Home Middle

ଶସ୍ତା ସ୍ବାସ୍ଥ୍ୟ ସେବା ଯୋଗାଇଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ…

ନୂଆଦିଲ୍ଲୀ, ୭।୪ : ବିଶ୍ୱ ସ୍ବାସ୍ଥ୍ୟ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଟୁଇଟ କରି ଦେଶବାସୀଙ୍କୁ ସ୍ବାସ୍ଥ୍ୟ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଗୁଣାତ୍ମକ ତଥା ଶସ୍ତା ସୁଲଭ…

ସଚିବଙ୍କୁ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୭।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୬ ସୂତ୍ରୀ ଯୋଜନା ନିର୍ଦ୍ଦେଶନାମା ବିଷୟରେ ସମସ୍ତ ସଚିବଙ୍କୁ କ୍ୟାବିନେଟ ସଚିବ ରାଜୀବ ଗୌବା ଏକ ଚିଠି ଲେଖିଛନ୍ତି। ଏପ୍ରିଲ ୨ରେ ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ପରେ ଏହି ଚିଠି ଲେଖାଯାଇଛି।…

ଚାଇନା ହ୍ୟାକରଙ୍କ ଟାର୍ଗେଟରେ ଭାରତୀୟ ପାଓ୍ବାର ଗ୍ରୀଡ୍‌…

ନୂଆଦିଲ୍ଲୀ, ୭।୪ : ଭାରତୀୟ ପାଓ୍ବାର ଗ୍ରୀଡ୍‌କୁ ଚାଇନା ହ୍ୟାକର ଟାର୍ଗେଟ କରିଛନ୍ତି। ଏସମ୍ପର୍କରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି। ଦେଶର ୭ଟି ପାଓ୍ବାର ଗ୍ରୀଡ୍‌ ଉପରେ ଚାଇନା ହ୍ୟାକରମାନେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏସବୁ ଗ୍ରୀଡ୍‌ ଗୁଡ଼ିକ ଭାରତ ଚାଇନା…

ୟୁକ୍ରେନ୍‌ ବି ଜିତିପାରେ ଯୁ୍‌ଦ୍ଧ, ରୁଷିଆ ଯୋଜନା ହେଉଛି ଅସଫଳ, କହିଲା ଆମେରିକା…

ଓ୍ବାଶିଂଟନ, ୭।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୩ ଦିନ ବିତିଛି। ୟୁକ୍ରେନର ମାରିଅପୋଲ ସହର ଧ୍ୱଂସ ହୋଇ ଯାଇଛି। ଏଠାରେ ବର୍ତ୍ତମାନ ସୁଦ୍ଧା ୫୦୦୦ ଲୋକଙ୍କ ମୃତ୍ୟୁ ଘଟିଛି। ସହରର ମେୟର ଭ୍ୟାଡିୟମ ବୋଇଚେଙ୍କୋ କହିଛନ୍ତି ଯେ…

ସକ୍ରିୟ ମାମଲା ୧୨ ହଜାର ତଳେ …

ନୂଆଦିଲ୍ଲୀ, ୭।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା କମିବାରେ ଲାଗିଛି। ଦୈନିକ ସଂକ୍ରମଣ ହଜାରେ ୩୩ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୩ ରହିଛି। ଅପରପକ୍ଷରେ…

ଆଣବିକ ଯୁଦ୍ଧ ଆଶଙ୍କା, ଲୋକଙ୍କୁ ଆୟୋଡ଼ିନ ବଟିକା ବାଣ୍ଟିବ ରୋମାନିଆ…

ବୁଖାରେଷ୍ଟ, ୭।୪ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଆକ୍ରମଣର ଧମକ ଦେଇଛନ୍ତି। ପୁଟିନଙ୍କ ଧମକ ପରେ ୟୁରୋପୀୟ ଦେଶରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଲୋକମାନେ ଏହାକୁ ଏଡାଇବା ପାଇଁ…

ଆମେରିକା-ବ୍ରିଟେନ-ଅଷ୍ଟ୍ରେଲିଆ ନିର୍ମାଣ କରିବେ ହାଇପରସୋନିକ କ୍ଷେପଣାସ୍ତ୍ର, ଚାଇନାକୁ ମିଳିବ କଡ଼ା ଜବାବ…

ଓ୍ବାଶିଂଟନ, ୭।୪ : ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ କହିଛନ୍ତି ଯେ ନିକଟରେ ଗଠିତ ସୁରକ୍ଷା ସହଯୋଗୀ ’ଓକସ’ ଅଧୀନରେ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ। ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବୃଦ୍ଧି ପାଉଥିବା…

ଏଲ୍‌ଓସିରେ କଡ଼ା ସୁରକ୍ଷା, ୧୨୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ବସିଛନ୍ତି ସୁଯୋଗ ଉଣ୍ଡି…

ଶ୍ରୀନଗର, ୭।୪ : ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା ଏଲ୍‌ଓସିରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟ ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ଭାରତରେ ଅନୁପ୍ରବେଶ ପାଇଁ ୧୨୦ରୁ ଅଧିକ ଆତଙ୍କବାଦୀ ସୁଯୋଗ ଉଣ୍ଡି ବସିଛନ୍ତି।…

ପାଓ୍ବାର ଦେଖାଇଲେ ପାଓ୍ବାର

ନୂଆଦିଲ୍ଲୀ,୭ା୪: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍‌ସିପି) ମୁଖ୍ୟ ଶରଦ ପାଓ୍ବାର ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ପାର୍ଲାମେଣ୍ଟ ଅଫିସରେ ଦୁଇ ନେତାଙ୍କ ମଧ୍ୟରେ ୨୦ ମିନିଟ ଧରି ଆଲୋଚନା ହୋଇଛି। ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଏହାକୁ ନେଇ…

ଟାର୍ଗେଟରେ ପୁଟିନ୍‌ଙ୍କ ପରିବାର

ଓ୍ବାଶିଂଟନ୍‌, ୭ା୪: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ ଏବଂ ବୁଚା ଗଣହତ୍ୟା ପାଇଁ ରୁଷିଆକୁ ଦାୟୀ କରି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଦୁଇ ଝିଅ ଓ ରୁଷୀୟ ବ୍ୟାଙ୍କଗୁଡ଼ିକ ଉପରେ ଆମେରିକା କଟକଣା ସହ ଜରିମାନା ଲଗାଇଛି। ରୁଷିଆର ଦୁଇ ପ୍ରମୁଖ ବ୍ୟାଙ୍କ…

କାଶୀରେ ଗୋଟେ, ଲିଙ୍ଗରାଜ ପାଇଁ ଆଉ ଗୋଟେ

ଭୁବନେଶ୍ୱର,୭ା୪(ବ୍ୟୁରୋ): ଶ୍ରୀଲିଙ୍ଗରାଜ ମନ୍ଦିର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଭଳି ସ୍ବତନ୍ତ୍ର ଆଇନ ଆଣିବା ସକାଶେ ରାଜ୍ୟ ସରକାର ୨୦୨୦ରେ ଅଧ୍ୟାଦେଶ ଆଣିଛନ୍ତି। ତେବେ ଏହା ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରୋକ…

ୟୁକ୍ରେନ୍‌ ଫେରନ୍ତା ପିଲାଙ୍କ କ୍ରୋକ୍‌ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୭।୪: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ଭାରତ ଦୃଢ଼ ବିରୋଧ କରୁଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବୁଧବାର ପାର୍ଲାମେଣ୍ଟରେ କହିଛନ୍ତି। ନୂଆଦିଲ୍ଲୀ ଶାନ୍ତି ପକ୍ଷ ନେବା ସହ ତୁରନ୍ତ ହିଂସା ବନ୍ଦ ହେବା ଚାହେଁ। ରକ୍ତପାତ ଏବଂ ନିରୀହ ଲୋକଙ୍କ ଜୀବନ ନେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?