Home

ଜମ୍ମୁ-କଶ୍ମୀରରେ ଭୂକମ୍ପ

ଜମ୍ମୁ-କଶ୍ମୀର,୨୧ା୧୨: ଜମ୍ମୁ-କଶ୍ମୀରରେ ସୋମବାର ସକାଳ ୮ଟା ୩୩ରେ ଭୂକମ୍ପର ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ କୌଣସି ଧନଜୀବନ ହାନି ହୋଇ ନ ଥିବା ସୂଚନାରୁ ଜଣାପଡ଼ିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଡିସେମ୍ବର…

ପରୀ ହତ୍ୟାକାଣ୍ଡ ମାମଲା: ସରୋଜଙ୍କ ଘରେ ଏସ୍‌ଆଇଟି ଟିମ୍‌

ନୟାଗଡ଼ ଅଫିସ,୨୧ା୧୨: ପରୀ ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସ୍‌ଆଇଟିର ଦୁଇ ଜଣିଆ ଟିମ୍‌ ଯଦୁପୁର ଗାଁରେ ପହଞ୍ଚିଛନ୍ତି। ମହିଳା ଇନ୍ସପେକ୍ଟର ପ୍ରଥମେ ସରୋଜଙ୍କ ମା’ ଓ ପରେ ଗାଁ ସଭାପତିଙ୍କ ପଚରାଉଚରା କରିଛନ୍ତି। ତେବେ ଅଭିଯୁକ୍ତଙ୍କୁ ତାଙ୍କ ସାଙ୍ଗରେ ଆଣି ନ…

କରୋନାର ଖରାପ ସମୟ ଚାଲି ଯାଇଛି, ଆସନ୍ତା ମାସରୁ ଆରମ୍ଭ ହେବ ଟିକାକରଣ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୧ ।୧୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବେବି ଜାରି ରହିଛି । ପ୍ରତିଦିନ ପାଖାପାଖି ୨୦ ହଜାର ନୂଆ ସଂକ୍ରମିତଙ୍କୁ ଏବେବି ଚିହ୍ନଟ କରାଯାଉଛି । ହେଲେ ଅନ୍ୟପଟେ ସରକାର ଆସନ୍ତା ବର୍ଷ ଆରମ୍ଭରୁ ଟିକାକରଣ ଆରମ୍ଭ କରିବାକୁ ପ୍ରସ୍ତୁତ…

ଇଣ୍ଡୋ-ଜାପାନ ସମ୍ବାଦ କନଫରେନ୍ସ: ମୋଦି କହିଲେ ସମ୍ବାଦ ଏମିତି ହେବା ଦରକାର ଯାହା ସକରାତ୍ମକ, ଏକତା, କରୁଣାର ଭାବନା ପ୍ରସାର କରିବ

ନୂଆଦିଲ୍ଲୀ,୨୧ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସକାଳ ୯ଟା ୩୦ରେ ଭିଡିଓ କନଫରେନସିଂ ଜରିଆରେ ୬ଷ୍ଠ ଇଣ୍ଡୋ-ଜାପାନ ସମ୍ବାଦ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି । ସମ୍ବୋଧନ ଆରମ୍ଭରେ ମୋଦି କହିଥିଲେ ଭାରତ-ଜାପାନ ସମ୍ବାଦକୁ ନିରନ୍ତର ସମର୍ଥନ ଦେଇଥିବାରୁ ସେ ଜାପାନ…

ଜାଣନ୍ତି ଭାରତର କେଉଁ ସହରରେ ଲାଗିଥିଲା ପ୍ରଥମ ଷ୍ଟ୍ରିଟ୍‌ ଲାଇଟ୍‌

ବେଙ୍ଗାଲୁରୁ,୨୧ା୧୨: ସମୟ ଥିଲା ଲୋକେ ବିଜୁଳି ଆଲୁଅ କ’ଣ ଜାଣି ନ ଥିଲେ କି ଦେଖି ନ ଥିଲେ। ବର୍ତ୍ତମାନ ସମୟରେ କାଁ ଭାଁ ଅଞ୍ଚଳକୁ ଛାଡ଼ିଦେଲେ ପ୍ରାୟ ସବୁସ୍ଥାନରେ ଲୋକେ ବିଜୁଳି ଦେଖିସାରିଲାଣି। ମାତ୍ର ଜାଣନ୍ତି କି ଭାରତର ପ୍ରଥମେ…

ଏହି ମହିଳାଙ୍କ ପାଇଁ ନିଜର ପ୍ରେମକୁ ପାଇପାରି ନ ଥିଲେ ଗୋବିନ୍ଦା

୮୦ ଏବଂ ୯୦ ଦଶକର ସବୁଠାରୁ ସଫଳ ତଥା ଚର୍ଚ୍ଚିତ ଅଭିନେତା ଥିଲେ ଗୋବିନ୍ଦା। ୨୧ ଡିସେମ୍ବର ୧୯୬୩ରେ ମୁମ୍ବାଇର ଭିରାରରେ ଜନ୍ମଗ୍ରହଣ କରିଥିବା ଗୋବିନ୍ଦା ଆଜି ୫୭ ବର୍ଷର ହୋଇଯାଇଛନ୍ତି। ଆକ୍ସନ ଠାରୁ ଆରମ୍ଭ କରି କମେଡି, ଲଭ୍‌ ଟ୍ରାଙ୍ଗଲ…

ବ୍ରାଉନସୁଗାର କାରବାର ବେଲଗାମ

ନୟାଗଡ ଅଫିସ,୨୧।୧୨: ବ୍ରାଉନସୁଗାର କାରବାର ଉପରେ ଲଗାମ ନ ଥିବାରୁ ଏହାର ବ୍ୟବସାୟ ନୟାଗଡ଼ ଜିଲାରେ ବଢ଼ିବାରେ ଲାଗିଛି। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ବଜାର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାରକୁ ବଢ଼ାଇବା ପାଇଁ ବେକାର ଯୁବକ,…

ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ଦନ୍ତା ହାତୀର ପ୍ରାଣ ଗଲା

ସମ୍ବଲପୁର ଅଫିସ,୨୧ା୧୨: ସମ୍ବଲପୁରର ହାତୀବାରି ଓ ମାନେଶ୍ୱର ଷ୍ଟେଶନ ମଧ୍ୟରେ ଭବାନୀପାଲିରେ ପୁରୀ-ସୁରତ ଏକ୍ସପ୍ରେସ ଧକ୍କାରେ ରବିବାର ବିଳମ୍ବିତ ରାତିରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବେଳେ ଏହାର ସମ୍ମୁଖ ଇଞ୍ଜିନର ୬ଟି ଚକ ଟ୍ରାକ୍‌ରୁ ବାହାରି ଯାଇଥିବା ଜଣାପଡ଼ିଛି।…

ଜିଲା ପରିଷଦ ଉପନିର୍ବାଚନ: ବୁଥ୍‌ରେ ଗ୍ଲୋବ୍ସ, ମାସ୍କ ବ୍ୟବସ୍ଥା ନାହିଁ

କଟକ ସଦର,୨୧।୧୨(ଡି.ଏନ୍‌.ଏ.): ଆସନ୍ତା ୨୨ରେ କଟକ ଜିଲାପରିଷଦ ୭ନଂ. ଜୋନ୍‌ ଉପନିର୍ବାଚନ କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁଯାୟୀ ଅନୁଷ୍ଠିତ ହେବ। ବୁଥ୍‌ରେ ସାମାଜିକ ଦୂରତା ସହ ଭୋଟରମାନଙ୍କ ଥର୍ମାଲ ସ୍କାନିଂ ଓ ସାନିଟାଇଜର ଦ୍ୱାରା ହାତ ସଫାର ବ୍ୟବସ୍ଥା ରହିଛି। ବିଧାନସଭା ନିର୍ବାଚନରେ…

ମନା ନାହିଁ ପତିତପାବନ ଦର୍ଶନ

ପୁରୀ ଅଫିସ, ୨୧।୧୨କରୋନା ମହାମାରୀ ଯୋଗୁ ଦୀର୍ଘ ୯ମାସ ଧରି ବନ୍ଦ ରହିଥିବା ଶ୍ରୀମନ୍ଦିର ଆସନ୍ତା ୨୩ ତାରିଖରୁ ଖୋଲିବ। ୨୩ ଓ ୨୪ ତାରିଖରେ ସେବାୟତ ପରିବାରଙ୍କ ଦର୍ଶନ ପରେ ପୁରୀ ସହରବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ।…

ଅନିଶ୍ଚିତତାରେ ଚଉଷଠି ଯୋଗିନୀ ମହୋତ୍ସବ

ବାଳକାଟୀ,୨୧।୧୨(ଡି.ଏନ୍‌.ଏ): ରାଜ୍ୟରେ କରୋନା କଟକଣା କୋହଳ ହେବା ସହ ସଭା, ସମିତି, ଉତ୍ସବ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ କରିବାକୁ ସରକାର କହିଛନ୍ତି। ତେବେ ରାଜଧାନୀ ଉପକଣ୍ଠ ବାଳକାଟୀର ପ୍ରସିଦ୍ଧ ଚଉଷଠି ଯୋଗିନୀ ମହୋତ୍ସବ ପାଇଁ ଅଳ୍ପଦିନ ବାକି ଥିବାବେଳେ ପ୍ରଶାସନ ପକ୍ଷରୁ…

ଗର୍ଭପାତ ମୌଳିକ ଅଧିକାର: ହାଇକୋର୍ଟ

କଟକ ଅଫିସ,୨୧।୧୨(ବ୍ୟୁରୋ): ଗର୍ଭଧାରଣର ୨୦ ସପ୍ତାହ ପରେ ଗର୍ଭପାତ କରିବାର ନିୟମ ନାହିଁ। ହେଲେ ପୀଡ଼ିତା ନାବାଳିକାଙ୍କ ଭବିଷ୍ୟତ, ଶିକ୍ଷା, ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ସମ୍ବିଧାନର ଧାରା ୨୧ ଅନୁସାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri