ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର,୫।୩(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୭ ପିଲା ଅଛନ୍ତି। ସେହିପରି ୮୪ ଜଣ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୬୧ଜଣ ଲୋକାଲ କେସ ରହିଛି। ଏ ନେଇ ରାଜ୍ୟ ସୂଚନା…
ଚଳିତ ବର୍ଷର ନବମ ମିଶାଇଲ ପରୀକ୍ଷା କଲା ଉତ୍ତର କୋରିଆ
ସିଓଲ,୫ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିବା ବେଳେ ଉତ୍ତର କୋରିଆ ଶନିବାର ସକାଳେ ଏକ ଅଜଣା ମିଶାଇଲ ପରୀକ୍ଷା କରି ଏହାର ପଡୋଶୀ ଦେଶକୁ ଚମକାଇ ଦେଇଛି । ଏହି ମିଶାଇଲ କୋରିଆ ପ୍ରାନ୍ତର ପୂର୍ବ ସାଗରରେ ପରୀକ୍ଷା…
ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ପୁରୀ ଅଫିସ, ୫।୩: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୬ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ପ୍ରବାଦ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ କରିଛନ୍ତି ଶିଳ୍ପୀ…
ସବୁ ନିର୍ବାଚନମଣ୍ଡଳୀରେ ପାଳନ ହେଉଛି ‘ବିଜୁ ଜୟନ୍ତୀ’
ଭୁବନେଶ୍ୱର,୫।୩(ବ୍ୟୁରୋ): ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଆଜି ହେଉଛି ୧୦୬ତମ ଜନ୍ମ ଜୟନ୍ତୀ। ଏ ଅବସରରେ ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯାଉଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନମଣ୍ଡଳୀରେ…
ପୌର ନିର୍ବାଚନ: ଆଜି ନାମାଙ୍କନ ଦଖଲର ଚତୁର୍ଥ ଦିନ
ଭୁବନେଶ୍ୱର ୫।୩(ବ୍ୟୁରୋ): ପୌର ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ନିର୍ବାଚନ ପାଇଁ ଜଣେ ପରେ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରୁଛନ୍ତି। ତେବେ ଆଜି ନାମାଙ୍କନ ଦଖଲର ଚତୁର୍ଥ ଦିନ। ବିଭିନ୍ନ ସ୍ଥାନରେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକଙ୍କ ସହ…
ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ହେଉ ପୁଟିନ୍ଙ୍କ ବିଚାର
ମସ୍କୋ,୫ା୩: ଆକ୍ରମଣକାରୀ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କୁ ଦଣ୍ଡିତ କରିବା ଲାଗି ଏକ ସ୍ବତନ୍ତ୍ର ଟ୍ରିବ୍ୟୁନାଲରେ ତାଙ୍କର ବିଚାର କରାଯାଉ ବୋଲି ଶୁକ୍ରବାର ୟୁକ୍ରେନ୍ ପକ୍ଷରୁ ଦାବି କରାଯାଇଛି। ୟୁକ୍ରେନ୍ ସରକାର ଏବଂ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଗୋର୍ଡୋନ ବ୍ରାଉନ୍ ପୁଟିନ୍…
ଆକାଶରୁ ବୋମା ବର୍ଷା
କ୍ୱିଭ୍/ମସ୍କୋ,୫ା୩: ଆକାଶରୁ ତୁହାକୁ ତୁହା ବର୍ଷୁଛି ବୋମା। ରାଜରାସ୍ତାରେ ଫୁଟୁଛି ଗୁଳି। ବଡ଼ ବଡ଼ ଆପାର୍ଟମେଣ୍ଟ ଓ ସରକାରୀ ବିଲ୍ଡିଂଗୁଡ଼ିକୁ ରକେଟ ମାଡ଼ କରି ଧରାଶାୟୀ କରିବାରେ ଲାଗିଛି ରୁଷିଆ ସେନା। ମୃତାହତଙ୍କ ସଂଖ୍ୟା କେବଳ ଅନୁମାନ ମାତ୍ର। ପ୍ରକୃତ ସଂଖ୍ୟାର…
ଆମକୁ ମାରି ଦିଆଯିବ, ରକ୍ଷା କର
ସୁମି,୫ା୩: ଏଠାରେ ନା ଅଛି ଖାଦ୍ୟ, ନା ପାଣି। ପଦାକୁ ବାହାରିବାକୁ ଭୟ ଲାଗୁଛି। ପ୍ରତି ୨୦ ମିନିଟରେ ଏଠାରେ ଗୁଳି ଫୁଟିବା ସହ ଏୟାର ଷ୍ଟ୍ରାଇକର ଭୟ ରହିଛି। ଆମକୁ ରକ୍ଷା କରାଯାଉ ନଚେତ୍ ଆମକୁ ମାରି ଦିଆଯିବ। ଏମିତି…
ବାଣ କାରଖାନାରେ ବିସ୍ଫୋରଣ: ୧୦ ମୃତ
ଭାଗଲପୁର(ବିହାର),୫ା୩ (ପି.ଟି.): ବିହାରର ଭାଗଲପୁର ଜିଲାରେ ଏକ ବେଆଇନ ବାଣ କାରଖାନାରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଭୋର ସମୟରେ କାଜବାଲିଚକ ଅଞ୍ଚଳର ମହେନ୍ଦ୍ର…
ଜିଓଫୋନ୍ ନେକ୍ସଟ୍ର ଓଡ଼ିଶା ବଜାର ପ୍ରବେଶ
ଭୁବନେଶ୍ୱର,୫।୩: ଗୁଗଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସେହିଭଳି ଏହି ଫୋନ ରାଜ୍ୟର ୭୦୦୦ରୁ ଅଧିକ ମୋବାଇଲ ଷ୍ଟୋର୍ ସମେତ ଜିଓ ଷ୍ଟୋର୍,…
ଆଶିଷଙ୍କ ଜାମିନକୁ ଚ୍ୟାଲେଞ୍ଜ: ୧୧ରେ ଶୁଣାଣି
ନୂଆଦିଲ୍ଳୀ,୫ା୩: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ମୃତ କୃଷକଙ୍କ ପରିବାର ପକ୍ଷରୁ ସୁପ୍ରମିକୋର୍ଟରେ ଦାଏର ପିଟିଶନର ଶୁଣାଣି ମାର୍ଚ୍ଚ ୧୧ରେ କରାଯିବ। ଶୁକ୍ରବାର ପ୍ରଧାନବିଚାରପତି…
ଶ୍ୱେତା ସିଂଙ୍କ ଜାମିନ ଖାରଜ
ମୁମ୍ବାଇ, ୫ା୩: ବୁଲ୍ଳି ବାଈ ଆପ୍ ଜରିଆରେ ମୁସଲମାନ ମହିଳାଙ୍କ ଫଟୋର ଦୁରୁପଯୋଗ କରି ଟଙ୍କା ଉପାର୍ଜନ ଅଭିଯୋଗରେ ଗିରଫ ହୋଇଥିବା ଶ୍ୱେତା ସିଂଙ୍କ ଜାମିନ ଶୁକ୍ରବାର ଖାରଜ ହୋଇଯାଇଛି। ଏଥରକୁ ମିଶାଇ ସେ ଦୁଇଥର ଜାମିନ ପାଇଁ ଆବେଦନ କରିଥିଲାବେଳେ…
Archives


