ଇତିହାସ ରଚିଲେ ଭାରତର ଭାବିନାବେନ
ଟୋକିଓ,୨୯।୮: ଇତିହାସ ରଚିଲେ ଭାରତର ମହିଳା ଟେବୁଲ ଟେନିସ ତାରକା ୩୪ ବର୍ଷୀୟା ଭାବିନାବେନ ପଟେଲ। ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ ଫାଇନାଲରେ ସେ ରବିବାର ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି। ପାରାଲିମ୍ପିକ୍ସରେ ପଦକ ଜିତିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ…
୧୫ ଲକ୍ଷରୁ ଅଧିକ ଆଫଗାନୀଙ୍କ ଗୁପ୍ତ ତଥ୍ୟ ଲିକ୍…
ନୂଆଦିଲ୍ଲୀ,୨୯।୮: ଲକ୍ଷ ଲକ୍ଷ ଆଫଗାନିସ୍ତାନ ନାଗରିକଙ୍କ ଗୁପ୍ତ ତଥ୍ୟ ଲିକ ହୋଇଛି। ଆମେରିକା ଏସବୁ ତଥ୍ୟକୁ ଗତ ୨୦ ବର୍ଷ ମଧ୍ୟରେ ଏକତ୍ରିତ କରିଥିଲା। ଏବେ ତାଲିବାନ ଏସବୁ ସୂଚନାକୁ ବ୍ୟବହାର କରୁଛି। ତାଲିବାନର ସ୍ବତନ୍ତ୍ର ୟୁନିଟ ଅଲ ଇଶା ଏନେଇ…
ଦୈନିକ ସଂକ୍ରମଣ ୪୦ ହଜାର ଉପରେ, କେରଳ ବଢ଼ାଇଲା ଚିନ୍ତା…
ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ…
ଆଇଏସ୍କେ ବନାମ ତାଲିବାନ୍
ନୂଆଦିଲ୍ଲୀ, ୨୯ା୮: ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟାର ବିସ୍ଫୋରଣ ଚଳିତ ବର୍ଷର ସବୁଠାରୁ ଭୟଙ୍କର ଆକ୍ରମଣ ମଧ୍ୟରୁ ଅନ୍ୟତମ। ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ଶତାଧିକ ଆଫଗାନ୍ ଏଥିରେ ପ୍ରାଣ ହରାଇଥିବାବେଳେ ଆହତ ହୋଇଛନ୍ତି ୨ ଶହରୁ ଊର୍ଦ୍ଧ୍ୱ। ଇସ୍ଲାମିକ୍…
ଚାଷୀଙ୍କୁ ପୋଲିସର ଲାଠିମାଡ଼
ଚଣ୍ଡିଗଡ଼, ୨୯।୮: ହରିୟାଣାର କର୍ନଲ ଜିଲାରେ ଶନିବାର ଭାଜପାର ଏକ ବୈଠକକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା କରିବାରୁ ୧୦ ଜଣ ଚାଷୀ ଆହତ ହୋଇଛନ୍ତି। ହରିୟାଣା ପୋଲିସର…
କପିଶାରେ ଜୋର୍ଦାର ଲଢ଼େଇ
କାବୁଲ, ୨୯।୮ : ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲ୍ଲା ସାଲେହଙ୍କ ନେତୃତ୍ୱରେ ପ୍ରତିରୋଧୀ ବାହିନୀ ଆଫଗାନିସ୍ତାନର କପିଶା ପ୍ରଦେଶରେ ତାଲିବାନ ବିରୋଧରେ ଜୋର୍ଦାର ଲଢ଼େଇ ଜାରି ରଖିଛି। ଏଥିରେ ବହୁସଂଖ୍ୟାରେ ତାଲିବାନ ଆତଙ୍କବାଦୀ ନିହତ ହେଲେଣି। କପିଶା ପ୍ରଦେଶର ସାଞ୍ଜନ ଏବଂ ବାଗଲାନ…
ସରକାରଙ୍କ ମିଛ ଧରାଇବା ନାଗରିକଙ୍କ କର୍ତ୍ତବ୍ୟ
ନୂଆଦିଲ୍ଲୀ, ୨୯।୮: ସତ୍ୟ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିହେବ ନାହିଁ। ଶାସନରେ ରହିବାକୁ ସରକାରଗୁଡ଼ିକ ଅନେକ ସମୟରେ ମିଥ୍ୟାର ଆଶ୍ରୟ ନେଉଥିବା ଦେଖାଯାଇଥାଏ। ତେଣୁ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା…
କାବୁଲ ବିସ୍ଫୋରଣ: ଷଡ଼ଯନ୍ତ୍ରକାରୀ ନିହତ
ଓ୍ବାଶିଂଟନ, ୨୯।୮: ଆଫଗାନିସ୍ତାନର କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର ବାହାରେ ଇସ୍ଲାମିକ ଷ୍ଟେଟ୍ ଖୋରାସାନ (ଆଇଏସ୍-କେ) ବିସ୍ଫୋରଣ ଘଟାଇବାର ୪୮ ଘଣ୍ଟା ନ ପୂରୁଣୁ ଆମେରିକା ଜବାବୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଆମେରିକା ସୈନ୍ୟବାହିନୀ ଉକ୍ତ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଶନିବାର…
ଶେଷ ସେକେଣ୍ଡ୍ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଆତ୍ମଘାତୀ
ଓ୍ବାଶିଂଟନ,୨୮।୮: କାବୁଲ ସ୍ଥିତ ହାମିଦ କାର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟରେ ଘଟିଥିବା ଆତ୍ମଘାତୀ ବିସ୍ଫୋରଣରେ ୧୮୦ ଜଣଙ୍କ ମୃତ୍ୟୁ ହୋଇଛି। ଏହି ବିସ୍ଫୋରଣ ପୂର୍ବରୁ ସମ୍ପୂର୍ଣ୍ଣ ଘଟଣାକୁ ପ୍ରକାଶ କରିଛନ୍ତି ଆମେରିକୀୟ ସେନା ଅଧିକାରୀ। ଆକ୍ରମଣର ଯଥେଷ୍ଟ ପୂର୍ବରୁ ଆମେରିକୀୟ…
ଅଗଷ୍ଟ ୩୧ ପରେ ତାଲିବାନ ସହ କଥା ହେବ ଆମେରିକା: ବାଇଡେନ
ଓ୍ବାଶିଂଟନ,୨୮ା୮: ଅଗଷ୍ଟ ୩୧ ପରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦରରୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ଆମେରିକା ତାଲିବାନ ସହ କଥା ହେବ ବୋଲି ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ କହିଛନ୍ତି। ଏହି ପରିପ୍ରେକ୍ଷୀରେ କୂଟନୈତିକ ପ୍ରୟାସକୁ ଜୋରଦାର କରିବାକୁ ବାଇଡେନ ବୈଦେଶିକ ସଚିବ ଆଣ୍ଟୋନି…
ପାରାଲିମ୍ପିକ୍ସରେ ରୌପ୍ୟ ନିଶ୍ଚିତ କଲେ ଭାବିନା
ଟୋକିଓ,୨୮।୮: ଚଳିତ ଟୋକିଓ ପାରାଲିମ୍ପିକ୍ସରେ ଭାରତ ପାଇଁ ରୌପ୍ୟ ପଦକ ନିଶ୍ଚିତ କରିଛନ୍ତି ଭାବିନାବେନ ପଟେଲ। ଶନିବାର ଖେଳାଯାଇଥିବା ଟେବୁଲ ଟେନିସ ଇଭେଣ୍ଟର ସେମିଫାଇନାଲରେ ୩-୨ ବ୍ୟବଧାନରେ ଚାଇନାର ମିଆଓ ଝାଙ୍ଗଙ୍କୁ ହରାଇ ଭାବିନା ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିସହିତ ରୌପ୍ୟ…
ଆସିଲା ସେପ୍ଟେମ୍ବର ଗାଇଡ୍ଲାଇନ୍, ଏସବୁ ଉପରେ ଗୁରୁତ୍ୱ ଦେଲେ ସରକାର
ନୂଆଦିଲ୍ଲୀ,୨୮ା୮: କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ପାଇଁ କେନ୍ଦ୍ର ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଏନେଇ ଚିଠିରେ ଅବଗତ କରାଯାଇଛି। ଆଗକୁ ପାର୍ବଣ ଋତୁ ଥିବାରୁ ଟେଷ୍ଟ, ଟ୍ରାକ୍,…

