ରୁଷିଆର ଦାବି: ଦୋନେତସ୍କ, ଖାରକିଭରେ ମିଶାଇଲ ଆକ୍ରମଣରେ ୩୦୦ ୟୁକ୍ରେନ ସେନା ନିହତ

ମସ୍କୋ,୮ ।୮: ରୁଷିଆ ସେନା ୟୁକ୍ରେନର ଦୋନେତସ୍କରେ ମିଶାଇଲ ଆକ୍ରମଣ କରିଛନ୍ତି । ଖାରକିଭର ଯେଉଁ ସ୍ଥାନରେ ରୁଷିଆ ସେନା ପ୍ରବେଶ କରି ପାରି ନାହାନ୍ତି ସେହି ସ୍ଥାନକୁ ବି ଟାର୍ଗେଟ କରି ରୁଷିଆ ମିଶାଇଲ ମାଡ କରିଥିବା ପ୍ରକାଶ କରିଛି । ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ଦାବି କରିଛି କି ସଦ୍ୟ ଆକ୍ରମଣରେ ୟୁକ୍ରେନରେ ବହୁ କ୍ଷୟକ୍ଷତି ହୋଇଛି । ଏହି ଆକ୍ରମଣରେ କେବଳ ୟୁକ୍ରେନ ସେନାଙ୍କୁ ଟାର୍ଗେଟ କରାଯାଇନାହିଁ ବରଂ ୟୁକ୍ରେନର ବହୁ ଗାଡି, ସେନା ବେସକୁ ନଷ୍ଟ କରିଦିଆଯାଇଥିବା ରୁଷିଆ ଦାବି କରିଛି । ଏହାର ପ୍ରମାଣ ସ୍ୱରୂପ ମନ୍ତ୍ରଣାଳୟ ପକ୍ଷରୁ କିଛି ଭିଡିଓ ବି ଜାରି କରାଯାଇଛି ।
ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୋନେତସ୍କରେ ହୋଇଥିବା ଆକ୍ରମଣରେ ୟୁକ୍ରେନର ୨୦୦ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଖାରକିଭରେ ୟୁକ୍ରେନର ୧୦୦ ସେନାଙ୍କ ମୃତ୍ୟୁ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ତାଲିବାନ ଆତଙ୍କ: ଲୋକଙ୍କୁ କଲେ ବନ୍ଧକ…

ଇସଲାମାବାଦ,୧୯।୧୨ : ପାକିସ୍ତାନରେ ତାଲିବାନ ଆତଙ୍କବାଦୀମାନେ ଆତଙ୍କ ସୃଷ୍ଟି କରିଛନ୍ତି। ସେମାନେ ଏକ ଆତଙ୍କବାଦ ବିରୋଧୀ କେନ୍ଦ୍ରକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି। ସେହିପରି ପଶ୍ଚିମ ପାକିସ୍ତାନର...

ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଲେ ସରକାର

ଢାକା,୧୬।୧୨: ଭାରତରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀଙ୍କ ତାଲିକା ମାଗିଛନ୍ତି ବାଂଲାଦେଶ ସରକାର। ଯଦି କେହି ବାଂଲାଦେଶୀ ନାଗରିକ ଅବୈଧଭାବେ ଭାରତରେ ରହୁଥିବେ ତେବେ ଦେଶ...

ମଣିଷ ଶୋଇଲେ ଶୋଇଯାଏ କରୋନା କହିଲେ ପାକିସ୍ତାନୀ ଧର୍ମଗୁରୁ

ଇସଲାମାବାଦ୍‌, ୧୪।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏପରିସ୍ଥଳେ ପାକିସ୍ତାନର କେତେକ ଧର୍ମଗୁରୁ କରୋନା...

ରିସେପ୍‌ଶନ ପାର୍ଟି ବାତିଲ ଟଙ୍କାରେ ନବଦମ୍ପତି କଲେ ଏମିତି କାର୍ଯ୍ୟ

ଆବୁଧାବି,୨୯ା୧୨: ବିବାହ କରିଥିବା ନବଦମ୍ପତ୍ତି ରିସେପଶନ ପାର୍ଟିକୁ ବାତିଲ କରିଛନ୍ତି। ଏହି ଦମ୍ପତି ଯେଉଁ ମହାନ କାମ କରିଛନ୍ତି, ଆପଣ ବି ଜାଣିଲେ ପ୍ରଶଂସା କରିବେ।...

ପାର୍କିଂ ଅଞ୍ଚଳରେ ଧାଡ଼ି ଧାଡ଼ି ମୃତଦେହ, ଚାଇନା ମିଥ୍ୟାର ପର୍ଦ୍ଦାଫାଶ କଲା ଭିଡ଼ିଓ…

ବେଜିଂ,୨୮।୧୨ : କରୋନା ଯୋଗୁଁ ଚାଇନାରେ ଆତଙ୍କ ଦେଖାଦେଇଛି। ଦୈନିକ ପଞ୍ଜୀକୃତ ହେଉଥିବା ମାମଲା ସଂଖ୍ୟା କୋଟି କୋଟି ବୋଲି କୁହାଯାଉଛି। ତେଣୁ ଏଥି ସହିତ...

କରୋନା ସହିତ ଲଢ଼େଇ: ଗବେଷଣା ପାଇଁ ୪୦୦୦ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ବିସିଜି ଟୀକା

ମେଲବୋର୍ନ,୩୧।୩: କରୋନା ସଂକ୍ରମଣ ସାରା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହାକୁ ରୋକିବା ଲାଗି ଇତିମଧ୍ୟରେ କୌଣସି ଔଷଧ ପ୍ରସ୍ତୁତ ହୋଇପାରି ନାହିଁ। ପ୍ରତି ଦେଶର...

ମହାରାଣୀଙ୍କ ମୃତ୍ୟୁ ପରେ ଆକାଶରେ ଦିଶିଲା ୨ ଇନ୍ଦ୍ରଧନୁ

ଲଣ୍ଡନ,୯।୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ୯୬ ବର୍ଷ ବୟସରେ ପରଲୋକ ଘଟିଛି। ରାଣୀଙ୍କୁ ଶେଷ ସମ୍ମାନ ଜଣାଇବା ପାଇଁ ବକିଙ୍ଗହମ ପ୍ୟାଲେସ ବାହାରେ ଶହ...

ଇସ୍ତଫା ଦେବିନି, ଶେଷ ବଲ୍‌ ଯାଏ ଲଢ଼ିବି: ଇମ୍ରାନ୍‌

ଇସ୍‌ଲାମାବାଦ, ୩୧ା୩: ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ସ୍ଥଗିତ ହେବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ଗୁରୁବାର ସନ୍ଧ୍ୟାରେ ଦେଶକୁ ସମ୍ବୋଧନ କରିଛନ୍ତି। ଏହି...

Advertisement
Archives

Model This Week