Home Middle

ଅନୁସନ୍ଧାନ ପ୍ରଭାବିତ ହେବା ଆଶଙ୍କାରେ ଅଭିଯୁକ୍ତଙ୍କ ଜାମିନ୍‌ ମଞ୍ଜୁର ନ କରିବା ଠିକ୍‌ ନୁହେଁ…

ନୂଆଦିଲ୍ଲୀ,୨୭।୨ : ଅଭିଯୁକ୍ତଙ୍କ ଜାମିନ୍‌ ଦ୍ୱାରା ଅନୁସନ୍ଧାନ ପ୍ରଭାବିତ ହେବାର ଅସ୍ପଷ୍ଟ ଆଶଙ୍କା କରି ତାଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଜେଲରେ ରଖିବା ଏକ ଯୁକ୍ତିଯୁକ୍ତ କାରଣ ହୋଇପାରିବ ନାହିଁ। ଏକ ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ଏଭଳି କହିଛନ୍ତି।…

ୟୁକ୍ରେନର ଏହି ମହିଳା ଏମ୍‌ପି ହାତରେ ଧରିଲେ ଅସ୍ତ୍ର, ଜୀବନ ଦେବାକୁ ଆସିଲେ ଆଗେଇ

କ୍ୱିଭ୍‌,୨୭ା୨: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବା ସାରା ବିଶ୍ୱବାସୀଙ୍କୁ ଭୟଭୀତ କରିଛି। ରୁଷିଆ ୟୁକ୍ରେନକୁ ଧ୍ୱଂସ କରିବାକୁ ଚାହୁଁଥିବା ବେଳେ ୟୁକ୍ରେନ ମଧ୍ୟ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ। ସେନାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ୟୁକ୍ରେନ ରାଜନେତାମାନେ ମଧ୍ୟ…

ପୁଟିନ୍‌ ଖର୍ଚ୍ଚ କଲେଣି ୨୦ ଶହ କୋଟି ଡଲାର, ତଥାପି ଅଜେୟ ୟୁକ୍ରେନ୍‌…

ମସ୍କୋ/କ୍ୱିଭ୍‌,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଯୁଦ୍ଧରେ ୨୦ ଶହ କୋଟି ଡଲାର ଖର୍ଚ୍ଚ କଲେଣି। ତଥାପି ୟୁକ୍ରେନ୍‌ ଅଜେୟ ହୋଇ ଠିଆ ହୋଇଛି। ଦେଶର ଅର୍ଥବ୍ୟବସ୍ଥା…

ଡାଟା ସୁରକ୍ଷା ବିଧେୟକକୁ ମୌସୁମୀ ଅଧିବେଶନ ସୁଦ୍ଧା ମଞ୍ଜୁରୀ ମିଳିବାର ଆଶା…

ନୂଆଦିଲ୍ଲୀ,୨୭।୨ : ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଡାଟା ସୁରକ୍ଷା ବିଲ ଡ୍ରାଫ୍ଟ ଉପରେ ସମ୍ପୃକ୍ତ ପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ହେଉଛି ଏବଂ ମୌସୁମୀ ଅଧିବେଶନ ସୁଦ୍ଧା ଏହାକୁ ସଂସଦୀୟ ମଞ୍ଜୁରୀ ମିଳିବାର ଆଶା ରହିଛି।…

ଆଲୋଚନା ପାଇଁ ପ୍ରସ୍ତାବ ଦେଲା ରୁଷିଆ, ମନା କଲା ୟୁକ୍ରେନ

କ୍ୱିଭ୍‌,୨୭।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ଏହି ଯୁଦ୍ଧର ଚତୁର୍ଥ ଦିନ। ରବିବାର ରୁଷିଆ ୟୁକ୍ରେନକୁ ଆଲୋଚନା ପ୍ରସ୍ତାବ ଦେଇଥିଲା, କିନ୍ତୁ ଏହାକୁ ପ୍ରତ୍ୟାଖାନ କରିଛି ୟୁକ୍ରେନ୍‌। ରୁଷର ନ୍ୟୁଜ ଏଜେନ୍ସି ମୁତାବକ,…

କେବଳ ସୁଇସାଇଡ୍‌ ନୋଟ୍‌ରେ ନାମ ଥିଲେ ଅଭିଯୁକ୍ତଙ୍କ ଦୋଷ ସାବ୍ୟସ୍ତ ହେବ ନାହିଁ…

ଚଣ୍ଡିଗଡ଼,୨୭।୨ : ସୁଇସାଇଡ୍‌ ନୋଟ୍‌ରେ ନାମ ଉଲ୍ଲେଖ କରିବା ଦ୍ୱାରା ଅଭିଯୁକ୍ତଙ୍କର ଦୋଷ ପ୍ରମାଣିତ ହୁଏ ନାହିଁ। ଅଭିଯୁକ୍ତଙ୍କ ସହ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଏବଂ ଏନେଇ ଉସୁକେଇ ଥିବାର ଘନିଷ୍ଠ ସମ୍ପର୍କ ରହିବା ଜରୁରୀ ବୋଲି ପଞ୍ଜାବ ଏବଂ ହରିୟାଣା…

ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କଲେ କିମ୍‌…

ପୋଙ୍ଗୟାଙ୍ଗ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ରବିବାର ସମୁଦ୍ରରେ ଏକ ବାଲାଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା…

ସୁଇଫ୍ଟ୍‌ ପେମେଣ୍ଟ୍‌ ସିଷ୍ଟମରୁ ରୁଷିଆକୁ ହଟାଇବା ଯୋଜନା…

ମସ୍କୋ,୨୭।୨ : ୟୁକ୍ରେନ ଉପରେ ଆକ୍ରମଣ ନେଇ ରୁଷିଆ ଉପରେ ସୋସାଇଟି ଫର୍‌ ଓ୍ବାଲର୍‌ଡ ଓ୍ବାଇଡ୍‌ ଇଣ୍ଟରବ୍ୟାଙ୍କ ଫାଇନାନ୍ସିଆଲ୍‌ ଟେଲିକମ୍ୟୁନିକେଶନ (ସୁଇଫ୍ଟ) କଟକଣା ଲଗା ଯିବାର ଯୋଜନା କରାଯାଉଛି। ଏହାଦ୍ୱାରା ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ଚିନ୍ତା ବଢ଼ିଯାଇଛି। ସୁଇଫ୍ଟ୍‌ ପେମେଣ୍ଟ୍‌ ସିଷ୍ଟମରୁ…

ଜେଲ୍‌ରୁ ମୁକୁଳିବେ କଏଦୀ, କମିଟି ଗଠନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୭।୨ : ଉତ୍ତରପ୍ରଦେଶର ଜେଲରେ ରହୁଥିବା କଏଦୀମାନଙ୍କ ପାଇଁ ଖୁସି ଖବର ଆସିଛି। ଯେଉଁମାନେ ୧୪ ବର୍ଷ କାରାଦଣ୍ଡ ପୂରଣ କରିଛନ୍ତି କିମ୍ବା ଯେଉଁମାନଙ୍କର ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ ସେମାନଙ୍କୁ ମୁକୁଳାଇବା ଲାଗି ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ…

ରୁଷିଆ ଉପରେ ୟୁଟ୍ୟୁବ୍‌ର ସର୍ଜିକାଲ ଷ୍ଟ୍ରାଇକ୍‌…

ମସ୍କୋ,୨୭।୨ : ରୁଷିଆ -ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ ୟୁଟ୍ୟୁବ ପକ୍ଷରୁ ରୁଷିଆକୁ କଡ଼ ଝଟ୍‌କା ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ମଧ୍ୟ ରୁଷିଆ ବିରୋଧରେ ଅଣ୍ଟା ଭିଡ଼ିଛି। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ରୁଷିଆର ମିଡିଆ…

ଅପରେଶନ୍‌ ଗଙ୍ଗା, ପୁଣି ଏୟାର ଲିଫ୍ଟ ହେଲେ ୨୫୦ ଭାରତୀୟ…

ନୂଆଦିଲ୍ଲୀ,୨୭।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ କରିବା ଲାଗି ଅପରେଶନ୍‌ ଗଙ୍ଗା ଆରମ୍ଭ କରାଯାଇଛି। ୨୫୦ ଜଣ ଭାରତୀୟ ନାଗରିକଙ୍କୁ ନେଇ ଏୟାର ଇଣ୍ଡିଆର…

କରୋନାର ଚତୁର୍ଥ ଲହର ଜୁନ୍‌ ୨୨ରୁ ଆରମ୍ଭ !…

ନୂଆଦିଲ୍ଲୀ,୨୭।୨ : ଦେଶରେ କରୋନା ମହାମାରୀର ତୃତୀୟ ଲହର ବର୍ତ୍ତମାନ ସୁଦ୍ଧା ଶେଷ ହୋଇନାହିଁ। ତେବେ ବିଶେଷଜ୍ଞ ଏବେ ଚତୁର୍ଥ ଲହରର ପୂର୍ବାନୁମାନ କରିଛନ୍ତି। ଗବେଷକମାନେ କହିଛନ୍ତି ଯେ ଦେଶରେ ଚତୁର୍ଥ ଲହର ଜୁନ ୨୨ ରୁ ଆରମ୍ଭ ହେବ। ଅନୁସନ୍ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?