Home Middle

ପୁଣି ବିପଦ ଘନେଇଲା, ଚାଇନାକୁ କରୋନା ଫେରିଲା, ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ…

ବେଜିଂ, ୧୩।୩ : ଚାଇନାରେ କରୋନା ମହାମାରୀ ପୁଣି ଥରେ ବ୍ୟାପିବା ଆରମ୍ଭ କରିଛି। ଫଳରେ ପୁଣି ବିପଦ ଘନେଇବାରେ ଲାଗିଛି। ଚାଇନାକୁ କରୋନା ଫେରିଛି। ବହୁ ସହରରେ କରୋନା ସଂକ୍ରମଣର ବୃଦ୍ଧି ପଞ୍ଜିକୃତ ହୋଇଛି। ରବିବାର ଦିନ, ଚାଇନାରେ ଗୋଟିଏ…

ବାଇଡେନ୍‌ଙ୍କୁ ପୁଟିନ୍‌ଙ୍କ ଧମକ, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ଦେଲେ ପରିଣତି ହେବ ଭୟଙ୍କର…

ମସ୍କୋ/ଓ୍ବାଶିଂଟନ, ୧୩।୩ : ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ଆମେରିକା ପ୍ରତିପକ୍ଷ ଜୋ ବାଇଡେନ୍‌ଙ୍କ ପ୍ରଶାସନକୁ ଧମକ ଦେଇଛନ୍ତି। ୟୁକ୍ରେନ୍‌କ ଅସ୍ତ୍ରଶସ୍ତ୍ର ଯୋଗାଇଲେ ପରିଣତି ଭୟଙ୍କର ହେବ ବୋଲି ସେ ଚେତାବନୀ ଦେଇଛନ୍ତି। ରୁଷିଆ ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗେଇ ରିୟାବକୋଭ…

ମାଲଗାଡ଼ି ଲାଇନଚ୍ୟୁତ, ୬୦ରୁ ଅଧିକ ମୃତ…

କିନ୍‌ଶାସା, ୧୩।୩ : ଆଫ୍ରିକୀୟ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋରେ ଏକ ମାଲଗାଡ଼ି ଲାଇନଚ୍ୟୁତ ହେବାରୁ ୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ଲୁଆଲାବା ପ୍ରଦେଶର ଲୁବୁଡି…

ହଟିପାରେ କରୋନା ଜରୁରୀକାଳୀନ ପରିସ୍ଥିତି, ଡବ୍ଲୁଏଚଓର ପ୍ରସ୍ତୁତି ଆରମ୍ଭ…

ଜେନେଭା, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। କରୋନା ମହାମାରୀର ଦୁଇ ବର୍ଷ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି ସଙ୍କଟକୁ ସମାପ୍ତ କରିବାର ମାନଦଣ୍ଡ ଉପରେ ବିଚାର କରିବା ଆରମ୍ଭ କରିଛି। ୨୦୨୦ ଜାନୁୟାରୀ…

ଯୁଦ୍ଧ ଏବେ ସରିବନି, ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ପାଇଁ ଆମେରିକା ଦେଲା ୨୦ କୋଟି ଡଲାର…

ଓ୍ବାଶିଂଟନ/କ୍ୱିଭ୍‌,୧୩।୩ : ଆମେରିକା ୟୁକ୍ରେନକୁ ୨୦ କୋଟି ଡଲାର ସାମରିକ ସହାୟତା ଦେବାକୁ ଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଶନିବାର ଏନେଇ ଏକ ସ୍ମାରକପତ୍ର ସ୍ବାକ୍ଷର କରିଛନ୍ତି। ଏହା ଅନ୍ତର୍ଗତ, ୟୁକ୍ରେନ ପାଇଁ ସାମରିକ ତାଲିମ ସମେତ ପ୍ରତିରକ୍ଷା ସାମଗ୍ରୀ…

ସକ୍ରିୟ ମାମଲା ୪୦ ହଜାର ତଳେ…

ନୂଆଦିଲ୍ଲୀ, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୪ ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୩ ହଜାର ୧୧୬…

ବଢ଼ୁଛି ରାସାୟନିକ ବିପଦ

କ୍ୱିଭ୍‌/ମସ୍କୋ, ୧୩ା୩: ଟ୍ୟାଙ୍କ, ମିଶାଇଲ, ବୋମା, ଏୟାରକ୍ରାଫ୍ଟରେ ଲଢ଼େଇ ପରେ ଏବେ ଯୁଦ୍ଧ ପ୍ରଭାବିତ ୟୁକ୍ରେନ୍‌ ଉପରେ ରାସାୟନିକ ଏବଂ ଜୈବିକ ଅସ୍ତ୍ରର ବିପଦ ଘନେଇଛି। ୟୁକ୍ରେନ୍‌ରେ ଆମେରିକା ବାୟୋଲୋଜିକାଲ ଓ କେମିକାଲ ଅସ୍ତ୍ର ପ୍ରସ୍ତୁତ କରୁଥିବା ରୁଷିଆ ଅଭିଯୋଗ ଆଣିଛି।…

ଚାଇନାର ବିସ୍ତାରବାଦୀ ନୀତି, ନେପାଳରେ ଅତିକ୍ରମଣ ଜାରି…

କାଠମାଣ୍ଡୁ, ୧୨।୩ : ଚାଇନା ଏହାର ବିସ୍ତାରବାଦୀ ନୀତି ପାଇଁ ପୁଣିଥରେ ଚର୍ଚ୍ଚାରେ ରହିଛି। ବର୍ତ୍ତମାନ ନେପାଳ ସରକାରଙ୍କ ପକ୍ଷରୁ ଏକ ରିପୋର୍ଟରେ ଚାଇନା ଉପରେ ଗୁରୁତର ଅଭିଯୋଗ ଅଣାଯାଇଛି। ନେପାଳ ସରକାରଙ୍କ ଏକ ରିପୋର୍ଟରେ ୨୦୨୧ ସେପ୍ଟେମ୍ବରରେ ଚାଇନା ନେପାଳର…

ଜୀବନ ଭୟରେ ଶରଣାର୍ଥୀ ହେଲେଣି ୨୫ ଲକ୍ଷରୁ ଅଧିକ ଲୋକ,ଜାତିସଂଘ ରିପୋର୍ଟ…

ଜେନେଭା, ୧୨।୩ : ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ଯୋଗୁ ଇତିମଧ୍ୟରେ ୨୫ ଲକ୍ଷରୁ ଅଧିକ ଲୋକ ଭିଟାମାଟି ଛାଡ଼ିଛନ୍ତି। ଜୀବନ ଭୟରେ ସେମାନେ ଏବେ ପଡୋଶୀ ଦେଶରେ ଶରଣାର୍ଥୀ ପାଲଟିଛନ୍ତି। ଜାତିସଂଘ ଶରଣାର୍ଥୀ ଏଜେନ୍ସି ଅନୁସାରେ ଶରଣ ନେଉଥିବା ଲୋକଙ୍କ…

ଭାଜପାକୁ ସମର୍ଥନ ଜଣାଇଲେ ୬ ଜେଡିୟୁ ବିଧାୟକ

ନୂଆଦିଲ୍ଲୀ,୧୨।୩: ମଣିପୁର ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି ଦ୍ୱିତୀୟ ଥର ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ୬ ବିଧାୟକ ଏହାକୁ ସମର୍ଥନ ଜଣାଇଛନ୍ତି। ମଣିପୁର ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଭାଜପା ସରକାରକୁ…

ଇସ୍ତଫା ଦେବେନି ସୋନିଆ-ରାହୁଲ…

ନୂଆଦିଲ୍ଲୀ, ୧୨।୩ : ପାଞ୍ଚ ରାଜ୍ୟର ନିର୍ବାଚନ ଫଳାଫଳ ପରେ କଂଗ୍ରେସ ପକ୍ଷରୁ ରବିବାର ଦଳର ଓ୍ବାର୍କିଂ କମିଟି ବୈଠକ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ରବିବାର ଅପରାହ୍ନ ୪ଟାରେ ଦିଲ୍ଲୀସ୍ଥିତି ଅଲ ଇଣ୍ଡିଆ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଏହି ଚିନ୍ତନ…

ଇସ୍ତଫା ଦେଲେ ପ୍ରମୋଦ ସାଓ୍ବନ୍ତ

ପଣଜୀ,୧୨।୩: ଗୋଆ ବିଧାନସଭା ନିର୍ବାଚନରେ ଭାଜପା ସଂଖ୍ୟାଗରିଷ୍ଠତା ହାସଲ କରି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବାକୁ ଯାଉଥିବାବେଳେ ଶନିବାର ପ୍ରମୋଦ ସାଓ୍ବନ୍ତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ସେଠାରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?