ଏୟାରଷ୍ଟ୍ରାଇକ୍ରେ ମରିଥିଲେ ୩୦୦ ଆତଙ୍କବାଦୀ
ନୂଆଦିଲ୍ଲୀ, ୧୦।୧: ୨୦୧୯ ଫେବୃୟାରୀ ୧୪ରେ ଜମ୍ମୁ-କଶ୍ମୀରର ପୁଲ୍ଓ୍ବାମା ସେକ୍ଟରରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ ସିଆର୍ପିଏଫ୍ ଯବାନ ଶହୀଦ ହେବା ପରେ ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ବାୟୁସେନା ସେହିବର୍ଷ ଫେବୃୟାରୀ ୨୬ରେ ପାକିସ୍ତାନର ବାଲାକୋଟ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା।…
ପରମାଣୁରେ ପ୍ରତିଶୋଧ ଆଶଙ୍କା
ଓ୍ବାଶିଂଟନ୍, ୧୦ା୧: ସତ୍ତା ଲୋଭରେ ସୀମା ଟପିଛନ୍ତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟିର ଖଳନାୟକ ଆଖ୍ୟା ପାଇସାରିବା ପରେ ବି ବଦଳୁନି ତାଙ୍କ ମାନସିକତା। ଜନମତ ସ୍ବୀକାର କରି ନ ପାରି ଜଣେ ରାଷ୍ଟ୍ରପତିଙ୍କ ହିଂସା ସୃଷ୍ଟି…
ସଞ୍ଜ ନଇଁଲେ ମାଫିଆ ସକ୍ରିୟ
ଅନୁଗୋଳ ଅଫିସ, ୧୦।୧: ପ୍ରାୟ ବର୍ଷେ ହେଲାଣି କରୋନା ମୁକାବିଲାରେ ପ୍ରଶାସନ ବ୍ୟସ୍ତ ରହିଛି। ଏହାର ସୁଯୋଗ ନେଇ ଅନୁଗୋଳ ଜିଲାରେ ସକ୍ରିୟ ହୋଇପଡ଼ିଛନ୍ତି ଲଘୁ ଖଣିଜ ପଦାର୍ଥ ମାଫିଆ। ସଞ୍ଜ ନଇଁଲେ ଅନାବାଦୀ, ଗୋଚର ଜମିରୁ ମାଟି ତାଡ଼ି ଟ୍ରକ୍,…
ଉଡ଼ାଣର କିଛି ସମୟ ମଧ୍ୟରେ ଇଣ୍ଡୋନେସିଆ ବିମାନ ନିଖୋଜ
ଜାକର୍ତ୍ତା,୯।୧: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାର ସୋଏକର୍ନହାଟା ଇଣ୍ଟରନ୍ୟାଶନାଲ ଏୟାରପୋର୍ଟରୁ ଏକ ବିମାନ ଉଡ଼ାଣ କରିବା ପରେ ନିଖୋଜ ହୋଇଯାଇଥିବା କୁହାଯାଉଛି। ତେବେ ଜାକର୍ତ୍ତାରୁ ପୋଣ୍ଟିଆନକ୍ ଅଭିମୁଖେ ଯାତ୍ରା କରୁଥିବା ବୋଇଂ ୭୩୭-୫୦୦ ‘କ୍ଲାସିକ’ ବିମାନକୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଛି।…
ଆସନ୍ତା ୧୬ରୁ ସମଗ୍ର ଦେଶରେ ଟିକାକରଣ
ନୂଆଦିଲ୍ଲୀ,୯।୧: ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଟିକାକରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ଟିକା ଦିଆଯିବା…
ଭାରତରେ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ଛୁଇଁଲା
ନୂଆଦିଲ୍ଲୀ,୯।୧: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଶନିବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରୁ ୯୦ ଜଣଙ୍କଠାରେ ନୂଆ…
ଭାଜପାର ମିଶନ ପଶ୍ଚିମବଙ୍ଗ: ଘରଘର ବୁଲି ଏକ ମୁଠା ଚାଉଳ ସଂଗ୍ରହ କରିବେ ନଡ୍ଡା
କୋଲକାତା,୯।୧: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏହାକୁ ଦୃଷ୍ଟିରେ ରଖି ଭାଜପା ପକ୍ଷରୁ ମିଶନ ପଶ୍ଚିମବଙ୍ଗ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଉଛି। ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ପୁଣିଥରେ ରାଜ୍ୟଗସ୍ତରେ ଆସିଛନ୍ତି। ବର୍ଦ୍ଧମାନରେ ୯ କିଲୋମିଟର ରୋଡ ଶୋ’ରେ ନଡ୍ଡା…
ମାଟି ମା’ଠାରୁ ଦୂରରେ ରହିଲେ ବି ପ୍ରବାସୀଙ୍କ ମନରେ ରହିଛି ଭାରତ ପ୍ରତି ଶ୍ରଦ୍ଧା-ସମ୍ମାନ: ମୋଦି
ନୂଆଦିଲ୍ଲୀ,୯।୧: ପ୍ରବାସୀ ଭାରତୀୟମାନେ ମାଟି ମା’ଠାରୁ ଦୂରରେ ରହିଥିଲେ ବି ସେମାନଙ୍କ ମନରେ ଦେଶ ପ୍ରତି ଶ୍ରଦ୍ଧା ଏବଂ ସମ୍ମାନ ରହିଛି। କରୋନା ମହାମାରୀ ସଙ୍କଟ ସମୟରେ ଭାରତୀୟମାନେ ପ୍ରଶଂସାଯୋଗ୍ୟ କାମ କରିଛନ୍ତି। ସେମାନେ ପାଖପଡ଼ୋଶୀଙ୍କୁ ସହାୟତା କରିବା ସହିତ ମହାନ୍…
ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ ନବଜାତ ଶିଶୁ ମୃତ
ଭଣ୍ଡାରା,୯।୧: ମହାରାଷ୍ଟ୍ରର ଭଣ୍ଡାରା ଜିଲାରେ ଥିବା ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଅଗ୍ନିକାଣ୍ଡ ଯୋଗୁ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବଜାତ କେୟାର ୟୁନିଟ୍ରେ ଶୁକ୍ରବାର-ଶନିବାର ରାତ୍ର ୨ଟାରେ…
ଆଇନ ପ୍ରତ୍ୟାହାରକୁ କେନ୍ଦ୍ରର ନା
ନୂଆଦିଲ୍ଲୀ, ୯।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଦେଢ଼ ମାସ ହେଲା ଜାରି ରହିଥିବାବେଳେ ଶୁକ୍ରବାର ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି। କୃଷି…
ଟିକା ପରିବହନ ଲାଗି ଗାଇଡ୍ଲାଇନ
ନୂଆଦିଲ୍ଲୀ, ୯।୧(ପି.ଟି.): କୋଭିଡ୍ ଟିକା ପରିବହନ ଯୋଜନାରେ ଥିବା ସମସ୍ତ ବିମାନ ଅପରେଟରଙ୍କ ପାଇଁ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଶୁକ୍ରବାର ଗାଇଡ୍ଲାଇନ ଜାରି କରିଛନ୍ତି। ଏହି ଟିକାକୁ ଡ୍ରାଏ ଆଇସ୍ରେ ପ୍ୟାକ୍ କରି ଦେଶର ବିଭିନ୍ନ ସ୍ଥାନକୁ ନେବାକୁ ହେବ।…
ଡଲ୍ଫିନ୍କୁ ପିଟି ମାରିଦେଲେ
ଲକ୍ଷ୍ନୌ, ୯ା୧: ପ୍ରକୃତିକୁ ବିପଦ ମୁହଁକୁ ଠେଲିଚାଲିଥିବା ମଣିଷ ପୁଣି ବର୍ବରତାର ସୀମା ଟପିଛି। ଜାତୀୟ ଜଳଜୀବ ମାନ୍ୟତା ପାଇଥିବା ଏକ ଗାଞ୍ଜେଟିକ୍ ରିଭର ଡଲଫିନକୁ ପିଟିପିଟି ହତ୍ୟା କରାଯାଇଛି। ଏଥି ସହ ଏହି ଦୃଶ୍ୟର ଭିଡିଓ କରିଛନ୍ତି ଅଭିଯୁକ୍ତ। ଉତ୍ତରପ୍ରଦେଶ…

