ଆଜି ପୁଣି ବନ୍ଦ ରହିଛି ଜଗା ଦର୍ଶନ
ପୁରୀ ଅଫିସ, ୮।୩: ଶ୍ରୀମନ୍ଦିରରେ ଆଜି ପୁଣି ବନ୍ଦ ରହିଛି ଦର୍ଶନ । ଜଣେ ଭକ୍ତ ମନ୍ଦିର ପରିସରରେ ବାନ୍ତି କରିଦେବାରୁ ଦର୍ଶନ ବନ୍ଦ ରହିଛି। ଭିତରକାଠ ନିକଟରେ ଭକ୍ତ ଜଣଙ୍କ ବାନ୍ତି କରିଦେବାରୁ ମହାପ୍ରଭୁଙ୍କ ମହାସ୍ନାନ ନୀତି କରାଯାଇଛି। ଅବକାଶ…
ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
ଭୁବନେଶ୍ୱର,୮।୩(ବ୍ୟୁରୋ): ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟ୍ କରି ଲେଖିଛନ୍ତି, ନାରୀ ସଶକ୍ତିକରଣ ପାଇଁ ଓଡ଼ିଶା ସବୁବେଳେ ପଦକ୍ଷେପ ନେଇଛି। ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ…
ଫଟୋଶୁଟକୁ ନେଇ ଚର୍ଚ୍ଚାରେ କାଜଲ
ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ଏବେ ଗର୍ଭବତୀ । ଏହି ଖବର ସେ କିଛିଦିନ ପୂର୍ବରୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରିଥିଲେ । ସେ ତାଙ୍କ ପ୍ରେଗ୍ନେସିକୁ ଖୁବ୍ ଏନଜୟ କରୁଥିବା ମଝିରେ ମଝିରେ ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶାଇ…
ଉତ୍ସାହିତ ପ୍ରାର୍ଥୀ: ୧୪ ପରେ ଅସଲ ଲଢେଇ
ସୁନ୍ଦରଗଡ଼,୮।୩(ଡି.ଏନ୍.ଏ.): ପ୍ରାର୍ଥତ୍ପତ୍ର ଦାଖଲର ଅନ୍ତିମ ଦିନରେ ପ୍ରମୁଖ ରାଜନୈତିକ ଦଳ ସମେତ ସ୍ବାଧୀନ ପ୍ରାର୍ଥୀ ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏପରି କି ପୌର ପରିଷଦର କାର୍ଯ୍ୟକାଳ ସମାପ୍ତର ଦୀର୍ଘ ୩ ବର୍ଷ ପରେ ପୌର…
କୋଣାର୍କରେ ପ୍ରବେଶ ଶୁଳ୍କ ଛାଡ଼
କୋଣାର୍କ,୮।୩(ଡି.ଏନ୍.ଏ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଆର୍ଥିକ, ରାଜନୈତିକ, ସାମାଜିକ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ବଢ଼ାଇବା ଓ ଅଧିକାର ପ୍ରତି ସଚେତନ କରିବା ଏହି ଦିବସର ମୂଳ ଲକ୍ଷ୍ୟ । ମାର୍ଚ୍ଚ ୮ ମହିଳା ଦିବସ ଅବସରରେ ମଙ୍ଗଳବାର ସୂର୍ଯ୍ୟ ମନ୍ଦିର…
ଶ୍ରୁତି ମହାପାତ୍ରଙ୍କୁ ମିଳିଲା ନାରୀ ଶକ୍ତି ପୁରସ୍କାର
ଭୁବନେଶ୍ୱର,୮।୩(ବ୍ୟୁରୋ):ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାମାନଙ୍କୁ ସମ୍ମାନିତ କରୁଛନ୍ତି। ଉତ୍ସର୍ଗୀକୃତ ସେବା ପାଇଁ ୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର ଦିଆଯାଉଛି। ଏଥିରେ ଓଡ଼ିଶାର ସମାଜସେବୀ ଶ୍ରୁତି ମହାପାତ୍ରଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି।…
୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର
ନୂଆଦିଲ୍ଲୀ,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହିଳାମାନଙ୍କୁ ସମ୍ମାନିତ କରୁଛନ୍ତି। ଉତ୍ସର୍ଗୀକୃତ ସେବା ପାଇଁ ୨୯ ମହିଳାଙ୍କୁ ନାରୀ ଶକ୍ତି ପୁରସ୍କାର ଦିଆଯାଉଛି।
ମହିଳା ଦିବସରେ ଏହି ସବୁ ସ୍ଥାନକୁ ମାଗଣାରେ କରିହେବ ପ୍ରବେଶ
ନୂଆଦିଲ୍ଲୀ,୮।୩: ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମଙ୍ଗଳବାର ତାଜମହଲ, ଆଗ୍ରା ଦୁର୍ଗ, ଫତେହପୁର ସୀକରୀ ସମେତ ସମସ୍ତ ସ୍ମାରକୀରେ ପ୍ରବେଶ ନିଶୁଳ୍କ କରାଯାଇଛି । ଏ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣର ନିର୍ଦ୍ଦେଶକ ଏହି ସୂଚନା ଦେଇଛନ୍ତି ।…
ବଢ଼ିପାରେ ପେଟ୍ରୋଲ ଡିଜେଲ ଦର
ଭୁବନେଶ୍ୱର,୮।୩(ବ୍ୟୁରୋ): ଆଜିଠୁ ପେଟ୍ରୋଲ ଓ ଡିଜେଲ ଦର ବଢିପାରେ । ୫ ରାଜ୍ୟର ନିର୍ବାଚନ ପରେ ପୁଣି ପେଟ୍ରୋଲ ଡିଜେଲ ଦର ଏକାଥରକେ ୧୫ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଚର୍ଚ୍ଚା ହେଉଛି । ସୋମବାର ଉତ୍ତରପ୍ରଦେଶ ନିର୍ବାଚନ ଶେଷ ହୋଇଛି…
ସମସ୍ତଙ୍କ ହୃଦୟ ଜିତିଲେ ମନ୍ଧାନା
ଖ୍ରୀଷ୍ଟଚର୍ଚ୍ଚ,୮।୩: ଭାରତୀୟ ମହିଳା କ୍ରିକେଟ ଟିମ ଚଳିତ ଆଇସିସି ମହିଳା ବିଶ୍ୱକପରେ ଜବରଦସ୍ତ ଆରମ୍ଭ କରିଛି। ଭାରତ ତା’ର ପ୍ରଥମ ମ୍ୟାଚରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୦୭ ରନର ପରାସ୍ତ କରିଛି। ପଡିଆ ଭିତରେ ଦମଦାର ପ୍ରଦର୍ଶନ ପରେ ଟିମ ଇଣ୍ଡିଆ ଏକ…
ସିଏସ୍କେରେ ଯୋଗଦେବେ ଆୟର୍ଲାଣ୍ଡ ପେସର
ଡବଲିନ,୮।୩: ଆଇପିଏଲର ଆଗାମୀ ସଂସ୍କରଣ ଲାଗି ଆୟର୍ଲାଣ୍ଡ ପେସର ଜୋଶ ଲିଟିଲଙ୍କୁ ଦଳରେ ସାମିଲ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ତେବେ ଲିଟିଲଙ୍କୁ ନେଟ୍ ବୋଲର ଭାବେ ଦଳରେ ସାମିଲ କରାଯାଇଛି। “ଆଗାମୀ ଆଇପିଏଲର ପ୍ରାରମ୍ଭିକ ପର୍ଯ୍ୟାୟରେ ଚେନ୍ନାଇ ସୁପର…
ଓ୍ବର୍ନଙ୍କ ଉପରେ ମନ୍ତବ୍ୟ ଲାଗି କ୍ଷମାପ୍ରାର୍ଥନା କଲେ ଗାଭାସ୍କର
ନୂଆଦିଲ୍ଲୀ,୮।୩: ଅଷ୍ଟ୍ରେଲିଆନ କିମ୍ବଦନ୍ତୀ ଶେନ ଓ୍ବର୍ନଙ୍କୁ ସର୍ବକାଳୀନ ସ୍ପିନର କହିବାକୁ ମନା କରି ଦେଇଥିଲେ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର। ଏଥିଯୋଗୁ ଲିଟ୍ ମାଷ୍ଟର ଦୁଃଖ ପ୍ରକାଶ କରିବା ସହ କ୍ଷମାପ୍ରାର୍ଥନା କରିଛନ୍ତି। “ସେହି ପ୍ରଶ୍ନ କରାଯିବା ଉଚିତ ନ…
Archives


