Home Left

ଆମକୁ ଲାଜ ଲାଗୁଛି କହିବାକୁ ଯେ ଆମ ସରକାର ଶାସନ କରୁଛି: ମହେଶ ଶର୍ମା

ନୂଆଦିଲ୍ଲୀ,୮ ।୮: ଉତ୍ତର ପ୍ରଦେଶ ନୋଏଡାର ଗ୍ରାଣ୍ଡ ଓମେକ୍ସ ସୋସାଇଟିରେ ମହିଳାଙ୍କୁ ଅଭଦ୍ର ବ୍ୟବହାର ଘଟଣା ବେଳକୁ ବେଳ ତୀବ୍ର ହେବାରେ ଲାଗିଛି । ଏବେବି ଅଭିଯୁକ୍ତ ଶ୍ରୀକାନ୍ତ ତ୍ୟାଗିଙ୍କୁ ପୋଲିସ ଗିରଫ କରି ପାରିନାହିଁ । ଏହାରି ଭିତରେ ରବିବାର…

ହାଇକୋର୍ଟରେ ହାତୀ ଶିକାର ଓ ମୃତ୍ୟୁ ମାମଲା: ତଥ୍ୟ ଲୁଚାଇଲେ ପିସିସିଏଫ୍‌

ଭୁବନେଶ୍ୱର,୮ା୮(ବ୍ୟୁରୋ): ରାଜ୍ୟରେ ହାତୀ ଶିକାର ଓ ମୃତ୍ୟୁକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ଏକ ଜନସ୍ବାର୍ଥ ମାମଲାରେ ବନ୍ୟପ୍ରାଣୀ ପିସିସିଏଫ୍‌ ଶଶୀ ପଲ ଗତ ୬ ତାରିଖରେ ଏକ ସତ୍ୟପାଠ ମାଧ୍ୟମରେ ୫ ବର୍ଷର ହାତୀ ଶିକାର ଓ ଆନୁଷଙ୍ଗିକ ତାଲିକା…

ଆଲେକ୍ସାର ନୂଆ ନଁ। ‘ଜିଗି’

ଲଣ୍ଡନ,୮।୮: ମଲ୍ଟି ନ୍ୟାଶନାଲ ଟେକ୍ନୋଲଜି କମ୍ପାନୀ ଆମାଜନ୍‌ ଇକୋ ଡିଭାଇସ୍‌ ଆଲେକ୍ସାର ଆଉ ଏକ ନାମ ବା ଓ୍ବେକ୍‌ ଓ୍ବାର୍ଡ ସ୍ଥିର କରିଛି। ଏହି ନୂଆ ଓ୍ବେକ୍‌ ଓ୍ବାର୍ଡଟି ହେଉଛି ‘ଜିଗି’। ଇକୋ ଡିଭାଇସ୍‌ ଆଲେକ୍ସାର ଏହା ହେଉଛି ପଞ୍ଚମ ଓ୍ବେକ୍‌…

ଆମ୍‌ସାର୍‌ ଆଇନ ସଂଶୋଧନ କର

ଭୁବନେଶ୍ବର,୮।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ରାନୀ କା ଭାବ୍‌କୁ ୟୁନେସ୍କୋ ଐତିହ୍ୟସ୍ଥଳ ତାଲିକାରେ ସାମିଲ କରିବା ଦିଗରେ ନେଇଥିବା ପଦକ୍ଷେପ ପ୍ରଶଂସନୀୟ। ଉଭୟ କାରିଗରୀ ଓ ଆଇନଗତ ଢାଞ୍ଚାରେ ଏଭଳି ଏତିହ୍ୟସ୍ଥଳଗୁଡ଼ିକର ସଂରକ୍ଷଣ ତଥା ସୁରକ୍ଷା ବ୍ୟବସ୍ଥା…

ଏହି ଅଭିନେତ୍ରୀଙ୍କ ନାମ ସହ ଅଛି ସଲ୍‌ମାନଙ୍କ କନେକ୍‌ଶନ

ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ଧୀରେ ଧୀରେ ଇଣ୍ଡଷ୍ଟ୍ରିରେ ସଫଳତା ପାଇବାରେ ଲାଗିିଛନ୍ତି। ସେ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଆରାଙ୍କ ନାମ ଆଲିଆ ଥିଲା। ଡେବ୍ୟୁ ସହିତ ସେ ତାଙ୍କ ନାମ ପରିବର୍ତ୍ତନ କରିଥିଲେ। କିଆରା…

ଆମେରିକା ଦୂତାବାସ ଉପରେ ଆକ୍ରମଣକୁ ପୂରିଲା ୨୪ ବର୍ଷ

ୱାଶିଂଟନ,୮ ।୮: ପୂର୍ବ ଆଫ୍ରିକାରେ ଆମେରିକା ଦୂତାବାସ ଉପରେ ୧୯୯୮ରେ ହୋଇଥିବା ବୋମାମାଡ ଘଟଣାକୁ ୨୪ ବର୍ଷ ପୂରଣ ହୋଇଛି । ଏହାକୁ ନେଇ ଆମେରିକା ଏକ ବୟାନ ଜାରି କରିଛି । ଆମେରିକା କହିଛି, ସେ ଅଲ-କାଏଦା ନେତା ଅୟମାନ…

ଶ୍ରୀକାନ୍ତ ତ୍ୟାଗି ମାମଲା: ନୋଏଡା ସୋସାଇଟିରେ ଗଣ୍ଡଗୋଳ ଉପରେ କାର୍ଯ୍ୟାନୁଷ୍ଠାନ, ଥାନା ପ୍ରଭାରି ନିଲମ୍ବିତ

ନୋଏଡା,୮ ।୮: ଉତ୍ତର ପ୍ରଦେଶର ନୋଏଡାରେ ଓଏମଏକ୍ସ ସେସୋଇଟିରେ ମହିଳାଙ୍କୁ ଧମକାଇଥିବା ଭାରତୀୟ ଜନତା ପାର୍ଟି(ଭାଜପା) ନେତା ଶ୍ରୀକାନ୍ତ ତ୍ୟାଗିଙ୍କ ବିରୋଧରେ ଗ୍ୟାଙ୍ଗଷ୍ଟର ଆକ୍ଟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ବ୍ୟତୀତ ଅଭିଯୁକ୍ତ ନେତାଙ୍କ ସମ୍ପତ୍ତି ମଧ୍ୟ ଏଥିରେ ସଂଲଗ୍ନ…

ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ, ଆତଙ୍କବାଦୀ ସଙ୍ଗଠନର ଦୁଇ ମୁଖ୍ୟ କମାଣ୍ଡର ନିହତ

ଗାଜା ସିଟି,୮ ।୮: ଗାଜା ପଟ୍ଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ଉଗ୍ରବାଦୀ ଇସଲାମିକ ଜିହାଦର ଦ୍ୱିତୀୟ ଶୀର୍ଷ ମୁଖ୍ୟ କମାଣ୍ଡର ଖାଲିଦ ମଂସୁର ନିହତ ହୋଇଥିବା ଜଣାପଡିଛି । ଏହି ବିମାନ ଆକ୍ରମଣରେ ଏବେ ସୁଦ୍ଧା ଇସଲାମିକ ଜିହାଦର ୨…

୪-୧ରେ ଭାରତର ସିରିଜ ବିଜୟ

ଲଡରହିଲ,୭।୮: ଫ୍ଲୋରିଡାରେ ଖେଳାଯାଇଥିବା ଟି-୨୦ ସିରିଜର ରବିବାର ଅନ୍ତିମ ମ୍ୟାଚରେ ଭାରତ ୮୮ ରନ୍‌ରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୪-୧ରେ କବ୍‌ଜା କରି ନେଇଛି। ଭାରତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି…

ଭାରତରେ ଆମେରିକା ନୌସେନା ଜାହାଜ

ନୂଆଦିଲ୍ଲୀ,୭।୮: ଭାରତ-ଆମେରିକା ଦ୍ୱିପାକ୍ଷିକ ପ୍ରତିରକ୍ଷା ଓ ସାମରିକ ସହଯୋଗ ବୃଦ୍ଧିର ସ୍ବରୂପ ଆମେରିକା ନୌସେନାର ଏକ ଜାହାଜ ମରାମତି ଓ ଆନୁଷଙ୍ଗିକ ସେବା ନିମନ୍ତେ ପ୍ରଥମ ଥର ପାଇଁ ଭାରତ ଆସିଛି। ତାଇଓ୍ବାନ ପ୍ରସଙ୍ଗକୁ ନେଇ ଚାଇନା ଆମେରିକା ମୁହାଁମୁହିଁ ହୋଇଥିବା…

ହୀରାକୁଦ ଡ୍ୟାମ୍‌ରେ ବୁଡିଯାଇ ୨ ଅଧିକାରୀ ନିଖୋଜ, ଜଣେ ଉଦ୍ଧାର

ସମ୍ବଲପୁର,୭ା୮(ବ୍ୟୁରୋ): ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ଝାଙ୍କରାଣୀପୀଠ ମନ୍ଦିର ଘାଟରେ ରବିବାର ଏକ ଅଘଟଣ ଘଟିଛି। ଡ୍ୟାମରେ ବୁଡିଯାଇ ସମ୍ବଲପୁର ମହାନଦୀ କୋଇଲା କମ୍ପାନୀ(ଏମ୍‌ସିଏଲ୍‌ )ର ୨ଜଣ କର୍ମଚାରୀ ନିଖୋଜ ଅଛନ୍ତି। ସେମାନେ ହେଲେ ମହେଶ ଛିତୋରୀ( ୪୦) ଓ ଅଭିଷେକ କୁମାର(…

ଓ୍ବେଷ୍ଟଇଣ୍ଡିଜ ଆଗରେ ୧୮୯ ରନ୍‌ ଟାର୍ଗେଟ୍‌

ଲଡରହିଲ, ୭।୮: ଫ୍ଲୋରିଡାରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଉଥିବା ଟି-୨୦ ସିରିଜର ଅନ୍ତିମ ତଥା ପଞ୍ଚମ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?