Home Middle

ଆଖିରେ ଲୁହ-ମନରେ କୋହ, ମାତୃଭୂମିର ସୁରକ୍ଷା ପାଇଁ ଅସ୍ତ୍ର ଧରୁଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ…

କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ରୁଷିଆ ସୈନ୍ୟ ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ ଦଖଲ ପାଇଁ ଚାରିପଟୁ ଘେରିବା ଆରମ୍ଭ କରିଛନ୍ତି। ତେବେ ଏକ୍ଷେତ୍ରରେ ରୁଷିଆ ଲାଗି ବାଧା ସାଜିଛନ୍ତି…

ଚତୁର୍ଥ ଲହର ପରେ କରୋନା ମହାମାରୀ ହେବ ଶେଷ !…

ମୁମ୍ବାଇ,୨୮।୨ : କରୋନା ମହାମାରୀ କେବେ ଶେଷ ହେବ ସେନେଇ ଲୋକଙ୍କ ମନରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଅଛି। ପୃଥିବୀର ବିଭିନ୍ନ ଦେଶରେ ବହୁ ବୈଜ୍ଞାନିକ ଏହି ଭୂତାଣୁ ଉପରେ ଅନୁସନ୍ଧାନ ଜାରି ରଖିଛନ୍ତି। ଡେଲଟା ଅପେକ୍ଷା ଓମିକ୍ରନ୍‌ ଭାରିଆଣ୍ଟ୍‌ କମ…

ସୀମା ପାର୍‌ ଷଡ଼ଯନ୍ତ୍ର, ୭ ରାଜ୍ୟ ବାଟେ ଦିଲ୍ଲୀକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ…

ନୂଆଦିଲ୍ଲୀ,୨୮।୨ : ଭାରତର ସୀମା ଆରପାରିରୁ କିଛି ସଂଗଠନ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ନିୟୋଜିତ ଅଛନ୍ତି। ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ପ୍ରକାଶ ପାଇଛି। ଏଭଳି ଲୋକଙ୍କ ଉପରେ ନଜର ରଖିବାକୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀ-ଏନସିଆର ଏବଂ…

ରୁଷିଆ-ୟୁକ୍ରେନ ମଧ୍ୟରେ କାହା ପକ୍ଷ ନେବ ଭାରତ, ରହିଛି ସମସ୍ତଙ୍କ ନଜର

କ୍ୱିଭ୍‌,୨୮ା୨: ସୋମବାର ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ମିଳିତ ଜାତିସଂଘର ସାଧାରଣ ସଭାର ବୈଠକ ଅନୁଷ୍ଠିତ ହେଉଛି। ସୁରକ୍ଷା ପରିଷଦର ବୈଠକ ପରେ ଯୁଦ୍ଧ ବନ୍ଦ କରିବା ପାଇଁ ମିଳିତ ଜାତିସଂଘର ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସମଗ୍ର ବିଶ୍ୱବାସୀଙ୍କ ନଜର…

ବିଶ୍ୱ ରେକର୍ଡଧାରୀ ୟୁକ୍ରେନର ସ୍ୱପ୍ନକୁ ନଷ୍ଟ କରିଦେଲା ରୁଷିଆ

କ୍ୱିଭ,୨୮ ।୨: ରୁଷିଆ ବିଶ୍ୱର ସବୁଠାରୁ ବଡ ମାଲବାହୀ ବିମାନ ୟୁକ୍ରେନର ଧ୍ୱଜାବାହକ ବା ଫ୍ଲଗ କ୍ୟାରିୟର ବିମାନ ଏଏନ-୨୨୫ ମରିୟାକୁ ନଷ୍ଟ କରି ଦେଇଛି । ଏହି ସୂଚନା ୟୁକ୍ରେନର ରାଜ୍ୟ ପ୍ରତିରକ୍ଷା ଗୋଷ୍ଠୀ ଉକ୍ରୋକେରେନପ୍ରୋମ ଦ୍ୱାରା ଦିଆଯାଇଛି ।…

ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି: ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ, ୨୪ରେ ଭୋଟ୍‌

ଭୁବନେଶ୍ୱର,୨୮ା୨(ବ୍ୟୁରୋ): ପଞ୍ଚାୟତ ନିର୍ବାଚନ ସରିବା ପରେ ଏବେ ପୌର ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ନିର୍ବାଚନ କମିଶନ ବିଧିବଦ୍ଧ ଭାବେ ଏହି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ମାର୍ଚ୍ଚ ୨ରୁ ନାମାଙ୍କନ ଦାଖଲ ପ୍ରକ୍ରିୟା…

ଅପରେଶନ୍‌ ଗଙ୍ଗା, ୟୁକ୍ରେନ୍‌ର ପଡୋଶୀ ଦେଶ ଯିବେ ୪ କେନ୍ଦ୍ରମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା ଅନ୍ତର୍ଗତ ସ୍ବଦେଶ ଫେରାଇ ଅଣାଯାଉଛି। ଏହି କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ସୋମବାର ଏକ ଜରୁରୀକାଳୀନ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରୁଷିଆର ଆର୍ଥିକ ସ୍ଥିତି ସଙ୍କଟରେ, ୧୧୬ କୁବେରଙ୍କର ୧୨୬ ଶହ କୋଟି ଡଲାର କ୍ଷତି …

ମସ୍କୋ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହା ଯୋଗୁ ରୁଷିଆର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଦେଶର ୧୧୬ କୁବେରଙ୍କର ଇତିମଧ୍ୟରେ ୧୨୬ ଶହ କୋଟି ଡଲାର କ୍ଷତି ହୋଇଛି। ରାଷ୍ଟ୍ରପତି ବ୍ଲାଡିମୀର…

ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ୪୦୦ ଆତଙ୍କବାଦୀ ପଠାଇଛି ରୁଷିଆ: ବ୍ରିଟିଶ୍‌ ଗଣମାଧ୍ୟମ ସଂସ୍ଥା !…

ମସ୍କୋ/କ୍ୱିଭ୍‌,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ରୁଷିଆ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ରଚିଥିବା ବ୍ରିଟିଶ୍‌ ଗଣମାଧ୍ୟମ ସଂସ୍ଥା ଦାବି କରିଛି। ଏଥି ଲାଗି ୪୦୦ ଆତଙ୍କବାଦୀଙ୍କୁ ନିଯୁକ୍ତ କରାଯାଇଛି।…

ଯୁଦ୍ଧର ପ୍ରଭାବ: ଭାରତର ଏକ ଲକ୍ଷ କୋଟି ରାଜସ୍ବ କ୍ଷତି ହେବା ଆଶଙ୍କା…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯୋଗୁ ଭାରତ ଉପରେ ବଡ଼ ଧରଣର ପ୍ରଭାବ ଅନୁଭୁତ ହେବାର ଆଶଙ୍କା ରହିଛି। ଯୁଦ୍ଧ ଯୋଗୁ ଦେଶର ଅର୍ଥନେତିକ ସ୍ଥିତି ବିଗିଡ଼ିବାର ଆଶଙ୍କା ଅଛି। ବିଶେଷଜ୍ଞମାନେ କହିଛନ୍ତି ଯେ ଯୁଦ୍ଧ ଯୋଗୁ…

ଝିଅଙ୍କ ବିବାହ ବୟସ ବଢ଼ାଇବା ଦ୍ୱାରା ମିଳି ନପାରେ ସୁଫଳ: ଆର୍‌ଆର୍‌ଏସ୍‌ ମହିଳା ମୋର୍ଚ୍ଚା…

ନୂଆଦିଲ୍ଲୀ,୨୮।୨ : ଝିଅମାନଙ୍କ ବିବାହର ବୟସ ବଢ଼ାଇବା ଇଚ୍ଛାକୃତ ଫଳାଫଳ ଦେଇ ନ ପାରେ ବୋଲି ଆର୍‌ଆର୍‌ଏସ୍‌ ମହିଳା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। ଆର୍‌ଆର୍‌ଏସ୍‌ର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ କମିଟିର ବାର୍ଷିକ ବୈଠକ ପୂର୍ବରୁ ସେବିକା ସମିତି ରବିବାର କହିଛନ୍ତି ଯେ…

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୮।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୮ ହଜାର ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?