ରୁଷିଆ ଉପରେ ୟୁଟ୍ୟୁବ୍‌ର ସର୍ଜିକାଲ ଷ୍ଟ୍ରାଇକ୍‌…

ମସ୍କୋ,୨୭।୨ : ରୁଷିଆ -ୟୁକ୍ରେନ ମଧ୍ୟରେ ଚାଲିଥିବା ମହାଯୁଦ୍ଧ ମଧ୍ୟରେ  ୟୁଟ୍ୟୁବ ପକ୍ଷରୁ ରୁଷିଆକୁ କଡ଼ ଝଟ୍‌କା ଲାଗିଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ମଧ୍ୟ ରୁଷିଆ ବିରୋଧରେ ଅଣ୍ଟା ଭିଡ଼ିଛି। ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ୍‌ ରୁଷିଆର ମିଡିଆ ସଂଗଠନ ଆରଟିକୁ ସେମାନଙ୍କ ଭିଡିଓରେ ବିଜ୍ଞାପନରୁ ହେଉଥିବା ରାଜସ୍ବ ଉପରେ ରୋକ ଲଗାଇ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଦୁଇ ବର୍ଷ ମଧ୍ୟରେ୨୬ଟି ୟୁଟ୍ୟୁବ୍‌ ଚ୍ୟାନେଲରେ ବିଜ୍ଞାପନରୁ ରୁଷିଆ ୭ ମିଲିୟନ ରୁ ୩୨ ମିଲିୟନ ଡଲାର୍‌ ଲାଭ କରିଛି। ଏଭଳି ପରିସ୍ଥିତିରେ ୟୁଟ୍ୟୁବ୍‌ର ଏହି ପଦକ୍ଷେପ ଦ୍ୱାରା ରୁଷିଆ ସରକାରଙ୍କ ପାଇଁ ଏକ ବଡ ପ୍ରତିବନ୍ଧକ ସୃଷ୍ଟି ହୋଇଛି।

“ଅସାଧାରଣ ପରିସ୍ଥିତି”କୁ ଦର୍ଶାଇ ୟୁଟ୍ୟୁବ କହିଛି ଯେ  ଅନେକ ଚ୍ୟାନେଲର ମୋନେଟାଇଜେଶନ ଉପରେ ରୋକ ଲଗାଇଛି। ସମ୍ପ୍ରତି ୟୁରୋପିଆନ୍‌ର ପ୍ରତିବନ୍ଧକ ମଧ୍ୟରେ ଅନେକ ରୁଷୀୟ ଚ୍ୟାନେଲ ଅନ୍ତର୍ଭୁକ୍ତ ରହିଛି। ଏଥି ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟର ମଧ୍ୟ ଏକ ଟୁଇଟରେ କହିଛି ଯେ ରୁଷିଆର କିଛି ୟୁଜରଙ୍କ ଉପରେ ପ୍ରତିବନ୍ଧକ ଲଗାଯାଇଛି


Enter your email to get our daily news in your inbox.

All Right Reserved By Dharitri.Com

ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ...

ଗଞ୍ଜା ରାବ ନୁହେଁ ଅପରାଧ, ଏହା ତାଙ୍କର ଅଧିକାର: ଫ୍ରାନ୍ସ ସରକାରଙ୍କ ନିର୍ଦ୍ଦେଶ ଜାରି…

ପ୍ୟାରିସ,୭।୧୨ : ପ୍ରାଣୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବହୁ ଲୋକେ ବାହାରିଥାନ୍ତି। କେହି କେହି ମାଂସାହାର ବିରୁଦ୍ଧରେ ଛିଡା ହୋଇଥିବାବେଳେ ଅନ୍ୟମାନେ ପ୍ରାଣୀଙ୍କୁ ବାନ୍ଧି ରଖିବାକୁ...

ମିତ୍ର ଦେଶଙ୍କ ସହାୟତା ଉପରେ ନିର୍ଭରଶୀଳ ନୁହେଁ ୟୁକ୍ରେନ: ଜେଲେନେସ୍କିଙ୍କ ଦୃଢ଼ୋକ୍ତି…

କିଭ,୭।୧୨ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଆମେ ନିଜର ପ୍ରତିରକ୍ଷା କ୍ଷମତାକୁ ସୁନିଶ୍ଚିତ କରିବା ଏବଂ ସୁରକ୍ଷା ପ୍ରଦାନକାରୀ ହେବା ଲକ୍ଷ୍ୟରେ ମିତ୍ର...

ଯୁଦ୍ଧରେ ପୁଟିନଙ୍କୁ ବିଜୟୀ ହେବାକୁ ଦେବି ନାହିଁ: ବାଇଡେନ…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ୟୁକ୍ରେନକୁ ସାମରିକ ସହାୟତା ଯୋଗାଇ ଦେବା ପାଇଁ ଅନ୍ୟ ଦେଶଙ୍କୁ ଅନୁରୋଧ କରିଛନ୍ତି। ବାଇଡେନ କହିଛନ୍ତି ୟୁକ୍ରେନ...

ଟ୍ରମ୍ପ ଗଣତନ୍ତ୍ର ପାଇଁ ବିପଦ: ବାଇଡେନ

ଓ୍ବାଶିଂଟନ,୬ା୧୨: ଆସନ୍ତାବର୍ଷ ଆମେରିକାରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଡେମୋକ୍ରାଟିକ୍‌ ଏବଂ ରିପବ୍ଲିକାନ୍‌ ପାର୍ଟିର ଅଭିଯାନ ଗତିଶୀଳ ହୋଇଛି। ଏକ ପାଣ୍ଠି ସଂଗ୍ରହ...

ଇମ୍ରାନଙ୍କୁ କୋର୍ଟରୁ ଝଟ୍‌କା

ଇସଲାମାବାଦ,୬ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଇସଲାମାବାଦ ହାଇକୋର୍ଟ(ଆଇଏଚ୍‌ସି)ରୁ ଏକ ଶକ୍ତ ଝଟ୍‌କା ଲାଗିଛି। ତୋସାଖାନା ମାମଲାରେ ଅଯୋଗ୍ୟତା ବିରୋଧରେ ଆବେଦନ ପ୍ରତ୍ୟାହାରକୁ କୋର୍ଟ...

ପାକିସ୍ତାନରେ ଭାରତର ଶତ୍ରୁ ଆଉ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା, ଅଜ୍ଞାତ ଆକ୍ରମଣକାରୀ କଲେ ହତ୍ୟା…

ଇସଲାମାବାଦ,୬।୧୨ : ପାକିସ୍ତାନରେ ଭାରତର ଅନ୍ୟତମ ଆତଙ୍କବାଦୀ ଅଦନାନ ଅହମ୍ମଦଙ୍କ ହତ୍ୟା ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, କରାଚିରେ ତାଙ୍କୁ ଅଜ୍ଞାତ ଆକ୍ରମଣକାରୀମାନେ ହତ୍ୟା...

ଜୋତା ପିନ୍ଧି ବୁଲୁଛି ଗଞ୍ଜା, ପାଖରେ ୬୦ ହଳ, ପାଲଟିଛି ସେଲିବ୍ରିଟି, ଦେଖନ୍ତୁ ଭାଇରାଲ ଭିଡିଓ……

ଓ୍ବାଶିଂଟନ,୬।୧୨ : ମଣିଷ ଏବଂ ପ୍ରାଣୀମାନଙ୍କ ମଧ୍ୟରେ ଭଲ ପାଇବା ନିଆରା। ଏହା ଗୃହପାଳିତ ପ୍ରାଣୀ ପାଳନ କରିଥିବା ଲୋକେ ଅନୁଭବ କରିଥିବେ। ଶୀତଦିନେ ଲୋକମାନେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri