ଦୋଳଯାତ୍ରାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି
ଗଞ୍ଜାମ,୧୭।୫(ଡି.ଏନ୍.ଏ.): ଗଞ୍ଜାମ ସହରରେ ଚାଲିଛି ଦୋଳଯାତ୍ରା। ଏନେଇ ଗଞ୍ଜାମ ଥାନା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି l ସହରରେ କିପରି ଶାନ୍ତି ଶୃଙ୍ଖଳାକୁ ବଜାୟ ରହିବ ସେନେଇ ଗୁରୁବାର ସନ୍ଧ୍ୟାରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ଏହାର ସ୍ଥିତି ଅନୁଧ୍ୟାନ…
ସ୍ବର ବଦଳାଇଲେ ସିଦ୍ଧୁ: ଇସ୍ତଫା ପରେ ମାନଙ୍କୁ କଲେ ପ୍ରଶଂସା
ଚଣ୍ଡିଗଡ଼,୧୭।୩: ପ୍ରଥମ ଥର ପାଇଁ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କ୍ଷମତାକୁ ଆସିଛି। ବୁଧବାର ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଭଗଓ୍ବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ସରକାର ଗଠନ କରିଛନ୍ତି। ଅନ୍ୟପକ୍ଷରେ ପଞ୍ଜାବରେ ଖରାପ ପ୍ରଦର୍ଶନ କରି ପରାଜୟ…
ସ୍କୁଲ୍ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା
ଗାନ୍ଧିନଗର,୧୭।୩: ଗୁଜୁରାଟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରେ ଭାଗବତ ଗୀତାକୁ ବିଷୟର ଏକ ଅଂଶ ଭାବେ ସାମିଲ କରାଯିବ। ଏ ନେଇ ଗୁଜରାଟ ଶିକ୍ଷା ମନ୍ତ୍ରୀ ଜିତୁ ଭାଗାନି ଏହି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ ଶ୍ରୀମଦ ଭାଗବତ ଗୀତାର ମୂଲ୍ୟବୋଧ ବାବଦରେ…
ପ୍ରେମ ପାଇଁ ହାରିଲେ ଜୀବନ
ଖଡ଼ିଆଳ,୧୭।୩(ଡି.ଏନ୍.ଏ.): ନୂଆପଡ଼ା ଜିଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଗୁରୁବାର ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ନହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ କୋଟାମାଲ ଗାଁର କମଳ ମାଝି। ପ୍ରେମ ସମ୍ପର୍କକୁ ନେଇ କମଳ ଆତ୍ମହତ୍ୟା କରିଥିବା ଜଣାପଡିଛି।…
ହୋଲିରେ ଧୋନୀଙ୍କ ପରିବା ଅଫର
ରାଞ୍ଚି,୧୭।୩: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ନିଜ ସହରବାସୀଙ୍କୁ ହୋଲିରେ ଏକ ଦମ୍ଦାର ଅଫର ଦେଇଛନ୍ତି। ଚଳିତ ଥର ଧୋନୀ ରାଞ୍ଚିବାସୀଙ୍କ ସହ ହୋଲି ପାଳିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ସେ ତାଙ୍କ ଫାର୍ମ ହାଉସ୍କୁ ୩ଦିନ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କପିଲ ଶର୍ମା
ଭୁବନେଶ୍ୱର,୧୭।୩(ବ୍ୟୁରୋ): ଆଜି ଅପରାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ହାସ୍ୟ ଅଭିନେତା କପିଲ ଶର୍ମା । ଭୁବନେଶ୍ୱରରେ କିଛି ଦିନ ହେବ କପିଲ ଏକ ଫିଲ୍ମ ଶୁଟିଂ କରୁଛନ୍ତି। ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଅନେକ ଆଲୋଚନା…
ଜି-୨୩ରେ ପୁଣି ମାନସ ମନ୍ଥନ: ଆଉ କିଛି ସମୟ ପରେ ବସିବ ବୈଠକ
ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ନୂତନ ନେତୃତ୍ୱ ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଦଳରେ ଏବେ ମାନସ ମନ୍ଥନ ଚାଲିଛି। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଜି-୨୩ ନେତାଙ୍କ ପୁଣି ଥରେ…
ମଦ ପିଇବାକୁ ଟଙ୍କା ନ ଦେବାରୁ ଠେଙ୍ଗାରେ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା
ଝାରସୁଗୁଡ଼ା ଅଫିସ,୧୭।୩: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଏମ୍ସିଏଲ୍ ରାମପୁର କଲୋନୀ ଏମ୍କ୍ୟୁ-୧୪ନମ୍ବର କ୍ବାଟରର୍ସରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇବା ପାଇଁ ଟଙ୍କା ନ ଦେବାରୁ ସ୍ବାମୀ ଠେଙ୍ଗାରେ ପିଟି ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ…
ଗାଧୋଇବା ବେଳେ ଚାଲିଗଲା ଜୀବନ
ଜଗତସିଂହପୁର ଅଫିସ, ୧୭।୩: ଜଗତସିଂହପୁର ଜଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ବଡ଼ଜିଙ୍ଗଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଷଲ ମହାନଦୀ ଘାଟରେ ଗାଧୋଇବା ବେଳେ ୫ ଜଣ ଯୁବକ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ…
ମନ୍ତ୍ରୀଙ୍କୁ ଜେଲରୁ ବାହାର କରିବା ପାଇଁ ୩ କୋଟି ମାଗୁଛନ୍ତି
ମୁମ୍ବାଇ,୧୭।୩: ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଜାମିନରେ ଜେଲରୁ ଆଣିବା ପାଇଁ ଜଣେ ବ୍ୟକ୍ତି ୩ କୋଟି ଟଙ୍କା ଦାବି କରିଛନ୍ତି। ଏ ନେଇ ମନ୍ତ୍ରୀଙ୍କ ପୁଅ ବୁଧବାର ଥାନାରେ ମାମଲା ରୁଜୁ କରିଛନ୍ତି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି) ନେତା…
ଇସ୍ରାଏଲ୍ରେ ଚିହ୍ନଟ ହେଲା କରୋନାର ନୂଆ ଭାରିଆଣ୍ଟ
ଜେରୁଜେଲମ,୧୭।୩: ସାରା ବିଶ୍ୱରେ ପୁଣି ଥରେ କରୋନା ପ୍ରକୋପ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛି ଦିନରୁ ଚାଇନାରେ ଲଗାତାର ୩ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗୋଟିଏ ପଟେ ଚାଇନାରେ କରୋନା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି…
ଦୁର୍ନୀତିକୁ ରୋକିବା ପାଇଁ ବ୍ୟକ୍ତିଗତ ନଂ ଜାରି କରିବେ ମାନ
ଚଣ୍ଡିଗଡ଼,୧୭।୩: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ନେତା ଭଗଓ୍ବନ୍ତ ମାନ ଗୁରୁବାର ଦୁର୍ନୀତି ନିରୋଧି ହେଲ୍ପ ଲାଇନ୍ ନମ୍ବର ଜାରି କରିବା ନେଇ ଘୋଷଣା କରିଛନ୍ତି। ବୁଧବାର ଶପଥ ନେଇଥିବା ମନ୍ନ ଗୋଟିଏ ବି ଦିନ ନଷ୍ଟ…
Archives


