ଐତିହାସିକ ହେବ ଯୋଗୀ ୨.୦ ଶପଥଗ୍ରହଣ ସମାରୋହ: ୨ ଘଣ୍ଟା ଧରି ସବୁ ମନ୍ଦିରରେ ବାଜିବ ଘଣ୍ଟ
ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଆସନ୍ତା ମାର୍ଚ୍ଚ ୨୫ରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଶପଥଗ୍ରହଣ ଉତ୍ସବ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଶପଥ…
ମୃତ ମେଡିକାଲ ଛାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨୧।୩: ୟୁକ୍ରେନରେ ପ୍ରାଣ ହରାଇଥିବା ଭାରତୀୟ ମେଡିକାଲ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଡାରଙ୍କ ମୃତଦେହ ସୋମବାର ଭାରତରେ ପହଞ୍ଚିଛି। ଭାରତ ସରକାରଙ୍କ ଅପରେଶନ ଗଙ୍ଗା ମାଧ୍ୟମରେ ସ୍ବତନ୍ତ୍ର ଏକ ବିମାନରେ ମୃତଦେହ ବଙ୍ଗାଲୁରୁ ବିମାନ ବନ୍ଦରରେ ପହଞ୍ଚି ଥିଲା। କର୍ନାଟକର ମୁଖ୍ୟମନ୍ତ୍ରୀ…
ସିଜିନ୍ର ପ୍ରଥମ ଆମ୍ବ ଯାହାକୁ ମିଳିଛି ‘z+’ ସୁରକ୍ଷା
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥାଏ। ଆଜି ବି ସେମିତି ଏକ ଫଟୋ ଭାଇରାଲ ହେଉଛି, ଯାହା ଦେଖିବା ପରେ ଖୁବ୍ ଜୋରରେ ହସିବେ। ସାଧାରଣତଃ ଆମେ ପିଲାଦିନେ କଞ୍ଚା ଆମ୍ବ ଖାଇବାକୁ…
ମଟନ କରିବାକୁ ମନା କରିବାରୁ ପତ୍ନୀଙ୍କ ବିରୋଧରେ ଅଭିଯୋଗ
ହାଇଦ୍ରାବାଦ,୨୧।୩: ପତ୍ନୀ ମଟନ ରୋଷେଇ କରିବାକୁ ମନା କରି ଦେବାରୁ ଜଣେ ମଦ୍ୟପ ପୋଲିସକୁ ବାରମ୍ବାର ଫୋନ କରି ଅଭିଯୋଗ କରିଥିଲେ। ପୋଲିସ ଅନୁଯାୟୀ, ଉକ୍ତ ବ୍ୟକ୍ତି ଶୁକ୍ରବାର ରାତିରେ ୫ ଥର ୧୦୦ ନମ୍ବରରେ ଫୋନ କରିଥିଲେ। ତାଙ୍କ ପତ୍ନୀ…
ରୁଷିଆ-ୟୁକ୍ରେନ ଯୁଦ୍ଧରେ ଫସିଗଲେ ପୁଟିନ୍ଙ୍କ ପ୍ରେମିକା
ମସ୍କୋ,୨୧ା୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଥମିବାର ନାଁ ନେଉନି। ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଉଛି। ରୁଷିଆ ସେନା କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ରମଣ କରୁଥିବାବେଳେ ୟୁକ୍ରେନ ମଧ୍ୟ…
ମୋଦିଙ୍କ ନିମନ୍ତ୍ରଣ ରଖି ଭାରତ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୧।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ନାଫ୍ଟାଲି ବେନେଟ୍ ଏପ୍ରିଲ ୨ରେ ୪ ଦିନିଆ ଭାରତ ଗସ୍ତରେ ଆସିବେ। ଏ ନେଇ ବେନେଟ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତିରେ ସୂଚନା ଦିଆଯାଇଛି। ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କ ସ୍ଥାପନର ୩୦ ବର୍ଷ ପୂର୍ତ୍ତି…
ଟଙ୍କା ଭର୍ତ୍ତି ୬ ସୁଟ୍କେସ ସହ ଧରାପଡ଼ିଲେ
ମସ୍କୋ,୨୧।୩: ୟୁକ୍ରେନ ପାର୍ଲାମେଣ୍ଟର ପୂର୍ବତନ ସଦସ୍ୟଙ୍କ ପତ୍ନୀ ପଡ଼ୋଶୀ ଦେଶ ହଙ୍ଗେରୀରେ ୨୮ ନିୟୁତ ଡଲାର ଏବଂ ୧.୩ ନିୟୁତ ୟୁରୋ ଭର୍ତ୍ତି ୬ ସୁଟ୍କେସ ସହ ଧରା ପଡ଼ିଛନ୍ତି। ଏ ନେଇ ବେଲାରୁସିଆନ ମିଡିଆ ଆଉଟ୍ଲେଟ୍ ନେକ୍ସଟାରେ ଏକ ରିପୋର୍ଟ…
ପିତାଙ୍କ ସହ ଦୀର୍ଘବର୍ଷ ଧରି କଥାବାର୍ତ୍ତା ବନ୍ଦ କରିଦେଇଥିଲେ କଙ୍ଗନା, କାରଣ ଜାଣିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ଫିଲ୍ମ ବ୍ୟତୀତ ସେ ଅହଂକାର ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। କଙ୍ଗନା ହିମାଚଳ ପ୍ରଦେଶର ମାଣ୍ଡି ଜିଲା ନିକଟ ସୁରଜପୁର (ଭବଲା)ରେ ଜନ୍ମଗ୍ରହଣ କରିଥିଲେ। ସେ ୨୩ ମାର୍ଚ୍ଚରେ ତାଙ୍କର ୩୫ ତମ ଜନ୍ମଦିନ ପାଳନ…
‘ଯିଏ ଭୋଟ ନ ଦେଇଛ, ସେ ଆମ ପାଖକୁ ଆସ ନାହିଁ’
ଲକ୍ଷ୍ନୌ,୨୧।୩: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଭାଜପା ଦ୍ୱିତୀୟଥର ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଢିବାକୁ ଯାଉଛି। ନିର୍ବାଚନୀ ବୈତରଣୀ ପାର୍ ହେବା ପରେ ବିଧାୟକଙ୍କ ଅସଲ ରୂପ ମଧ୍ୟ ପଦାକୁ ଆସୁଛି। ସବ୍କା ସାଥ୍, ସବ୍କା ବିକାଶ ନାରା ଦେଇ ସରକାରକୁ…
ପଟ୍ଟାଙ୍ଗୀ: ମାସକରେ ୫ ନବଜାତ ଶିଶୁ ମୃତ
ପଟ୍ଟାଙ୍ଗୀ, ୨୧।୩(ଡି.ଏନ.ଏ.): ମା’ ଓ ଶିଶୁ ମୃତ୍ୟୁ ରୋକିବାକୁ ପ୍ରଶାସନ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ ଉପରେ ପଡୁନାହିଁ । ଫଳରେ ଶିଶୁମୃତ୍ୟୁକୁ ରୋକି ହେଉନାହିଁ। ଗୋଟିଏ ମାସରେ ୫…
ଛୋଟ ଡଙ୍ଗାକୁ ବୁଡାଇ ଦେଲା ବଡ଼ କାର୍ଗୋ ଜାହାଜ, ଅନେକ ନିଖୋଜ
ଢାକା,୨୧।୩: ବାଂଲାଦେଶରୁ ସାମ୍ନାକୁ ଆସିଥିବା ଏକ ଲୋମ ଟାଙ୍କୁରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଏକ ବଡ଼ ମେରାଇନ ଭେସେଲ ସହ ଦୁର୍ଘଟଣା ଗ୍ରସ୍ତ ହୋଇ ଏକ ଛୋଟ ଯାତ୍ରୀବାହି ଡଙ୍ଗା ବୁଡ଼ି ଯାଇଥିବା ଦେଖିବାକୁ ମିଳୁଛି। ବାଂଲାଦେଶର…
ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଏମିତି କହିଲେ ଅମିର ଖାନ୍
ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ଏବେ ବକ୍ସ ଅଫିସ୍ରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ଯିଏ ଏହି ଫିଲ୍ମ ଦେଖୁଛନ୍ତି ସେମାନେ ପ୍ରଶଂସା ନ କରି ନିଜକୁ ଅଟକାଇ ପାରୁନାହାନ୍ତି। ଅନେକ ସେଲିବ୍ରିଟି ଏହି ଫିଲ୍ମ ଦେଖିବା ପରେ ପ୍ରତିକ୍ରିୟା ପ୍ରକାଶ…
Archives


