ଏୟାରପୋର୍ଟରେ ଛକାପଞ୍ଝା
ଓ୍ବାଶିଂଟନ୍/କାବୁଲ, ୩୦ା୮: ଏପଟେ ତାଲିବାନ୍ର ତାଗିଦ୍ ସେପଟେ ଦାଉ ସାଧୁଛି ଆଇଏସ୍ ଖୋରାସାନ୍। ଅଗଷ୍ଟ ୩୧ ଡେଡ୍ଲାଇନ ପାଖେଇ ଆସୁଥିବାରୁ ଇଭାକ୍ୟୁଏଶନ ଜୋରଦାର କରିଛି ଆମେରିକା। କାରଣ ଏବେ ବି ଆଫଗାନିସ୍ତାନରେ ଫସି ରହିଛନ୍ତି ୩୦୦ରୁ ଊର୍ଦ୍ଧ୍ୱ ଆମେରିକୀୟ। ଗୁରୁବାର ଘଟିଥିବା…
ଭାରତକୁ ୩ ପଦକ
ଟୋକିଓ,୩୦।୮: ଜାତୀୟ କ୍ରୀଡ଼ା ଦିବସରେ ଟୋକିଓ ପାରାଲିମ୍ପିକ୍ସରେ ଭାରତର ୩ଜଣ ଖେଳାଳି ପଦକ ଜିତି ଦେଶକୁ ଉପହାର ପ୍ରଦାନ କରିଛନ୍ତି। ଦୁଇ ଜଣ ଆଥ୍ଲେଟ ରୌପ୍ୟ ଓ ଜଣେ ବ୍ରୋଞ୍ଜ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଦେଇଛନ୍ତି। ରବିବାର…
ନାବାଳିକାଙ୍କୁ ଗଣବଳାତ୍କାର: ୭ ଅଭିଯୁକ୍ତ ନାବାଳକ
ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ), ୩୦ା୮: ଝାଡ଼ଖଣ୍ଡ ରାଜଧାନୀ ରାଞ୍ଚତ୍ ନିକଟରେ ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରାଯାଇଛି। ଏହି ଘୃଣ୍ୟ ଅପରାଧ ଭିଆଇଥିବା ସମସ୍ତ ୭ ଅଭିଯୁକ୍ତ ହେଉଛନ୍ତି ନାବାଳକ। ମୁଖ୍ୟ ଅଭିଯୁକ୍ତ ସମ୍ପୃକ୍ତ ନାବାଳିକାଙ୍କୁ ପୂର୍ବରୁ ଜାଣିଥିଲେ। ସେ ତାଙ୍କୁ ବାଇକ୍ରେ ବୁଲାଇବା ବାହାନାରେ…
କାବୁଲରେ ଆମେରିକାର ଡ୍ରୋନ୍ ଷ୍ଟ୍ରାଇକ୍
କାବୁଲ, ୩୦ା୮: ଆଫଗାନିସ୍ତାନର କାବୁଲସ୍ଥିତ ହମିଦ୍ କାର୍ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରିବା ପରେ ଆମେରିକା ରବିବାର ସେଠାରେ ଡ୍ରୋନ୍ ଷ୍ଟ୍ରାଇକ୍ କରିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା…
ସେପ୍ଟେମ୍ବର ୩୦ ଯାଏ ଅନ୍ତଃରାଷ୍ଟ୍ରୀୟ ବିମାନ ଉଡ଼ାଣ ବାତିଲ
ନୂଆଦିଲ୍ଲୀ,୩୦।୮: କେନ୍ଦ୍ର ସରକାର ଅନ୍ତର୍ଜାତୀୟ ବିମାନ ସେବା କଟକଣାକୁ ସେପ୍ଟେମ୍ବର ୩୦ ଯାଏ ବଢ଼ାଇଛନ୍ତି। ଅର୍ଥାତ୍ ସେପ୍ଟେମ୍ବର ୩୦ ଯାଏ ବିଦେଶକୁ କମର୍ସିଆଲ ଫ୍ଲାଇଟଗୁଡ଼ିକ ବାତିଲ ରହିବ। କୋଭିଡ୍-୧୯ ସ୍ଥିତିକୁ ବିଚାର କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଜଣାପଡିଛି।…
କାବୁଲରେ ପୁଣି ବିସ୍ଫୋରଣ
କାବୁଲ,୨୯।୮: ଆଫଗାନିସ୍ତାନରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ରବିବାର କାବୁଲ ବିମାନବନ୍ଦର ନିକଟ ଖୱାଜା ବୁଗ୍ରା ଅଞ୍ଚଳରେ ରକେଟ ଆକ୍ରମଣ ହୋଇଥିବାର ସୂଚନା ମିଳିଛି। ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ସାମ୍ନାକୁ…
ଭାଇରାଲ ଫିଭର୍, ସପ୍ତାହେ ମଧ୍ୟରେ ୨୬ ଶିଶୁଙ୍କ ସମେତ ୫୦ ମୃତ…
ଲକ୍ଷ୍ନୌ,୨୯।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାର ନାଁ ଧରୁନି। ଅପରପକ୍ଷରେ ତୃତୀୟ ଲହର ଆତଙ୍କରେ ଲୋକଙ୍କମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପଶ୍ଚିମ ଉତ୍ତରପ୍ରଦେଶରେ ଭାଇରାଲ ଫିଭର୍ରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୬…
ଅର୍ଜୁନ ପୁରସ୍କାର ପାଇଁ କେଉଁ ଖେଳାଳି ଦାଖଲ କରିଛନ୍ତି ନୋମିନେଶନ, ଆସନ୍ତୁ ଜାଣିବା…
ନୂଆଦିଲ୍ଲୀ,୨୯।୮: ଅଗଷ୍ଟ ୨୯ରେ ହକି ଯାଦୁକର ମେଜର ଧାନଚାନ୍ଦଙ୍କ ୧୧୯ ତମ ଜନ୍ମ ଦିବସ ଅବସରରେ ରବିବାର ସାରା ଦେଶରେ ଜାତୀୟ କ୍ରୀଡା ଦିବସ ପାଳନ କରାଯାଉଛି। ଏହି ଦିନ ଦେଶର ରାଷ୍ଟ୍ରପତି ଖେଳ ରତ୍ନ, ଅର୍ଜୁନ ପୁରସ୍କାର ଏବଂ ଦ୍ରୋଣାଚାର୍ଯ୍ୟ…
ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ…
ନୂଆଦିଲ୍ଲୀ,୨୯।୮: ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି ପାରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ…
ତାଲିବାନ ନେଇ ଜାତିସଂଘ ସୁରକ୍ଷା ପରିଷଦର ୟୁ ଟର୍ନ…
ଜେନେଭା/ନୂଆଦିଲ୍ଲୀ,୨୯।୮: ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ଆତଙ୍କବାଦୀ ବିରୋଧୀ ଲଢ଼େଇରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ୟୁ ଟର୍ନ ନେଇଛି। ଏହା ଆତଙ୍କବାଦୀ ଷ୍ଟେଟ୍ମେଣ୍ଟ୍ରୁ ତାଲିବାନ ନାମକୁ ହଟାଇ ଦେଇଛି। ଆଫଗାନିସ୍ତାନରେ ଦୁଇ ଦଶନ୍ଧି ପରେ ଫେରିିଥିବା ତାଲିବାନ ନିୟମ ଉପରେ…
ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ…
ନୂଆଦିଲ୍ଲୀ,୨୯।୮: ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ ହୋଇଛନ୍ତି। ଯୁବ ବର୍ଗ ନିଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛନ୍ତି। ଏବେ ଭାରତ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ…
ଆଫଗାନୀଙ୍କୁ ଅନାଥ କଲା ତାଲିବାନ ଶାସନ…
କାବୁଲ,୨୯।୮: ଆଫଗାନିସ୍ତାନରେ ତାଲିବାନର କ୍ଷମତା ଦଖଲ ପରେ ଏବେ ଆଫଗାନୀମାନେ ଅନାଥ ହୋଇ ପଡ଼ିଛନ୍ତି। ଜୀବନ ଭୟ ଏବଂ ତାଲିବାନୀ କଟକଣାକୁ ସହ୍ୟ ନ କରିବା ଚିନ୍ତାରେ ଲକ୍ଷ ଲକ୍ଷ ଲୋକେ ଭିଟାମାଟି ଛାଡ଼ିବା ଆରମ୍ଭ କରିଛନ୍ତି। ଏବେ ସେମାନଙ୍କର ଭିଟାମାଟି…

