Home Middle

ଅନାସ୍ଥା ପଛରେ ଆମେରିକାର ଷଡ଼ଯନ୍ତ୍ର ନାହିଁ

ଇସ୍‌ଲାମାବାଦ, ୭ା୪: ପିଟିଆଇ ଅଧ୍ୟକ୍ଷ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ପଛରେ ଆମେରିକାର ହାତ ନାହିଁ ବୋଲି ଅଧିକାଂଶ ପାକିସ୍ତାନୀ ନାଗରିକଙ୍କ ମତ। ଏ ନେଇ ଗ୍ୟାଲ୍‌ଅପ୍‌ ପାକିସ୍ତାନ ସର୍ଭେ ପକ୍ଷରୁ ହୋଇଥିବା ସର୍ବେକ୍ଷଣ ରିପୋର୍ଟରୁ ଜଣାପଡ଼ିଛି। ସର୍ଭେ…

ମୁମ୍ବାଇରେ ମିଳିଥିବା କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ର ରିପୋର୍ଟକୁ ଖଣ୍ଡନ କଲା କେନ୍ଦ୍ର

ନୂଆଦିଲ୍ଲୀ,୭ ।୪: ପୁଣି ଡରାଇଲାଣି କରୋନା ମହମାରୀ । ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ‘ଏକ୍ସଇ’ ଚିହ୍ନଟ ହେବା ନେଇ ଜଣାପଡିବା ପର ଲୋକଙ୍କ ମଧ୍ୟରେ ଭୟ ଖେଳିଯାଇଛି । ଓମିକ୍ରନର ଏହା ସବ ଭାରିଏଣ୍ଟ ହୋଇଥିବା ବେଳେ ଏହା ଓମିକ୍ରନ୍…

ସରକାର ଯୋଜନା, ଆର୍ଥିକ ପ୍ରଭାବକୁ ଧ୍ୟାନ ଦେବା ଉଚିତ୍‌: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୬ା୪: ବୁଧବାର ଏକ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଦେଇଥିବା ଟିପ୍ପଣୀରେ କେନ୍ଦ୍ରକୁ କହିଛନ୍ତି, ଯୋଜନା ଏବଂ ଆଇନ ଆଣିବାବେଳେ ସରକାର ଏହାର ଆର୍ଥିକ ପ୍ରଭାବକୁ ମଧ୍ୟ ଧ୍ୟାନ ଦେବା ଉଚିତ୍‌। ରାଇଟ ଟୁ ଏଜୁକେଶନ ଆକ୍ଟର ଉଦାହରଣ ଦେଇ କୋର୍ଟ…

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ଏସବୁ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବା ବେଳେ ୭ ଜିଲାକୁ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏହି ଜିଲାଗୁଡ଼କ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ, ଗଜପତି, ରାୟଗଡ଼ା ଏବଂ କୋରାପୁଟ ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…

ଭାରତରେ ପ୍ରବେଶ କଲା କରୋନାର ନୂଆ ଭାରିଆଣ୍ଟ ‘ଏକ୍ସଇ’

ମୁମ୍ବାଇ,୬।୪: କରୋନା ଭୂତାଣୁ ‘ଏକ୍ସଇ’ ର ନୂଆ ଭାରିଆଣ୍ଟ ଭାରତରେ ମଧ୍ୟ ପ୍ରବେଶ କରିଛି। ଏହାର ସଂକ୍ରମଣର ପ୍ରଥମ ସଂକ୍ରମିତ ବୁଧବାର ମୁମ୍ବାଇରେ ଚିହ୍ନଟ ହୋଇଛି। ଏଠାରେ ସମୁଦାୟ ୩୭୬ ନମୁନା ନିଆଯାଇଥିଲା। ଏଥିରେ ଜଣେ ରୋଗୀଙ୍କଠାରେ କରୋନାର ‘ଏକ୍ସଇ’ ଭାରିଆଣ୍ଟରେ…

କୋର୍ଟ ଚାଲାଣ ହେଲେ ରୋଷଘର ଭାଙ୍ଗିଥିବା ଅଭିଯୁକ୍ତ

ପୁରୀ ଅଫିସ,୬ା୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅଞ୍ଚଳର ଜଗନ ମହାପାତ୍ରଙ୍କୁ ଶ୍ରୀମନ୍ଦିର ରୋଷଘର ଭାଙ୍ଗିବା ଅଭିଯୋଗରେ ବୁଧବାର କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ, ଜଗନ ପୁରୀ ବୁଲିବାକୁ ଯାଇଥିଲେ। ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପଶିଥିଲେ। ଶ୍ରୀମନ୍ଦିରରେ ବୁଲୁଥିବା ବେଳେ ସେ…

ଚତୁର୍ଥ ଦିନରେ ବି ଶୁଣାଣି ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଇସଲାମାବାଦ,୬ା୪: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଏବଂ ସଂସଦ ଭଙ୍ଗକୁ ନେଇ ପାକିସ୍ତାନର ସୁପ୍ରିମକୋର୍ଟ ବୁଧବାର ଶୁଣାଣି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନ ବିଚାରପତି ଉମର ଅତା ବନ୍ଦିଆଲ ଜାତୀୟ ସୁରକ୍ଷା କମିଟିର…

ବିଦେଶରେ ପାଳନ ହେବ ହିନ୍ଦୁ ନବବର୍ଷ: ରାଜ୍ୟପାଳ

ଓ୍ବାଶିଂଟନ,୬ା୪: ଆମେରିକାରେ ବହୁ ସଂଖ୍ୟାରେ ବାସ କରୁଥିବା ହିନ୍ଦୁମାନଙ୍କର ପ୍ରାଧାନ୍ୟତା ଧୀରେ ଧୀରେ ବୃଦ୍ଧି ପାଉଛି। ଆମେରିକାର ଜର୍ଜିଆ ରାଜ୍ୟପାଳ ବ୍ରିୟାନ କେମ୍ପ୍‌ ଏପ୍ରିଲ ୨କୁ ହିନ୍ଦୁ ନୂତନ ବର୍ଷ ଭାବରେ ମାନ୍ୟତା ଦେଇଛନ୍ତି। ଜର୍ଜିଆରେ ସ୍ଥିର ହୋଇଥିବା ବୃହତ ହିନ୍ଦୁମାନଙ୍କୁ…

ରକ୍ତପାତ ପରେ ବି ସମାଧାନ ନାହିଁ, ଲୋକ ସଭାରେ ଜୟଶଙ୍କରଙ୍କ ଉତ୍ତର…

ନୂଆଦିଲ୍ଲୀ, ୬।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ନେଇ ବହିର୍ବ୍ୟାପାରମନ୍ତ୍ରୀ ଏସ୍‌.ଜୟଶଙ୍କର ବୁଧବାର ଲୋକ ସଭାରେ ଉତ୍ତର ରଖିଛନ୍ତି। ସେ କହିଛନ୍ତି ଯେ, ଭାରତ ୟୁକ୍ରେନ୍‌ରେ ଜାରି ରହିଥିବା ଯୁଦ୍ଧକୁ ବିରୋଧ କରୁଛି। ଏଠାରେ ରକ୍ତପାତ ପରେ ବି…

କଏଦୀଙ୍କ କିଡ୍‌ନୀ-ହାର୍ଟ-ଲିଭର ଚୋରି କରୁଛି ଚାଇନା…

ବେଜିଂ, ୬।୪ : ଏବେ ଚାଇନାର ଏକ କୁକାର୍ଯ୍ୟ ନେଇ ସାରା ପୃଥିବୀରେ ଚର୍ଚ୍ଚା ଆରମ୍ଭ ହୋଇଛି। ଚାଇନାରୁ ପ୍ରକାଶିତ ହେଉଥିବା କେତେକ ଖବରରେ ଏହା ପ୍ରକାଶ ପାଇଛି ଯେ ଏଠାରେ ଥିବା ଲୋକଙ୍କ ଜୀବନ ସରକାରଙ୍କ ହାତରେ ଅଛି। ସରକାର…

ଆଇଏନ୍‌ଏସ୍‌ ବିକ୍ରାନ୍ତର ଶକ୍ତି ବୃଦ୍ଧି ହେବ, ସାମିଲ ହେବ ଏଫ୍‌-୧୮ ଯୁଦ୍ଧ ବିମାନ…

ନୂଆଦିଲ୍ଲୀ, ୬।୪ : ଆମେରିକାର ବିମାନ କମ୍ପାନୀ ବୋଇଙ୍ଗ ଏହାର ଅତ୍ୟାଧୁନିକ ଏଫ୍‌-୧୮ ସୁପର ହର୍ନେଟ ଯୁଦ୍ଧ ବିମାନ ଆସନ୍ତା ମାସରେ ଭାରତକୁ ପଠାଇବ। ଭାରତୀୟ ନୌସେନା ଗୋଆ ଆଇଏନଏସ ହଂସାର କୋଷ୍ଟାଲ ଟେଷ୍ଟ ସେଣ୍ଟରରେ ସେମାନଙ୍କୁ ପରୀକ୍ଷଣ କରାଯିବ। ପ୍ରଧାନମନ୍ତ୍ରୀ…

ଆମେରିକା କଲା ମହାବିନାଶକ ହାଇପରସୋନିକ୍‌ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା, ଚାଇନା-ରୁଷିଆର ବଢ଼ିଲା ଚିନ୍ତା…

ଓ୍ବାଶିଂଟନ, ୬।୪ : ଆମେରିକା ଗତ ମାସରେ ମହାବିନାଶକ ହାଇପରସୋନିକ୍‌ କ୍ଷେପଣାସ୍ତ୍ରର ଗୁପ୍ତ ପରୀକ୍ଷା କରିଛି। ଏହାକୁ ଆମେରିକା କମ୍ପାନୀ ଲୋକହିଡ୍‌ ମାର୍ଟିନ୍‌ ପକ୍ଷରୁ ବିକଶିତ କରାଯାଇଛି। ଏହାକୁ ହାଇପରସୋନିକ୍‌ ଏୟାର ବ୍ରେଦିଙ୍ଗ ଓ୍ବିପନ କନସେପ୍ଟ ଭାବେ ନାମିତ କରାଯାଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?