Home Middle

ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ମୈରିୟୁପୋଲରେ ଦିଆଯାଉଛି ସାମୁହିକ କବର, ଶୋକ କରିବାକୁ କେହି ନାହିଁ

କ୍ୱିଭ/ ମୈରିୟୁପୋଲ,୧୧ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୫ ଦିନ ପୂରଣ ହୋଇଯାଇଛି । ୧୫ ଦିନ ପରେ ୟୁକ୍ରେନର ଅଧିକାରୀମାନେ ଏହି ଯୁଦ୍ଧରେ ମୃତ୍ୟୁ ହୋଇଥିବା ଲୋକଙ୍କୁ ସାମୁହିକ କବର ଦେବା ଆରମ୍ଭ କରିଛନ୍ତି । ଦକ୍ଷିଣ ୟୁକ୍ରେନର ମୈରିୟୁପୋଲରେ ଅଧିକାଂଶ…

୨୦୨୨ ୟୁପି ଫଳାଫଳ ୨୦୨୪କୁ ଆମନ୍ତ୍ରଣ କରୁଛି

ନୂଆଦିଲ୍ଲୀ,୧୦।୩: ୨୦୨୨ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଐତିହାସିକ ଫଳାଫଳ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ଆମନ୍ତ୍ରଣ କରୁଛି। ଦିଲ୍ଲୀ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଉଦ୍‌ବୋଧନ ଦେବା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଉତ୍ତରପ୍ରଦେଶ, ଗୋଆ, ଉତ୍ତରାଖଣ୍ଡ…

ଉପମୁଖ୍ୟମନ୍ତ୍ରୀ ପଛରେ: ବନ୍ଦ ରହିଛି ଗଣନା

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ବହୁମତରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଜୟୀ ହୋଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପଛରେ ପଡ଼ିଯାଇଛନ୍ତି। ସିରାଥୁରେ କେଶବ ପ୍ରସାଦ ୬ହଜାର ଭୋଟ ପଛରେ ଥିବା…

ବିକାଶ, ସୁଶାସନକୁ ମିଳିଲା ଜନାଦେଶ

ଲକ୍ଷ୍ନୌ,୧୦।୩: ଉତ୍ତରପ୍ରଦେଶ ପଞ୍ଜାବ ସମେତ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶରେ ବିପୁଳ ଭୋଟରେ ଭାଜପା ବାଜି ମାରିଥିବା ବେଳେ ଦ୍ୱିତୀୟ ଥର ପୁଣି ଯୋଗୀ ଆଦିତ୍ୟନାଥ ବହୁମତରେ ସରକାର ଗଢ଼ିବାକୁ ଯାଉଛନ୍ତି। ଇତିମଧ୍ୟରେ…

ଉତ୍ତରାଖଣ୍ଡରେ କେଉଁ ହେଭିଓ୍ବେଟ୍‌ ନେତା ହାରିଲେ ଆଉ କିଏ ଜିତିଲେ ଜାଣନ୍ତୁ

ଡେରାଡୁନ,୧୦ା୩: ଉତ୍ତରପ୍ରଦେଶ ନିର୍ବାଚନ ଫଳାଫଳ ଆଜି ଅର୍ଥାତ୍‌ ମାର୍ଚ୍ଚ ୧୦ରେ ଗଣନା ଚାଲିଛି। ଏ ପର୍ଯ୍ୟନ୍ତ ଆସିଥିବା ଫଳାଫଳ ଏବଂ ଟ୍ରେଣ୍ଡରେ ପୁଣିଥରେ ଭାଜପା ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଗଲାଣି। ନିର୍ବାଚନ ଫଳାଫଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି…

ତୁର୍କୀରେ ରୁଷିଆ-ୟୁକ୍ରେନ ପତାକା

ଆଙ୍କ୍‌ରା,୧୦ା୩: ଚାଇନା ପରେ ତୁର୍କୀ ମଧ୍ୟ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଆପୋଷ ବୁଝାମଣା ପାଇଁ ନିଜର ନାଁ କରିବାକୁ ଚେଷ୍ଟା କରୁଛି। ଏଥିପାଇଁ ତୁର୍କୀ ନାଟୋରେ ସାମିଲ ହୋଇ ବି ରୁଷିଆ ଉପରେ ଅନ୍ୟ ଦେଶମାନଙ୍କ ପରି…

‘ମୁଁ ଆତଙ୍କବାଦୀ ନୁହେଁ, ଜନତା ଦେଲେ ପ୍ରମାଣ’

ଚଣ୍ଡିଗଡ,୧୦।୩: ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ବାହାରିଛି। ଆମ ଆଦମୀ ପାର୍ଟି ପଞ୍ଜାବରେ ଇତିହାସ ସୃଷ୍ଟି କରିଛି। ଦଳ ରାଜ୍ୟରେ ୯୧ଟି ଆସନ ଜିତି ସରକାର ଗଢିବାକୁ ଯାଉଛି। ପଞ୍ଜାବରେ ବିପୁଳ ବିଜୟ ପରେ ଏଏପି ସଭାପତି ଅରବିନ୍ଦ…

କେଜ୍ରିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ, କହିଲେ ସିସୋଦିଆ..

ନୂଆଦିଲ୍ଲୀ,୧୦।୩ : ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିଓ୍ବାଲ ମଡେଲ୍‌ ଅଫ୍‌ ଗଭର୍ନାସ୍‌ ପଞ୍ଜାବରେ ଅନୁମୋଦିତ ହୋଇଛି। ରାଜ୍ୟବାସୀ ଆମ୍‌ ଆଦ୍‌ମୀ ପାର୍ଟିର କାର୍ଯ୍ୟକୁ…

ଭାରତ-ଆମେରିକା ରୁଟ୍‌ରେ ହ୍ରାସ ପାଇଛି ୫୦୦ ବିମାନ ସିଟ୍‌

ନୂଆଦିଲ୍ଲୀ,୧୦ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱରେ ପ୍ରଭାବ ପକାଇଛି। ଯୁଦ୍ଧର ଭୟାବହତା ଶୀଘ୍ର ହେଉ କିମ୍ବା ବିଳମ୍ବରେ ସମସ୍ତ ଦେଶକୁ ପ୍ରଭାବିତ କରିବ। ବର୍ତ୍ତମାନ ଏହାର ପ୍ରତ୍ୟକ୍ଷ ପ୍ରଭାବ ଭାରତ-ଆମେରିକା ବିମାନ ମାର୍ଗରେ ଦେଖାଯାଇଛି। ପ୍ରତିଦିନ ଏହି ମାର୍ଗରେ…

କଂଗ୍ରେସର ପରାଜୟ ସ୍ବୀକାର କଲେ ସିଦ୍ଧୁ…

ଚଣ୍ଡିଗଡ଼,୧୦।୩ : ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟିର ସଫଳତା ପରେ କଂଗ୍ରେସ ପକ୍ଷରୁ ନଭଜୋତ ସିଂ ସିଦ୍ଧୁ ଦଳର ପରାଜୟ ସ୍ବୀକାର କରିଛନ୍ତି। ରାଜ୍ୟର ଜନତା ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କଂଗ୍ରେସ ଗ୍ରହଣ କରୁଛି ବୋଲି ସେ କହିଛନ୍ତି। ଏହା…

ବିସ୍ଫୋରଣ ସମୟରେ କ୍ୱିଭ୍‌ ମୁଖ୍ୟ ଛକରେ ଘଟିଲା ଏମିତି, ଯାହା କଳ୍ପନା କରିବା ଅସମ୍ଭବ

କ୍ୱିଭ୍‌,୧୦ା୩: ୟୁକ୍ରେନର ରାଜଧାନୀ କ୍ୱିଭ୍‌ ସୀମାରେ ଘମାଘୋଟ ଯୁଦ୍ଧ ଚାଲିଛି। ରୁଷିଆ କ୍ରମାଗତ ଭାବେ ୟୁକ୍ରେନ ଉପରେ ବୋମାମାଡ଼ କରୁଛି। ଏହା ମଧ୍ୟରେ ବୁଧବାର କ୍ୱିଭ୍‌ରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା କଳ୍ପନା କରାଯାଇପାରିବ ନାହିଁ। କ୍ୱିଭ୍‌ର ମୁଖ୍ୟ…

ଭାରତ-ଚାଇନା କମାଣ୍ଡରସ୍ତରୀୟ ବୈଠକ ମାର୍ଚ୍ଚ ୧୧ରେ…

ଲଦାଖ,୧୦।୩ : ପୂର୍ବ ଲଦାଖରେ ଭାରତ ଏବଂ ଚାଇନା ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ମାର୍ଚ୍ଚ ୧୧ରେ ଦୁଇ ଦେଶର ୧୫ ତମ ରାଉଣ୍ଡ ସାମରିକ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?