ଆକାଶରୁ ବୋମା ବର୍ଷା
କ୍ୱିଭ୍/ମସ୍କୋ,୫ା୩: ଆକାଶରୁ ତୁହାକୁ ତୁହା ବର୍ଷୁଛି ବୋମା। ରାଜରାସ୍ତାରେ ଫୁଟୁଛି ଗୁଳି। ବଡ଼ ବଡ଼ ଆପାର୍ଟମେଣ୍ଟ ଓ ସରକାରୀ ବିଲ୍ଡିଂଗୁଡ଼ିକୁ ରକେଟ ମାଡ଼ କରି ଧରାଶାୟୀ କରିବାରେ ଲାଗିଛି ରୁଷିଆ ସେନା। ମୃତାହତଙ୍କ ସଂଖ୍ୟା କେବଳ ଅନୁମାନ ମାତ୍ର। ପ୍ରକୃତ ସଂଖ୍ୟାର…
ଆମକୁ ମାରି ଦିଆଯିବ, ରକ୍ଷା କର
ସୁମି,୫ା୩: ଏଠାରେ ନା ଅଛି ଖାଦ୍ୟ, ନା ପାଣି। ପଦାକୁ ବାହାରିବାକୁ ଭୟ ଲାଗୁଛି। ପ୍ରତି ୨୦ ମିନିଟରେ ଏଠାରେ ଗୁଳି ଫୁଟିବା ସହ ଏୟାର ଷ୍ଟ୍ରାଇକର ଭୟ ରହିଛି। ଆମକୁ ରକ୍ଷା କରାଯାଉ ନଚେତ୍ ଆମକୁ ମାରି ଦିଆଯିବ। ଏମିତି…
ବାଣ କାରଖାନାରେ ବିସ୍ଫୋରଣ: ୧୦ ମୃତ
ଭାଗଲପୁର(ବିହାର),୫ା୩ (ପି.ଟି.): ବିହାରର ଭାଗଲପୁର ଜିଲାରେ ଏକ ବେଆଇନ ବାଣ କାରଖାନାରେ ଶୁକ୍ରବାର ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିବା ସହ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଭୋର ସମୟରେ କାଜବାଲିଚକ ଅଞ୍ଚଳର ମହେନ୍ଦ୍ର…
ଜିଓଫୋନ୍ ନେକ୍ସଟ୍ର ଓଡ଼ିଶା ବଜାର ପ୍ରବେଶ
ଭୁବନେଶ୍ୱର,୫।୩: ଗୁଗଲ୍ ଓ ଜିଓ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଥିବା ସୁଲଭ ମୂଲ୍ୟର ସ୍ମାର୍ଟଫୋନ୍ ଜିଓଫୋନ୍ ନେକ୍ସଟ ବର୍ତ୍ତମାନ ଓଡ଼ିଶା ବଜାରରେ ପ୍ରବେଶ କରିଛି। ସେହିଭଳି ଏହି ଫୋନ ରାଜ୍ୟର ୭୦୦୦ରୁ ଅଧିକ ମୋବାଇଲ ଷ୍ଟୋର୍ ସମେତ ଜିଓ ଷ୍ଟୋର୍,…
ଆଶିଷଙ୍କ ଜାମିନକୁ ଚ୍ୟାଲେଞ୍ଜ: ୧୧ରେ ଶୁଣାଣି
ନୂଆଦିଲ୍ଳୀ,୫ା୩: ଲଖିମପୁର ଖେରି ହିଂସାର ମୁଖ୍ୟ ଅଭିଯୁକ୍ତ ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ମୃତ କୃଷକଙ୍କ ପରିବାର ପକ୍ଷରୁ ସୁପ୍ରମିକୋର୍ଟରେ ଦାଏର ପିଟିଶନର ଶୁଣାଣି ମାର୍ଚ୍ଚ ୧୧ରେ କରାଯିବ। ଶୁକ୍ରବାର ପ୍ରଧାନବିଚାରପତି…
ଶ୍ୱେତା ସିଂଙ୍କ ଜାମିନ ଖାରଜ
ମୁମ୍ବାଇ, ୫ା୩: ବୁଲ୍ଳି ବାଈ ଆପ୍ ଜରିଆରେ ମୁସଲମାନ ମହିଳାଙ୍କ ଫଟୋର ଦୁରୁପଯୋଗ କରି ଟଙ୍କା ଉପାର୍ଜନ ଅଭିଯୋଗରେ ଗିରଫ ହୋଇଥିବା ଶ୍ୱେତା ସିଂଙ୍କ ଜାମିନ ଶୁକ୍ରବାର ଖାରଜ ହୋଇଯାଇଛି। ଏଥରକୁ ମିଶାଇ ସେ ଦୁଇଥର ଜାମିନ ପାଇଁ ଆବେଦନ କରିଥିଲାବେଳେ…
ବରଫରେ ତିନି ଘଣ୍ଟା
ନୂଆଦିଲ୍ଲୀ: ରେକର୍ଡ କରିବା ଯେମିତି କେତେଜଣଙ୍କର ନିଶା ପାଲଟି ଯାଇଥାଏ। ଆଉ ଭାବିଲେ ଆଶ୍ଚର୍ଯ୍ୟ ଲାଗେ ଯେ ଏହି ରେକର୍ଡ ନିଶାରେ ସେମାନେ ନିଜକୁ କଷ୍ଟ ଦେବାକୁ ବି ପଛାନ୍ତି ନାହିଁ। ଠିକ୍ ଏମିତି କିଛି କରି ଏବେ ଗିନିଜ୍ ରେକର୍ଡ…
ବୃଦ୍ଧା ମାଲିକାଣୀଙ୍କୁ ଅନ୍ଧ କରି ଚୋରି
ହାଇଦ୍ରାବାଦ,୫ା୩: ଚୋରି ପାଇଁ ମଣିଷ କେତେ ନିମ୍ନସ୍ତରକୁ ଖସିପାରେ ଏବଂ ଜଘନ୍ୟକାଣ୍ଡ ଘଟାଇପାରେ ତାହା ଦେଖିବାକୁ ମିଳିଛି ସିକନ୍ଦରାବାଦର ନାଚରମରେ। ହାଇଦ୍ରାବାଦ ପୋଲିସ ପି. ଭାର୍ଗବୀ ନାମ୍ନୀ ଜଣେ ୩୨ବର୍ଷୀୟା ମହିଳାଙ୍କୁ ଗତ ବୁଧବାର ଗିରଫ କରିଛି, ଯିଏ କି ଚୋରି…
ଜେଟ୍ ଏୟାରଓ୍ବେଜ୍ ପକ୍ଷରୁ ନୂଆ ସିଇଓ ନିଯୁକ୍ତ
ନୂଆଦିଲ୍ଲୀ, ୫ା୩: ଓବେରୟ ହୋଟେଲ୍ସ ଆଣ୍ଡ ରିସର୍ଟର ସଭାପତି ଭାବେ କାର୍ଯ୍ୟରତ ସଞ୍ଜୀବ କପୁରଙ୍କୁ ଜେଟ୍ ଏୟାରଓ୍ବେଜ୍ର ନୂଆ ସିଇଓ ନିଯୁକ୍ତ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଜେଟ୍ ଏୟାରଓ୍ବେଜ୍ ପକ୍ଷରୁ ଘୋଷଣା କରାଯାଇଛି। କପୁର ଏପ୍ରିଲ ୪ରୁ ଦାୟିତ୍ୱ ଗ୍ରହଣ…
ହିରୋ ମୋଟୋକର୍ପର ନୂଆ ଇଭି ବ୍ରାଣ୍ଡ୍ର ଶୁଭାରମ୍ଭ
ନୂଆଦିଲ୍ଲୀ, ୫ା୩: ଦେଶର ପ୍ରମୁଖ ଦୁଇ ଚକିଆ ଯାନ ନିର୍ମାତା କମ୍ପାନୀ ହିରୋ ମୋଟୋକର୍ପ ପକ୍ଷରୁ ନୂଆ ଇଲେକ୍ଟ୍ରିକ୍ ଯାନ(ଇଭି) ବିଭାଗରେ ଏକ ନୂଆ ବ୍ରାଣ୍ଡ୍ର ଶୁଭାରମ୍ଭ କରାଯାଇଛି। ଉକ୍ତ ବ୍ରାଣ୍ଡ୍ର ନାମ ‘ଭିଡା’ ରଖାଯାଇଛି। ଭିଡା ବ୍ରାଣ୍ଡ୍ ଦ୍ୱାରା ହିରୋ…
୨୬% ପ୍ରାର୍ଥୀଙ୍କ ନାଁରେ ଆପରାଧିକ ମାମଲା
ନୂଆଦିଲ୍ଲୀ,୫ା୩(ପି.ଟି.): ସାତ ପର୍ଯ୍ୟାୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୪,୪୦୬ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରୁ ୨୬ ପ୍ରତିଶତଙ୍କ ନାଁରେ ଆପରାଧିକ ମାମଲା ରହିଥିବା ସେମାନେ ସତ୍ୟପାଠରେ ଘୋଷଣା କରିଥିବା ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫମର୍ସ (ଏଡିଆର୍) ରିପୋର୍ଟରେ…
ପୂର୍ବତନ ସେନା ମୁଖ୍ୟ ଜେନେରାଲ ସୁନୀଥଙ୍କ ବିୟୋଗ
ପଣଜୀ,୫ା୩: ପୂର୍ବତନ ଆର୍ମି ମୁଖ୍ୟ ଜେନେରାଲ ସୁନିଥ ଫ୍ରାନ୍ସିସ୍ ରୋଡ୍ରିଗୁଜ୍ଙ୍କ ୮୮ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଶୁକ୍ରବାର ଏ ନେଇ ଆର୍ମିର ଅଫିସିଆଲ ଟୁଇଟର ପେଜ୍ରେ ସୂଚନା ଦିଆଯାଇଥିଲା। ଜେନେରାଲ ସୁନୀଥ ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ଆର୍ମି ମୁଖ୍ୟ ଭାବେ…
Archives


