Posted inଫୁରସତ

ସମୋସା ପ୍ଲେଟ୍‌ରେ ନ ଦେବାରୁ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌

ଛତ୍ରପୁର: ମଧ୍ୟପ୍ରଦେଶର ଜଣେ ଦୋକାନୀ ସମୋସା ପ୍ଲେଟ୍‌ରେ ପରିବେଷଣ ନ କରିବା ଏବଂ ଚାମଚ ନ ଦେବାରୁ ଜଣେ ଗ୍ରାହକ ଉତ୍‌କ୍ଷିପ୍ତ ହୋଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନକୁ ଫୋନ ଲଗାଇଥିଲେ। ଛତ୍ରପୁର ବସ୍‌ଷ୍ଟାଣ୍ଡରେ ଥିବା ‘ରାକେଶ ସମୋସା’ ନାମକ ଜଳଖିଆ ଦୋକାନ ନାଁରେ ଅଭିଯୋଗ ଦାଏର ଲାଗି ସେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ କହିଥିଲେ। ଅଭିଯୋଗରେ ଯୁବକ ଜଣକ ଦର୍ଶାଇଛନ୍ତି, ସେ ଜଳଖିଆ ଦୋକାନରୁ ସମୋସା କିଣିଥିଲେ ମଧ୍ୟ ଦୋକାନୀ ତାଙ୍କୁ ପ୍ଲେଟ୍‌ ଓ ଚାମଚରେ ତାହା ପରିବେଷଣ କରିବାକୁ ମନା କରିଦେଇଥିଲେ। ଅଭିଯୋଗକାରୀଙ୍କ ନାମ ବଂଶ ବାହାଦୁର ବୋଲି ଜଣାପଡ଼ିଛି। ଏଠାରେ ସମୋସା ପ୍ୟାକେଟରେ ଦିଆଯାଉଥିବାରୁ ଦୋକାନୀ ପ୍ଲେଟ୍‌ କିମ୍ବା ଚାମଚ ଦେଉନାହାନ୍ତି। ଏହି ସମସ୍ୟାର ଯଥାଶୀଘ୍ର ସମ୍ଭବ ସମାଧାନ କରାଯାଉ ବୋଲି ଯୁବକ ଜଣକ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଦୋକାନ, ଯେଉଁଠି କବାଟ ନାହିଁ କି ମାଲିକ ବସନ୍ତିନି; ଗ୍ରାହକ ମନ ଇଚ୍ଛା ନିଅନ୍ତି ସଉଦା

ଆଜିର ଯୁଗରେ ଲୋକମାନେ ନିଜ ଲୋକମାନଙ୍କୁ ବି ଖୋଲାଖୋଲି ବିଶ୍ୱାସ କରିପାରୁ ନାହାନ୍ତି ଏପରି ସ୍ଥିତିରେ ଜଣେ ଦୋକାନୀ ଅଜଣା ଗ୍ରାହକଙ୍କୁ ବିଶ୍ୱାସ କରୁଥିବାର ଜାଣି...

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ...

ଶକ୍ତିଶାଳୀ ବ୍ଲାକ୍‌ ହୋଲ୍‌

ନୂଆଦିଲ୍ଲୀ: ସୌରଜଗତର କେନ୍ଦ୍ରଭାଗରେ ଅବସ୍ଥାପିତ ବ୍ଲାକ୍‌ ହୋଲ୍‌ ସମ୍ପୂର୍ଣ୍ଣଭାବେ ତାରକାମାନଙ୍କୁ ନିଜ ଅକ୍ତିଆରରେ ରଖିଥାଏ। କେଉଁ ତାରକା କିପରି ଜନ୍ମ ନେବ ଏବଂ କେଉଁ ତାରକା...

ଯୁଗ ସହିତ ନିଜକୁ ପରିବର୍ତ୍ତନ କରିଛି କାଉ: ଟ୍ୟାପ୍‌ ଖୋଲି ପିଉଛି ପାଣି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ...

ଏହି ଡିଏନ୍‌ଏ ଯୋଗୁ ବଦଳିଯିବ ମାନବ ଶରୀରର ଗଠନ, ଚିନ୍ତାରେ ବୈଜ୍ଞାନିକ

ସାଧାରଣତଃ ମାନବ ଶରୀର ଡିଏନ୍‌ରେ ତିଆରି। ତାହା ହେଉଛି ଡିଓକ୍ସାଇରିବୋନ୍ୟୁକ୍ଲିକ ଏସିଡ୍‌ (ଡିଏନ୍‌ଏ)। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ସମସ୍ତେ ଜାଣିଛେ, ଡିଏନ୍‌ଏର ସଂରଚନା ହେଉଛି ଡବଲ...

ସୋସିଆଲ ମିଡିଆରେ ହୋଇଥିଲା ପ୍ରେମ, ପ୍ରେମିକାଙ୍କୁ ଦେଖିବା ପରେ ପ୍ରେମିକ ମାରିଲେ ଛୁ; କାରଣ ଜାଣିଲେ…

ଆଜିକାଲି ଯୁଗରେ ପ୍ରେମୀଯୁଗଳ ଡେଟ୍‌ରେ ଯିବାକୁ ଭାରି ପସନ୍ଦ କରୁଛନ୍ତି। କିନ୍ତୁ ଥରେ ଭାବିଲେ ପ୍ରେମିକା ଜଣକ ପ୍ରେମିକଙ୍କ ସହ ଡେଟ୍‌ରେ ଯିବାକୁ ଉତ୍ସାହିତ ହୋଇ...

ପାହାଚରୁ ଏମିତି ଓହ୍ଲାଉଛି ବିଲେଇ, ଦେଖିଲେ ଲାଗିବ ସାପ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

କରୋନା ସମୟରେ ଏହି ଦେଶରେ ଆୟୋଜନ ହେଉଛି ଗ୍ରାଣ୍ଡ୍‌ ପାର୍ଟି: ୧୫ ମିନିଟ୍‌ରେ ଅତିଥିଙ୍କର କରାଯାଉଛି ରାପିଡ୍‌ ଟେଷ୍ଟ୍‌

ଓ୍ବାଶିଂଟନ୍‌,୧୫ା୮: ସମଗ୍ର ବିଶ୍ୱରେ କରୋନା ଆତଙ୍କ ସୃଷ୍ଟି କରି ଚାଲିଥିବା ବେଳେ ଆମେରିକାର ସବୁଠୁ ଧନୀ ଲୋକମାନେ କରୋନା ସମୟରେ ମଧ୍ୟ ଗ୍ରାଣ୍ଡ୍‌ ପାର୍ଟି କରୁଛନ୍ତି।...

Advertisement
Archives

Model This Week