କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡର ଶୁଭାରମ୍ଭ

ନୂଆଦିଲ୍ଲୀ,୭।୯: ଦେଶର ପ୍ରମୁଖ ପିଓର-ପ୍ଲେ କ୍ରେଡିଟ୍‌ କାର୍ଡ ଜାରିକର୍ତ୍ତା ଏସ୍‌ବିଆଇ କାର୍ଡ ପକ୍ଷରୁ ନିକଟରେ ‘କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ ହେଉଛି ଉଦ୍ୟୋଗର ପ୍ରଥମ କ୍ୟାଶ୍‌ବ୍ୟାକ୍‌ ଉପରେ ଧ୍ୟାନ ଆକର୍ଷଣ କରୁଥିବା କ୍ରେଡିଟ୍‌ କାର୍ଡ, ଯାହା ସହାୟତାରେ କାର୍ଡଧାରୀମାନେ ସେମାନଙ୍କର ସମସ୍ତ ପ୍ରକାର ଅନ୍‌ଲାଇନ ଖର୍ଚ୍ଚରେ ୫% କ୍ୟାଶ୍‌ବ୍ୟାକ୍‌ ସୁବିଧା ପାଇପାରିବେ ଓ ଏଥିରେ କୌଣସି ପ୍ରକାର ବାଣିଜି୍ୟକ ପ୍ରତିବନ୍ଧକ ରହିବ ନାହିଁ। ଏହା ସମସ୍ତ ବର୍ଗର ଗ୍ରାହକଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। ମାସଠାରୁ ଆରମ୍ଭକରି ପ୍ରିମିୟମ ପର୍ଯ୍ୟନ୍ତ ଏହି କାର୍ଡ ସରଳ, ସିମ୍‌ଲେସ୍‌ ଓ ସମ୍ପୂର୍ଣ୍ଣ ଡିଜିଟାଲ ଜଏନିଂ ଅନୁଭବ ପ୍ରଦାନ କରିଥାଏ। ସମଗ୍ର ଭାରତର ଗ୍ରାହକମାନଙ୍କ ପାଇଁ ଟିୟର ୨ ଓ ଟିୟର ୩ ସହର ମଧ୍ୟ ଅନ୍ତର୍ଭୁକ୍ତ ରହିଛି। ସେମାନେ ମଧ୍ୟ ଘରେ ବସି ‘ଏସ୍‌ବିଆଇ କାର୍ଡ ସ୍ପ୍ରିଣ୍ଟ’ର ଡିଜିଟାଲ ଆପ୍ଲିକେଶନ ପ୍ଲାଟ୍‌ଫର୍ମ ମାଧ୍ୟମରେ କ୍ଲିକ୍‌ କରି ତୁରନ୍ତ କ୍ୟାଶ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡକୁ ସହଜରେ ପାଇପାରିବେ। ଏକ ସ୍ବତନ୍ତ୍ର ଅଫର ଭାବରେ ଏହି କଣ୍ଟାକ୍ଟଲେସ୍‌ କାର୍ଡଟି ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ମାଗଣା ରହିଛି। ଏହାର ଦୃଢ଼ କାର୍ଯ୍ୟକାରିତା କାରଣରୁ କ୍ୟାସ୍‌ବ୍ୟାକ୍‌ ଏସ୍‌ବିଆଇ କାର୍ଡ ଗ୍ରାହକମାନେ ସମସ୍ତ ଖର୍ଚ୍ଚରେ ଅନ୍‌ଲିମିଟେଡ୍‌ ୧% କ୍ୟାଶ୍‌ବ୍ୟାକ୍‌ ପାଇପାରିବେ। କ୍ୟାଶ୍‌ବ୍ୟାକ୍‌ ପରିମାଣ ଅନ୍‌ଲାଇନ ଖର୍ଚ୍ଚରେ ୫%କୁ ବୃଦ୍ଧିପାଇବ ଯାହାକି ମାସିକ ଷ୍ଟେଟମେଣ୍ଟ ସାଇକେଲରେ ସର୍ବାଧିକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ହେବ ବୋଲି ଏସ୍‌ବିଆଇ କାର୍ଡର ଏମ୍‌ଡି ତଥା ସିଇଓ ରାମମୋହନ ରାଓ ଅମାରା ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ଶିକ୍ଷକ ନିଯୁକ୍ତି ନେଇ ମୋହନ କଲେ ବଡ଼ ଘୋଷଣା, ଏତେଜଣଙ୍କୁ ମିଳିବ ଚାକିରି…

ଭୁବନେଶ୍ୱର,୧୫।୮: ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ତ୍ରିରଙ୍ଗା ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶାବାସୀ ଓ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri