Home Left

ପୁଟିନ୍‌ଙ୍କ ଘାତକ ଅଭିସନ୍ଧି

ମସ୍କୋ,୨୩ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆବଶ୍ୟକ ମନେକଲେ ଦେଶ ବାହାରେ ମଧ୍ୟ ସାମରିକ ବଳ ପ୍ରୟୋଗ କରିପାରିବେ। ଏ ସମ୍ପର୍କିତ ଏକ ପ୍ରସ୍ତାବକୁ ମଙ୍ଗଳବାର ରୁଷିଆ ପାର୍ଲାମେଣ୍ଟର ମଞ୍ଜୁରୀ ମିଳିଛି। ରୁଷୀୟ ଏମ୍‌ପିମାନଙ୍କ ଏହି ଅନୁମୋଦନ ୟୁକ୍ରେନ୍‌ ଉପରେ ୬୯…

୭ ବର୍ଷର ରେକର୍ଡ ଭାଙ୍ଗିଲା ତେଲ

ନୂଆଦିଲ୍ଲୀ,୨୩ା୨: କୋଭିଡ୍‌ ମହାମାରୀ ଯୋଗୁ ଭୁଶୁଡ଼ିପଡ଼ିଥିବା ବିଶ୍ୱ ଅର୍ଥନୀତି ଅଣ୍ଟା ସଳଖି ଛିଡ଼ା ହେବାକୁ ଉଦ୍ୟମ କରୁଥିବାବେଳେ ରୁଷିଆର ଜିଦ୍‌ଖୋର ମନୋବୃତ୍ତି ଆଉ ଏକ ବିପତ୍ତିକୁ ଡାକି ଆଣିଛି। ରୁଷିଆ-ୟୁକ୍ରେନ୍‌ ମୁହାଁମୁହିଁ  ସ୍ଥିତି ମଧ୍ୟରେ ବିଶ୍ୱରେ ତେଲ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ…

ବୁଧବାର ୪୫ ସ୍ଥାନରେ ସାନି ମତଦାନ

ଭୁବନେଶ୍ୱର,୨୨ା୨(ବ୍ୟୁରୋ)-ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଜାରି ରହିଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଭୋଟଗ୍ରହଣରେ ବାଧା ସୃଷ୍ଟି ହୋଇଥିବା ୪୫ଟି ସ୍ଥାନରେ ବୁଧବାର ପୁନଃ ମତଦାନ ହେବ। ସକାଳ ୯ଟାରୁ ଅପରାହ୍ନ ୩ଟା ଯାଏ ଭୋଟଗ୍ରହଣ କରାଯିବ। ରାଜ୍ୟର ୯ ଜିଲା…

ଦୁନିଆ ପାଇଁ ‘କିଙ୍ଗ କୋହଲି’, ହେଲେ ମୋ ପାଇଁ ତୁ ‘ଚିକୁ’ ହୋଇ ରହିବୁ: ଯୁବରାଜ

ନୂଆଦିଲ୍ଲୀ,୨୨।୨: ଦୁନିଆ ପାଇଁ ତୁ କିଙ୍ଗ କୋହଲି ହୋଇଥାଇପାରୁ, ହେଲେ ମୋ’ ପାଇଁ ସର୍ବଦା ଚିକୁ ହୋଇ ରହିବୁ। କିଛି ଏଭଳି ଢଙ୍ଗରେ କୋହଲିଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେଇଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ। ଶୁକ୍ରବାର ସୋସିଆଲ ମିଡିଆରେ…

ଶ୍ରୀଲଙ୍କା ବିପକ୍ଷ ସିିରିଜ ପୂର୍ବରୁ ଭାରତକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୨।୨: ଫେବୃୟାରୀ ୨୪ରୁ ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ୩ ଟି-୨୦ ଏବଂ ୨ ଟେଷ୍ଟ ମ୍ୟାଚ୍‌ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ଭାରତୀୟ ଟିମ୍‌କୁ ଲାଗିଛି ଝଟ୍‌କା। ଷ୍ଟାର ବୋଲର ଦୀପକ ଚହର ଏବେ ସିରିଜରୁ ବାଦ୍‌ ପଡ଼ିଛନ୍ତି।…

ଫିଲ୍ମ ରିଲିଜ ପରେ ଆହୁରି ବୋଲ୍ଡ ହେଲେ ଦୀପିକା

ବମ୍ବେ: ବୋଲ୍ଡ ଦୃଶ୍ୟକୁ ନେଇ ଚର୍ଚ୍ଚାରେ ରହିଛି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଅଭିନୀତ ‘ଗେହରାଇୟାଁ’। ଚଳଚ୍ଚିତ୍ରରେ ଅଭିନେତା ସିଦ୍ଧାର୍ଥ ଚତୁର୍ବେଦୀଙ୍କ ସହ ସେ ଅନେକ ଚୁମ୍ବନ ଦୃଶ୍ୟ ଦେଇଛନ୍ତି। ବିବାହ ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ ହୋଇଥିବାରୁ ଭଲ ବ୍ୟବସାୟ…

ନେହା ଆଉଟ୍‌, ବିଦିଶା ଇନ୍‌ !

ବମ୍ବେ: ଅନେକ ବର୍ଷ ଧରି ଛୋଟ ପରଦାରେ ରାଜ କରିଆସୁଛି ‘ଭାବି ଜି ଘର ପେ ହୈ’। ମଝି ମଝିରେ କିଛି କଳାକାର ଶୋ’ ଛାଡ଼ୁଥିଲେ ହେଁ ଏହାର ଲୋକପ୍ରିୟତା ବଜାୟ ରହିଛି। ଏବେ ପୁଣି ଜଣେ ନୂଆ କଳାକାର ଧାରାବାହିକ…

ଏଣିକି ୫୦ କିମିରୁ ଅଧିକ ବେଗରେ ଗଲେ ଗଣିବେ ୭ ହଜାର ଜରିମାନା

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଏଣିକି ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଗଣିବେ ମୋଟା ଅଙ୍କର ଜରିମାନା। ଘଣ୍ଟା ପ୍ରତି ୫୦ କିଲୋମିଟର ବେଗରୁ ଅଧିକ ଚଳାଉଥିଲେ ୭ ହଜାର ଟଙ୍କାର ଜରିମାନା ଗଣିବାକୁ ପଡ଼ିବ। ଏପରିକି ଆବଶ୍ୟକ ପଡ଼ିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ…

ହ୍ବାଟ୍ସଆପ୍‌ ଚାଟ୍‌ ଭାଇରାଲ କରି ମୁଖା ଖୋଲିଦେଲେ

ବମ୍ବେ: ଚର୍ଚ୍ଚାରେ ବୋଲ୍ଡ ଲୁକ୍‌କୁ ନେଇ ଖବର ଶିରୋନାମା ପାଲଟୁଥିବା ଉର୍ଫି ଜାଭେଦ। ସେ ଜଣେ କାଷ୍ଟିଂ ନିର୍ଦ୍ଦେଶକଙ୍କ ନାମରେ କାଷ୍ଟିଂ କାଉଚ୍‌ ତଥା ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହାପରେ ଅନେକ ଅଭିନେତା ତାଙ୍କ ସପକ୍ଷରେ ବାହାରୁଥିବା ଦେଖାଯାଇଛି। ସୋସିଆଲ…

ପ୍ରଶଂସକଙ୍କ କ୍ଲାସ୍‌ ନେଲେ ସାମନ୍ଥା

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଅଭିନେତ୍ରୀ ଭାବେ ସଫଳତାର ଶୀର୍ଷରେ ପହଞ୍ଚିବାକୁ ସେ ଚେଷ୍ଟା ଜାରି ରଖିଛନ୍ତି। ନିକଟରେ ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ…

ଟି-୨୦ରେ ଯାହା କରିପାରିଲେନି କ୍ରିସ ଗେଲ୍‌, ତାହା କରିଦେଖାଇବେ ରୋହିତ ଶର୍ମା !

ନୂଆଦିଲ୍ଲୀ,୨୨।୨: ଭାରତର ତାରକା ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ନିଜର ବିସ୍ଫୋରକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ଜଣାଶୁଣା। ସେ ଦୁନିଆର ପ୍ରତ୍ୟେକ ମଇଦାନରେ ରନ୍‌ ସ୍କୋର କରିଛନ୍ତି। ନିକଟରେ ତାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଦିନିକିଆ ଏବଂ ଟି-୨୦ ସିରିଜରେ ଓ୍ବେଷ୍ଟଇଣ୍ଡିଜକୁ…

ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ବିକ୍ଷୋଭ

ନିଶ୍ଚିନ୍ତକୋଇଲି,୨୨।୨(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଅତିରିକ୍ତ ତହସିଲଦାର ଡ୍ରାଇଭରଙ୍କୁ ଦୁର୍ବ୍ୟବହାର କରିବା ସହ ମୋବାଇଲ ଓ ଟଙ୍କା ଛଡାଇ ନେଇଥିଲେ। ଏହାର ପ୍ରତିବାଦରେ ମଙ୍ଗଳବାର ଡ୍ରାଇଭର ସଂଘର ଶତାଧିକ ଲୋକେ ନିଶ୍ଚିନ୍ତକୋଇଲି ତହସିଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଅତିରିକ୍ତ ତହସିଲଦାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri