Home Middle

ବ୍ଲକରେ ହେବ ପଞ୍ଚାୟତ ଭୋଟ ଗଣତି

ଭୁବନେଶ୍ୱର,୨୦ା୮(ବ୍ୟୁରୋ): ବ୍ଲକରେ ହେବ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି। ଭୋଟ ଗ୍ରହଣ ପରେ ଭୋଟବାକ୍ସ ସିଲ୍‌ କରି ବ୍ଲକରେ ରହିବ। ସବୁ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଗଣତି ହେବ। ପଞ୍ଚାୟତିରାଜ ବିଭାଗ କାଉଣ୍ଟିଂ ନେଇ ନୂଆ ନିୟମ ଆଣିବାକୁ ଯାଉଛି।…

କାବୁଲରୁ ୧୬୦ ଅଷ୍ଟ୍ରେଲୀୟ-ଆଫଗାନିସ୍ତାନ ନାଗରିକଙ୍କୁ ସ୍ଥାନାନ୍ତର

କାନବେରା,୨୦ା୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା ପରଠାରୁ ଅନ୍ୟ ଦେଶଗୁଡ଼ିକ ସେମାନଙ୍କର ନାଗରିକ ଏବଂ ଦୂତାବାସର ଅଧିକାରୀମାନଙ୍କୁ ସେଠାରୁ ସ୍ଥାନାନ୍ତର କରିବା ଆରମ୍ଭ କରି ଦେଇଛନ୍ତି। ତୃତୀୟ ଥଇଥାନ ବିମାନ ପରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନର ୧୬୦ରୁ ଅଧିକ ନାଗରିକଙ୍କୁ କାବୁଲରୁ ସ୍ଥାନାନ୍ତର…

ଆତଙ୍କ ଦ୍ୱାରା ବିଶ୍ୱାସକୁ ଭାଙ୍ଗି ଦିଆଯାଇ ନ ପାରେ: ମୋଦି

ଅହମଦାବାଦ,୨୦ ।୮: ଗୁଜରାଟର ଐତିହାସିକ ସୋମନାଥ ମନ୍ଦିରକୁ ବଡ ଉପହାର ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମନ୍ଦିରରେ ଅନେକ ଗୁଡିଏ ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ସୋମନାଥ ସମୁଦ୍ର ଦର୍ଶନ, ପାଦଚଲା ପଥ,…

ମାଲକାନଗିରିରେ ପହଞ୍ଚି ବିଏ୍‌କେଓ୍ବାଇ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି,୨୦।୮(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଗସ୍ତରେ ଯାଇଛନ୍ତି। ସେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମାଲାକାନଗିରି ଷ୍ଟାଡିୟମରେ ପହଞ୍ଚି ଥିଲେ। ପରେ ସେଠାରୁ ସଂସ୍କୃତି ଭବନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବିଏ୍‌କେଓ୍ବାଇ ଶୁଭାରମ୍ଭ କରିଥିଲେ। ଶୁଭାରମ୍ଭ…

ପିଲାଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ! ଜନସନ ଆଣ୍ଡ ଜନସନ ଟ୍ରାଏଲ ପାଇଁ ମାଗିଲା ଅନୁମତି

ନୂଆଦିଲ୍ଲୀ,୨୦ ।୮: ଦେଶରେ କରୋନା ମହାମାରୀର ତୃତୀୟ ଲହରର ଆଶଙ୍କା ମଧ୍ୟରେ ଏବେ ପିଲାମାନଙ୍କ ପାଇଁ ଆଉ ଏକ ଭ୍ୟାକ୍ସିନ ବା ଟିକାର ରାସ୍ତା ଖୋଲିଯିବା ଭଳି ମନେ ହେଉଛି । ଫାର୍ମା କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ୧୨-୧୭…

ଉଦ୍ୟାନକୃଷି ବିକାଶରେ ଜଙ୍ଗଲ ବିନାଶ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ସୁକିନ୍ଦା ତହସିଲ ଦାମୋଦରପୁର, ବତଲଣ୍ଡା ଓ କରଗୋଳା ମୌଜା ଅଞ୍ଚଳରେ ୫୦ କିମ୍ବା ୧୦୦ ନୁହେଁ, ୩୭୭.୮୩ ଏକର ପତରା ଓ ଶାଳ ଜଙ୍ଗଲ କିସମ ଜମିରୁ ଏକାଧିକ ମେଶିନ ଲଗାଇ ବହୁ ପରିମାଣର ଗଛ…

ପିତାଙ୍କୁ ମନେ ପକାଇଲେ ରାହୁଲ

ନୂଆଦିଲ୍ଲୀ,୨୦ା୮: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଆଜି ହେଉଛି ୭୭ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ପିତାଙ୍କୁ ସ୍ମରଣ କରି ବୀରଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମ…

ଲଭ୍‌ ଜିହାଦ ନିରୋଧୀ ଆଇନର କେତେକ ଧାରା ଉପରେ ସ୍ଥଗିତାଦେଶ

ଅହମଦାବାଦ,୨୦।୮: ଧର୍ମାନ୍ତରୀକରଣ ବିରୋଧରେ ଅଣାଯାଇଥିବା ନୂଆ ଆଇନର ଆନ୍ତଃଧର୍ମ ବିବାହ ସମ୍ପର୍କିତ କେତେକ ଧାରାର କାର୍ଯ୍ୟକାରିତା ଉପରେ ଗୁଜରାଟ ହାଇକୋର୍ଟ ଗୁରୁବାର ସ୍ଥଗିତାଦେଶ ଲଗାଇଛନ୍ତି। ଜନସାଧାରଣଙ୍କୁ ଅଯଥା ହଇରାଣରୁ ରକ୍ଷା କରିବା ପାଇଁ ଏହି ଅନ୍ତରୀଣ ନିର୍ଦ୍ଦେଶନାମା ଜାରି କରାଗଲା ବୋଲି…

ଆଫଗାନିସ୍ତାନକୁ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ

ଓ୍ବାଶିଂଟନ୍‌,୨୦ା୮: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ କରିବାକୁ ଯାଉଥିବାବେଳେ ଆମେରିକାର ଜୋ ବାଇଡେନ୍‌ ପ୍ରଶାସନ ଏହି ଦେଶକୁ ସମସ୍ତ ଯୁଦ୍ଧାସ୍ତ୍ର ବିକ୍ରି ବନ୍ଦ କରିଛି। ଏଥିସହ ପୂର୍ବରୁ ଏ ସଂକ୍ରାନ୍ତରେ ବାକି ଥିବା କିମ୍ବା ଯୋଗାଣ ହୋଇ ନ ଥିବା ଅସ୍ତ୍ରଶସ୍ତ୍ର…

ଆଜି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି,୨୦ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମାଲକାନଗିରି ଜିଲା ଗସ୍ତ କରିବେ। ସେ ସଂସ୍କୃତି ଭବନ ନିକଟରେ ଥିବା ହେଲିପ୍ୟାଡରେ ଅବତରଣ କରି ସଂସ୍କୃତି ଭବନରେ କେତେକ ହିତାଧିକାରୀଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରି ଏହି…

ଅଭେଦ୍ୟ ଦୁର୍ଗ ପଞ୍ଜଶିର

କାବୁଲ,୨୦ା୮: ଅମରୁଲ୍ଲା ସାଲେହ ହେଉଛନ୍ତି ଆଫଗାନିସ୍ତାନର ପ୍ରଥମ ଉପରାଷ୍ଟ୍ରପତି। ଅଗଷ୍ଟ ୧୫ରେ ତାଲିବାନ୍‌ ପକ୍ଷରୁ କାବୁଲ ଦଖଲ ଘୋଷଣା ପରେ ରାଷ୍ଟ୍ରପତି ଅଶ୍ରଫ୍‌ ଗନିଙ୍କ ସମେତ ଅନେକ ନେତା ଦେଶ ଛାଡ଼ି ପଳାୟନ କରିଥିଲେ। ହେଲେ ତାଲିବାନ୍‌ର ଆତଙ୍କ ଆଗରେ ମୁଣ୍ଡ…

ଡିଜେଲ ୨୫ପଇସା କମିଲା

ଭୁବନେଶ୍ୱର,୨୦।୮: ଲଗାତର ୨ୟ ଦିନ ପାଇଁ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଛି। ବୁଧବାର ୨୨ ପଇସା ହ୍ରାସ ହୋଇଥିବାବେଳେ ଗୁରୁବାର ୨୫ ପଇସା କମିଛି। ଫଳରେ ଭୁବନେଶ୍ୱରରେ ଡିଜେଲ ଲିଟର ପିଛା ୯୭.୪୮ ଟଙ୍କାରେ ବିକ୍ରି ହେଉଛି। ଅପରପକ୍ଷରେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?