କଂଗ୍ରେସର ୯୭ ପ୍ରତିଶତ-ବିଏସ୍ପିର ୭୨ ପ୍ରତିଶତ ପ୍ରାର୍ଥୀ ଅମାନତ ହରାଇଲେ…
ଲକ୍ଷ୍ନୌ, ୧୨।୩ : ଉତ୍ତରପ୍ରଦେଶରେ ଅନୁଷ୍ଠିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବହୁମତ ହାସଲ କରିଛି, ସମାଜବାଦୀ ପାର୍ଟି ଏହାକୁ ପ୍ରତ୍ୟେକ ଆସନରେ କଡ଼ା ମୁକାବିଲା କରିଛି। କିନ୍ତୁ ଦୀର୍ଘ ଦିନ ଧରି ଉତ୍ତରପ୍ରଦେଶର ରାଜନୀତିକୁ ଫେରିବାକୁ ଚେଷ୍ଟା କରୁଥିବା କଂଗ୍ରେସ…
ୟୁକ୍ରେନ୍ ଯୁଦ୍ଧରେ ସ୍ନାଇପର ‘ଓ୍ବାଲି’ଙ୍କ ଏଣ୍ଟ୍ରି…
କ୍ୱିଭ୍, ୧୨।୩: ରୁଷିଆ ବିରୋଧରେ ୟୁକ୍ରେନର ସହିତ ମିଶି ଲଢ଼ିବା ପାଇଁ ପୃଥିବୀର ସର୍ବଶ୍ରେଷ୍ଠ ସ୍ନାଇପର ‘ଓ୍ବାଲି’ ଏବେ ଯୁଦ୍ଧରେ ଏଣ୍ଟ୍ରି କରିଛନ୍ତି। ବର୍ତ୍ତମାନ ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେବା ଭଳି ମନେ ହେଉନାହିଁ। ବିଶ୍ୱର ସର୍ବଶ୍ରେଷ୍ଠ…
୨୦୨୪ ନିର୍ବାଚନ ପାଇଁ ଭାଜପାର ନୂଆ ଭୋଟ ବ୍ୟାଙ୍କ…
ନୂଆଦିଲ୍ଲୀ, ୧୨।୩ : ଦେଶର ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ପୁଣି ୪ ଟି ରାଜ୍ୟରେ କ୍ଷମତାକୁ ଫେରିଛି। ଚଳିତ ନିର୍ବାଚନରେ ମୁଦ୍ରାସ୍ଫୀତି, ବେକାରୀ ଏବଂ ଅଥନୈତିକ ବିଫଳତାକୁ ଘେରି ରହିଥିବା ଭାଜପାକୁ ସିଂହାସନକୁ ଫେରାଇ ଆଣିବା ପାଇଁ…
୬ କୋଟି କର୍ମଚାରୀଙ୍କୁ ବଡ଼ ଝଟ୍କା, ଇପିଏଫ୍ ସୁଧ ହାର କହିଲା…
ନୂଆଦିଲ୍ଲୀ, ୧୨।୩ : ଇପିଏଫ୍ ଆକାଉଣ୍ଟ ଧାରକମାନଙ୍କୁ ଏକ ବଡ଼ ଝଟ୍କା ଲାଗିଛି। ଇପିଏଫ୍ ପାଇଁ ଜମା ହେଉଥିବା ଟଙ୍କା ଉପରେ ମିଳୁଥିବା ସୁଧ ହାର ହ୍ରାସ ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ, ଇପିଏଫ୍ଓରେ ଜମା ହୋଇଥିବା ପାଣ୍ଠି ଉପରେ…
ନ୍ୟାୟିକ ବ୍ୟବସ୍ଥା ସଶକ୍ତ ହେବା ଅପରିହାର୍ଯ୍ୟ…
ଗାନ୍ଧିନଗର,୧୨।୩ : ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ। ଶନିବାର ଗାନ୍ଧିନଗରରେ ଜାତୀୟ ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟର ପ୍ରଥମ…
୪ ହଜାର ତଳେ ଦୈନିକ ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଶହେରୁ କମ୍…
ନୂଆଦିଲ୍ଲୀ, ୧୨।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୪ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩ ହଜାର ୬୧୪…
ହୋଲି ପରେ ଶପଥ ଗ୍ରହଣ
ଲକ୍ଷ୍ନୌ,୧୨ ।୩: ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ଉତ୍ତର ପ୍ରଦେଶରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତରେ ବିଜୟ ଲାଭ କରିଛି । ଏହାସହ ମୁଖ୍ୟମନ୍ତ୍ରୀ ଥିବା ଯୋଗୀ ଆଦିତ୍ୟନାଥ ଏହାକୁ ନେଇ କିଛି ରେକର୍ଡ କରିଛନ୍ତି । ୩୭ ବର୍ଷ ପରେ…
୧୭ ଦିନରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ: ଖାଦ୍ୟ ପାନୀୟ ପାଇଁ ଡହଳ ବିକଳ ଲୋକେ
କ୍ୱିଭ,୧୨ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ରୁଷିଆ ସେନା ଲଗାତାର ଭାବେ ୟୁକ୍ରେନର ବିଭିନ୍ନ ସହର ଉପରେ ଆକ୍ରମଣ କରି ଚାଲିଛନ୍ତି । ଏମାନେ ୟୁକ୍ରେନର ରାଜଧାନୀ କ୍ୱିଭ ଦଖଲ ଲକ୍ଷ୍ୟର ଥିବା ବେଳେ କ୍ୱିଭ୍ ଠାରୁ…
ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ
ଘାତକ ଜୀବାଣୁକୁ ନଷ୍ଟ କରିବାକୁ ୟୁକ୍ରେନକୁ ଦିଆଯାଇଥିଲା ପରାମର୍ଶ, ବୋମା ମାଡରେ ଉପୁଜିପାରେ ଭୟଙ୍କର ପରିସ୍ଥିତି: ଡବ୍ଲୁଏଚଓ ଜେନେଭା,୧୨ ।୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚଓ) ୟୁକ୍ରେନକୁ ଏହାର ଜନସ୍ୱାସ୍ଥ୍ୟ ଲାବୋରୋଟୋରୀରେ ଗଚ୍ଛିତ ଥିବା ମାରାତ୍ମକ ଜୀବାଣୁକୁ ନଷ୍ଟ କରିବାକୁ ପରାମର୍ଶ ଦେଇଛି…
ରୁଷିଆ ପାଇଁ ଲଢ଼ିବେ ବିଦେଶୀ ଯୋଦ୍ଧା
ମସ୍କୋ/କ୍ୱିଭ୍/ଓ୍ବାଶିଂଟନ,୧୨ା୩: ରୁଷିଆର ୟୁକ୍ରେନ୍ ଆକ୍ରମଣକୁ ୧୬ ଦିନ ବିତିଛି। ରୁଷୀୟ ସୈନ୍ୟଙ୍କ ଘନ ଘନ ରକେଟ ମାଡ଼ରେ ରାଜଧାନୀ କ୍ୱିଭ୍ ସମେତ ଅନେକ ସହର ଛିନ୍ଛତ୍ର ହୋଇଯାଇଥିବାବେଳେ ୟୁକ୍ରେନୀୟ ସୈନ୍ୟ ମଧ୍ୟ ଆମତ୍ରକ୍ଷା ପାଇଁ ମୁହଁତୋଡ଼ ଜବାବ ଦେଉଛନ୍ତି। ୟୁକ୍ରେନ୍ ସେନାର…
ଦିବ୍ୟାଙ୍ଗ କେନ୍ଦ୍ର ଉପରେ ରୁଷିଆର ମିଶାଇଲ ମାଡ, ଦବିଗଲେ ୨୬୭ ଲୋକ
ଖାର୍କିବ,୧୨ ।୩: ୟୁକ୍ରେନ୍ ଉପରେ ରୁଷିଆର ଆକ୍ରମଣ ଏପର୍ଯ୍ୟନ୍ତ ଜାରି ରହିଥିବା ବେଳେ ବେଳକୁ ବେଳ ବଢି ଚାଲିଛି ନିରିହ ଜନତାଙ୍କ ମୃତ୍ୟୁ ସଂଖ୍ୟା । ଶୁକ୍ରବାର ରୁଷିଆ ସେନା ୟୁକ୍ରେନର ଏକ ଦିବ୍ୟାଙ୍କ କେନ୍ଦ୍ର ଉପରେ ମିଶାଇଲ ମାଡ କରିବା…
ଦଳମତରୁ ଊର୍ଦ୍ଧ୍ୱରେ ରହି ଲୋକଙ୍କ ସେବା କର : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୧।୩(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହୋଇଛନ୍ତି। ସେ ହିଞ୍ଜିଳି ଓ ଶେରଗଡ଼ ବ୍ଲକର ନବ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରିଛନ୍ତି। ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ…

