ଟିଆରପି ଠକେଇ ମାମଲା: ଅର୍ଣ୍ଣବଙ୍କ ବିରୋଧରେ ପୋଲିସ ନିକଟରେ ରହିଛି ପ୍ରମାଣ
ମୁମ୍ବାଇ,୬।୧- ଟେଲିଭିଜନ ରେଟିଂ ପଏଣ୍ଟସ (ଟିଆରପି) ଠକେଇ ମାମଲା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଦାକୁ ଆସିଛି। ରିପବ୍ଲିକ ଟିଭି ଓ ଏହାର ଏଡିଟର ଇନ୍ ଚିଫ ଅର୍ଣ୍ଣବ ଗୋସ୍ବାମୀଙ୍କ ବିରୋଧରେ କିଛି ପ୍ରମାଣ ମିଳିଥିବା ମୁମ୍ବାଇ ପୋଲିସ ବୁଧବାର ହାଇକୋର୍ଟରେ…
ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର: ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କଲା ଭାରତ
ଜେନେଭା,୬।୧: ଆତଙ୍କବାଦୀଙ୍କ ହାତରେ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି। ଏନେଇ ଭାରତ ପକ୍ଷରୁ ଜାତିସଂଘ ସୁରକ୍ଷା ପରିଷଦକୁ ସତର୍କ କରାଯାଇଛି। ଏହା ବିରୋଧରେ ବିଶ୍ୱସ୍ତରରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଥିବା ଭାରତର ସ୍ଥାୟୀ ପ୍ରତିନିଧି…
ରୋହିଙ୍ଗ୍ୟା-ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ଏଟିଏସ୍ ହେପାଜତରେ ୪ ସନ୍ଦିଗ୍ଧ
ଲକ୍ଷ୍ନୌ,୬।୧: ରୋହିଙ୍ଗ୍ୟା ଏବଂ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଉତ୍ତରପ୍ରଦେଶ ଏଟିଏସ୍ ପକ୍ଷରୁ ବୁଧବାର ଚଢ଼ାଉ କରାଯାଇଛି। ୪ ଜଣ ସନ୍ଦିଗ୍ଧଙ୍କୁ ଏଟିଏସ୍ ହେପାଜତରେ ରଖାଯାଇଛି। ସେମାନଙ୍କୁ ପଚରା ଉଚରା ଜାରି ରହିଛି। ଗୋରଖପୁର, ଖଲିଲାବାଦ୍,ଅଲିଗଡ଼ ସମେତ ୫ ଜିଲାରେ ଚଢ଼ାଉ…
ଡବ୍ଲ୍ୟୁଏଚ୍ଓ ଟିମ୍କୁ ବାଧା ଦେଲା ଚାଇନା
ବେଜିଂ,୬।୧: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଉହାନରେ ପ୍ରବେଶ କରିବାକୁ ଚାହୁଁଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଟିମ୍କୁ ଚାଇନା ବାଧାଦେଇଛି। ଡବ୍ଲ୍ୟୁଏଚ୍ଓ ଟିମ୍କୁ ଚାଇନା ଯିବା ଲାଗି ଭିଜା ମିଳିନାହିଁ। ଉହାନରେ କରୋନା ମହାମାରୀ ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ୍ କରିବାକୁ ଯାଉଥିବା…
ଲଭ୍ ଜିହାଦ୍ ଅଧ୍ୟାଦେଶ: ସାମ୍ବିଧାନିକ ବୈଧତା ପରଖିବେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୬।୧: ଲଭ୍ ଜିହାଦ୍ ଅଧ୍ୟାଦେଶ ବିରୋଧରେ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଥିବା ମାମଲାର ଶୁଣାଣି ବୁଧବାର କରାଯାଇଛି। ଏହା ଉପରେ ରୋକ ଲଗାଇବାକୁ ସର୍ବୋଚ୍ଚ ନ୍ୟାୟାଳୟ ମନା କରିବା ସହିତ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଏହାର…
କରୋନା ଟିକା ନେଇ ୬୯ ପ୍ରତିଶତ ଭାରତୀୟଙ୍କ ମନରେ ସନ୍ଦେହ: ସର୍ଭେ
ନୂଆଦିଲ୍ଲୀ,୬।୧: ଦେଶରେ କରୋନା ଟିକା ସାର୍ବଜନୀକ ଭାବେ ଦିଆଯିବା ନେଇ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶରେ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକାଦାନ ପାଇଁ ମଞ୍ଜୁରୀ ମିଳିଥିବାବେଳେ ଜାନୁୟାରୀ ୧୩ରୁ ଟିକାକରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ତେବେ ୬୯…
୭ ରାଜ୍ୟରେ ବାର୍ଡ ଫ୍ଲୁ: ପଞ୍ଚକୁଲାରେ ୧୦ ଦିନରେ ୪ ଲକ୍ଷରୁ ଅଧିକ ପକ୍ଷୀ ମୃତ
ନୂଆଦିଲ୍ଲୀ,୬।୧: ଦେଶର ୭ ରାଜ୍ୟରେ ବାର୍ଡ ଫ୍ଲୁ ଯୋଗୁ ଆତଙ୍କ ଦେଖାଦେଇଛି। ମଧ୍ୟପ୍ରଦେଶ, କେରଳ, ଗୁଜରାଟ, ହରିୟାଣା, ହିମାଚଳପ୍ରଦେଶ, ପଞ୍ଜାବ, ରାଜସ୍ଥାନ ଆଦି ରାଜ୍ୟରେ ସ୍ଥିତି ଖରାପ ହେବାରେ ଲାଗିଛି। ମଧ୍ୟପ୍ରଦେଶରେ ବାର୍ଡ ଫ୍ଲୁରେ ୩୭୬ କାଉଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ…
ଏସ୍ଆଇଟିକୁ ଝଟକା
ନୟାଗଡ଼ ଅଫିସ,୬ା୧: ବହୁ ଚର୍ଚ୍ଚିତ ନୟାଗଡ଼ ସଦର ଥାନା ପରୀ ହତ୍ୟା ଓ ବଳାକତ୍ାର ଘଟଣା ନୂଆ ମୋଡ଼ ନେଇଛି। ଅଭିଯୁକ୍ତ କଲେଜ ଛାତ୍ର ଜଣେ ନାବାଳକ ବୋଲି ମଙ୍ଗଳବାର ନୟାଗଡ଼ ସ୍ବତନ୍ତ୍ର ପୋକ୍ସୋ କୋର୍ଟ କହିଛନ୍ତି। ଏଥିସହ ଅଭିଯୁକ୍ତଙ୍କ ନାର୍କୋ…
୨୯ରୁ ବଜେଟ ଅଧିବେଶନ ଆରମ୍ଭ, ଏପ୍ରିଲ ୮ରେ ଶେଷ
ନୂଆଦିଲ୍ଲୀ,୫।୧: ଚଳିତ ଜାନୁୟାରୀ ୨୯ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର କମିଟି(ସିସିପିଏ) ପକ୍ଷରୁ ସୁପାରିଶ କରାଯାଇଛି। ସଂସଦର ବଜେଟ ଅଧିବେଶନ ୨ଟି ଭାଗରେ ହେବ। ପ୍ରଥମ ଭାଗ ୨୯ ଜାନୁୟାରୀରୁ ଆରମ୍ଭ ହୋଇ ୧୫ ଫେବୃୟାରୀ…
କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଆସନ୍ତା ୧୦ ଦିନ ମଧ୍ୟରେ ଟିକାକରଣ
ନୂଆଦିଲ୍ଲୀ,୫।୧: ଆଗାମୀ ୧୦ ଦିନ ମଧ୍ୟରେ ଟିକାକରଣ ଆରମ୍ଭ ହୋଇପାରେ। ଏନେଇ ଖବରଦାତା ସମ୍ମିଳନୀରେ କେନ୍ଦ୍ର ସ୍ବାସ୍ଥ୍ୟ ସଚିତ ରାଜେଶ ଭୂଷଣ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ଟିକାକୁ ମଞ୍ଜୁରୀ ମିଳିବାର ୧୦ ଦିନ ପରେ ରୋଲ୍ଆଉଟ୍ ହୋଇପାରେ।…
ପରୀ ହତ୍ୟାକାଣ୍ଡ: ଗିରଫ ଅଭିଯୁକ୍ତ ନାବାଳକ ବୋଲି କହିଲେ ପୋକ୍ସୋ କୋର୍ଟ
ନୟାଗଡ଼ ଅଫିସ,୫।୧: ବହୁଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଜେଲରେ ଥିବା ଅଭିଯୁକ୍ତ ସାବାଳକ ନୁହନ୍ତି ବରଂ ନାବାଳକ। ଏହା କହିଛନ୍ତି ନୟାଗଡ଼ ପୋକ୍ସୋ କୋର୍ଟ। ମଙ୍ଗଳବାର କ୍ରାଇମ୍ବ୍ରାଞ୍ଚ ଏସ୍ଆଇଟି ପକ୍ଷରୁ ଅଭିଯୁକ୍ତଙ୍କ ନାର୍କୋ ଆନାଲିସିସ୍ ପାଇଁ କରାଯାଇଥିବା ଆବେଦନର ଶୁଣାଣି କରି…
ଦେଶର ବିକାଶ ପାଇଁ ମିଳିମିଶି କାମ କଲେ ଲକ୍ଷ୍ୟ ହେବ ସହଜ: ମୋଦି
ନୂଆଦିଲ୍ଲୀ,୫।୧: ଦେଶର ବିକାଶ ପାଇଁ ମିଳିମିଶି କାମ କରିବା ଅପରିହାର୍ଯ୍ୟ। ଏହାଦ୍ୱାରା ଲକ୍ଷ୍ୟ ହାସଲ କଠିନ ନ ହୋଇ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର କହିଛନ୍ତି। ଭିଡ଼ିଓ କନଫରେନ୍ସିଂରେ କୋଚି-ମାଙ୍ଗାଲୁରୁ ୪୫୦ କିଲୋମିଟର ଦୀର୍ଘ ପ୍ରାକୃତିକ ଗ୍ୟାସ୍…

