Home Middle

ପଞ୍ଜାବରେ କଂଗ୍ରେସ-ଏଏପି ଟକ୍କର…

ଚଣ୍ଡିଗଡ଼,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପଞ୍ଜାବରେ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ୧୧୭ ଆସନ ବିଶିଷ୍ଟ ପଞ୍ଜାବ ବିଧାନସଭା ଆସନ ମଧ୍ୟରୁ ଏଏପି…

ଉତ୍ତରପ୍ରଦେଶ-ଉତ୍ତରାଖଣ୍ଡରେ ଭାଜପା ଆଗୁଆ..

ଲକ୍ଷ୍ନୌ/ଡେରାଡୁନ୍‌,୧୦।୩ : ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୧୦୧ ଆସନରେ ଭାଜପା ଆଗୁଆ ଥିବାବେଳେ ଏସ୍‌ପି ୬୦ରେ ଆଗୁଆ ରହିଛି। ସେହିପରି…

ଭୋଟ ଗଣନା ପରେ ଉତ୍ତରପ୍ରଦେଶରେ ହିଂସା ଆଶଙ୍କା, ଆଇବି ପକ୍ଷରୁ ସତର୍କ ସୂଚନା…

ଲକ୍ଷ୍ନୌ,୧୦।୩ : ଆଇବି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଦର୍ଶାଯାଇଛି ଯେ ଉତ୍ତରପ୍ରଦେଶରେ ଭୋଟ ଗଣନା ପରେ ୧୫ ରୁ ୧୭ ଟି ଜିଲାରେ ହିଂସାକାଣ୍ଡ ଘଟିବାର ଆଶଙ୍କା ରହିଛି। ଆଇବି କହିଛି ଯେ ହାରୁଥିବା ପ୍ରାର୍ଥୀଙ୍କ…

ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ବ୍ରିଟେନ୍‌କୁ ଜେଲେନସ୍କିଙ୍କ ଅପିଲ୍‌..

କ୍ୱିଭ୍‌,୧୦।୩ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ବ୍ରିଟେନର ସାଂସଦଙ୍କୁ ରୁଷିଆକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରିବାକୁ ଏବଂ ମସ୍କୋ ଉପରେ କଠୋର କଟକଣା ଜାରି କରିବା ଲାଗି ଅପିଲ୍‌ କରିଛନ୍ତି। ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ତାଙ୍କ ଦେଶ ବିରୋଧରେ…

କଂଗ୍ରେସର ରିସର୍ଟ ରାଜନୀତି

ପଣଜୀ,୧୦।୩(ପି.ଟି.): ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇ ମଧ୍ୟ ଗୋଆରେ ସରକାର ଗଠନ କରିପାରି ନ ଥିଲା। ଏଥର ଯେପରି ସେଭଳି ସ୍ଥିତି ନ ଉପୁଜେ ସେଥିପାଇଁ ଏହି ସର୍ବପୁରାତନ ଦଳ କୌଣସି ସୁଯୋଗ ହାତଛଡ଼ା କରିବାକୁ…

ଝୁଲା ଆଶଙ୍କାରେ ଘୋଡ଼ାବେପାର

ନୂଆଦିଲ୍ଲୀ,୧୦।୩: ଗୋଆ ଏବଂ ଉତ୍ତରାଖଣ୍ଡରେ କୌଣସି ଦଳ ସପକ୍ଷରେ ସ୍ପଷ୍ଟ ବହୁମତ ଯାଉ ନ ଥିବା ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ଭବିଷ୍ୟବାଣୀ କରାଯାଇଥିବାରୁ ଉଭୟ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଗଠନ ଲାଗି ରାଜନୀତି ସକ୍ରିୟ ହୋଇଉଠିଛି। ଗୋଆରେ କଂଗ୍ରେସ ଏହାର…

ରୁଷିଆ କରିପାରେ ରାସାୟନିକ ଆକ୍ରମଣ: ଆମେରିକା

ୱାଶିଂଟନ,୧୦ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧୪ ଦିନ ପୂରଣ ହୋଇ ସାରିଛି । କିଛି ସମୟର ଅସ୍ତ୍ରବିରତି ପରେ ରୁଷିଆ ପୁଣିଥରେ ଆକ୍ରମଣ ପାଇଁ ତତ୍ପର ହୋଇ ଉଠିଛି । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସଫାସଫା ରୁଷିଆରୁ…

ୟୁକ୍ରେନ୍‌ ସରକାର ପତନ ଚାହୁଁନି ରୁଷିଆ

ମସ୍କୋ/କ୍ୱିଭ୍‌, ୧୦ା୩: ଆମେରିକା ନେତୃତ୍ୱରେ ପାଶ୍ଚାତ୍ୟ ଦେଶକୁ ନେଇ ଗଠିତ ସାମରିକ ମେଣ୍ଟ ନର୍ଥ ଆଟ୍‌ଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ (ନାଟୋ) ସଦସ୍ୟତା ପାଇଁ ୟୁକ୍ରେନ୍‌ର ଇଚ୍ଛା କମିବା ପରେ ରୁଷିଆ ସାମାନ୍ୟ ନରମିଛି। ୨ ସପ୍ତାହ ଧରି ୟୁକ୍ରେନ୍‌ ଉପରେ ରୁଷିଆର…

ପଡ଼ୋଶୀଙ୍କ ସହଯୋଗ ବୃଦ୍ଧି ଜରୁରୀ: ଡୋଭାଲ

ମାଲେ,୧୦।୩(ପି.ଟି.): ଭାରତ ମହାସାଗରୀୟ ଅଞ୍ଚଳରେ ରହୁଥିବା ଦେଶଗୁଡ଼ିକର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାକୁ ପ୍ରତିହତ କରିବାକୁ ହେଲେ ଉକ୍ତ ଅଞ୍ଚଳରେ ରହିଥିବା ସାମୁଦ୍ରିକ ପଡୋଶୀମାନଙ୍କ ସହ ସହଯୋଗକୁ ମଜଭୂତ କରିବା ଲାଗି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ୍‌…

‘ଦେଶର ପ୍ରତିଷ୍ଠା ବିପଦରେ, ଚାଇନା ଯିବେ ନିବେଶକ’

ନୂଆଦିଲ୍ଲୀ, ୧୦ା୩: ୨୦୧୮ ମସିହାର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର କୋ-ଲୋକେଶନ ଘଟଣାର ତଦନ୍ତରେ ମନ୍ଥରଗତିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଉପରେ କ୍ଷୁବ୍ଧ ହୋଇଛନ୍ତି ଦିଲ୍ଲୀର ଏକ କୋର୍ଟ। ଏହା ଏକ ବଡ଼ ଧରଣର ଦୁର୍ନୀତି। ଏହା ଦ୍ୱାରା ଦେଶର…

ବାରାଣସୀ ଏଡିଏମ୍‌ ନିଲମ୍ବିତ

ଲକ୍ଷ୍ନୌ,୧୦।୩ (ପି.ଟି.): ଉତ୍ତରପ୍ରଦେଶରେ ଇଭିଏମ୍‌ରେ ଜାଲିଆତି କରାଯାଇଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ ଆଣିବାର ଦିନକ ପରେ ବାରାଣସୀ ଏଡିଏମ୍‌ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ଇଭିଏମ୍‌ ସ୍ଥାନାନ୍ତର ବେଳେ ନିୟମ ଉଲ୍ଲଂଘନ କାରଣରୁ ଏଡିଏମ୍‌ ନଳିନୀକାନ୍ତ ସିଂଙ୍କୁ…

ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ, ୬୯୦ ଆସନ ପାଇଁ ହେବ ମତଗଣନା

ନୂଆଦିଲ୍ଲୀ,୧୦ ।୩: ଶେଷ ହେଲ ଅପେକ୍ଷା । ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବାକୁ ଯାଉଛି । ଆଉ ମାତ୍ର କିଛି ସମୟ ପରେ ମତଗଣନା ଆରମ୍ଭ ହେବାକୁ ଯାଉଥିବା ବେଳେ ସମସ୍ତ ରାଜନୈତିକ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?