନ୍ତି। ଉଭୟ ଏପ୍ରିଲରେ ବିବାହ କରିବେ ବୋଲି ଶୁଣାଯାଉଥିଲା। ହେଲେ ମହାମାରୀ କରୋନା ଯୋଗୁ ବିବାହକୁ ଟାଳି ଦିଆଯାଇଥିଲା। ଏବେ…
ପରୀର କୌଣସି ହାଡ଼ ନିଖୋଜ ନାହିଁ, ସରୋଜର ଗାମୁଛା ବଡ଼ ପ୍ରମାଣ ଦେବ: ବୋଥ୍ରା
ଭୁବନେଶ୍ୱର,୨୪।୧୨(ବ୍ୟୁରୋ): ନୟାଗଡ଼ ଜିଲା ସଦର ଥାନା ଅଧୀନ ଯଦୁପୁର ଗାଁର ପରୀ ଅପହରଣ ଓ ହତ୍ୟା ଘଟଣା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ଏହି ମାମଲାରେ ଏସ୍ଆଇଟି ମୁଖ୍ୟ ଅରୁଣ ବୋଥ୍ରା ଗୁରୁବାର ବଡ଼ ସୂଚନା ଦେଇଛନ୍ତି। ଗଣମାଧ୍ୟମର…
ଆଖିବୁଜା ଗୁଳି ମାଡ଼: ୧୦୦ରୁ ଅଧିକ ମୃତ, ଭୟରେ ଗାଁ ଛାଡୁଛନ୍ତି ଗ୍ରାମବାସୀ
ଆଦିସ୍ ଅବା,୨୪।୧୨: ଆଫ୍ରିକାର ଇଥୋପିଆରେ ବନ୍ଧୁକଧାରୀଙ୍କ ଆଖିବୁଜା ଗୁଳି ମାଡ଼ରେ ୧୦୦ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଛି। ବୁଲେନ କାଉଣ୍ଟିର ବେକୋଜି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ମାନବାଧିକାର ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ପରେ ଗ୍ରାମବାସୀ…
ଶୁଟିଂ ସେଟ୍ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍ କରୁଛନ୍ତି ପ୍ରିୟଙ୍କା
ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ ଆଉ ଏକ ପୋଷ୍ଟ ଶେୟାର କରିଛନ୍ତି। ଯଦିଓ ସ୍ବାମୀ ନିକ ଜୋନାସ ପ୍ରିୟଙ୍କାଙ୍କ ଜୀବନର…
Archives


