କୋଚିଂ ଦେବା ବେଳେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା, ଫିଲ୍ମ କାହାଣୀଠାରୁ କମ୍ ନୁହେଁ…
ବମ୍ବେ: ଫିଲ୍ମଷ୍ଟାରଙ୍କ ଫିଲ୍ମି ଲଭ୍ଷ୍ଟୋରୀ। ଛାତ୍ରୀଙ୍କ ପ୍ରେମରେ ପଡ଼ି କରିଛନ୍ତି ବିବାହ। ଆମେ କହୁଛି ଅଭିନେତା ଆର୍ ମାଧବନଙ୍କ କଥା। ଚଳଚ୍ଚିତ୍ର ’ରେହଦା ହେ ତେରେ ଦିଲ୍ମେ’ରେ ନିଜ ପ୍ରେମକୁ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଠିକ୍ ସେଭଳି ଢ଼ଙ୍ଗରେ ତାଙ୍କୁ…
ପୁଣି ରାଜ୍ୟରେ ୧୬୧ କରୋନା ପଜିଟିଭ୍ ଚିହ୍ନଟ, ଆଗରେ ଖୋର୍ଦ୍ଧା
ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ ବୁଧବାର ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୯୫ ଜଣ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୬୬ ଲୋକାଲ କେସ୍ ଥିବା ରାଜ୍ୟ ସୂଚନା…
ଏହି ଦିନ ରିଲିଜ୍ ହେବ କ୍ୟାଟ୍ରିନାଙ୍କ ଫିଲ୍ମ
କ୍ୟାଟ୍ରିନା କୈଫ, ସିଦ୍ଧାନ୍ତ ଚତୁର୍ବେଦୀ ଏବଂ ଇଶାନ ଖଟ୍ଟରଙ୍କ ଅଭିନୀତ ‘ଫୋନ ଭୁତ୍’ ଅକ୍ଟୋବର ୭ରେ ରିଲିଜ୍ ହେବ। ଏହାକୁ ନେଇ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ଶେୟାର କରି କ୍ୟାଟ୍ରିନା ସୂଚନା ଦେଇଛନ୍ତି। ଏହି ପୋଷ୍ଟର ଶେୟାର କରି କ୍ୟାଟ୍…
ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ
ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ତାରାପୁରରେ ଥିବା ଏକ ରାସାୟନିକ କାରଖାନାରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ମଧ୍ୟ ଘଟିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ…
ଗୁରୁବାରଠୁ ଆରମ୍ଭ ଅମରନାଥ ଯାତ୍ରା, ଜମ୍ମୁରେ ପହଞ୍ଚୁଛନ୍ତି ଯାତ୍ରୀ
ଶ୍ରୀନଗର,୨୯।୬: ଦୁଇ ବର୍ଷର ବ୍ୟବଧାନ ପରେ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଅମରନାଥ ଯାତ୍ରା । ଯାତ୍ରାର ଗୋଟିଏ ଦିନ ପୂର୍ବରୁ ଶ୍ରଦ୍ଧାଳୁମାନେ ଶ୍ରୀନଗରେ ପହଞ୍ଚିବା ଆରମ୍ଭ କରି ସାରିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ନିଜେ ପତାକା ଦେଖାଇ ପ୍ରକ୍ରିୟାର…
ଖୁସି ଖବର ଦେବା ପରେ କାହିଁକି ରାଗିଲେ ଆଲିଆ
ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ ପ୍ରଂଶସକଙ୍କୁ ଏକ ଖୁସି ଖବର ଦେଇଥିଲେ। ସେ ଗର୍ଭବତୀ ଥିବା ଜଣାଇଥିଲେ। ପ୍ରଂଶସକ ତାଙ୍କୁ ଏ ନେଇ ଶୁଭେଚ୍ଛା ମଧ୍ୟ ଜଣାଇଥିଲେ। ଏହି ସମୟରେ, ଏକ ମିଡିଆ ରିପୋର୍ଟକୁ ଦେଖିବା ପରେ ଆଲିଆ ଖୁବ ରାଗି…
ରାଜସ୍ଥାନରେ ଇଣ୍ଟରନେଟ ସେବା ବନ୍ଦ: ଉଦୟପୁର ବନ୍ଦ ପାଇଁ ଭାଜପାର ଆହ୍ନାନ
ଉଦଦୟପୁର,୨୯।୬: ରାଜସ୍ଥାନର ଉଦୟପୁର ସହରରେ ମଙ୍ଗଳବାର ଦିନ ଦ୍ୱିପ୍ରହରରେ କହ୍ନେୟା ଲାଲ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯିବା ପରେ ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ହତ୍ୟାର ପ୍ରତିବାଦରେ ବୁଧବାର ଶହ ଶହ ଲୋକ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଫଳରେ ସହରରେ…
୩ ଯାଏ ପ୍ରବଳ ବର୍ଷିବ
ଭୁବନେଶ୍ବର,୨୯।୬(ବ୍ୟୁରୋ): ଆସନ୍ତା ୫ ଦିନ ଯାଏ ରାଜ୍ୟରେ ଲାଗି ରହିବ ବର୍ଷା। ଏନେଇ ୯ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ଅଧିକାଂଶ ଜିଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଝାରସୁଗୁଡା,…
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ
କଟକ ଅଫିସ, ୨୯।୬(ଡି.ଏନ୍.ଏ.): କଟକ ବ୍ଲକ ସହକାରୀ ଯନ୍ତ୍ରୀ ପ୍ରଭାତ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଥିବା ଜଣାପଡ଼ିଛି। ରାଉତଙ୍କ ଅଫିସ ସମେତ ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ…
ଶ୍ରୀଜିଉଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ
ପୁରୀ ଅଫିସ,୨୯।୬: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି। ତାଟି ଫିଟିବା ପରେ ଦକ୍ଷିଣ ଦ୍ୱାର ଦେଇ ଭକ୍ତ ମହାପ୍ରଭୁଙ୍କ ପରିମାଣିକ ଦର୍ଶନ କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସକାଳ ୮ଟାରୁ…
ଆଜି ଭାଜପାର କାର୍ଯ୍ୟକାରିଣୀ ବୈଠକ
ଭୁବନେଶ୍ୱର,୨୯।୬(ବ୍ୟୁରୋ): ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ବୁଧବାର ଅନୁଷ୍ଠିତ ହେବ। ଚାଷୀ ନୀତି, ଦାଦନ ଶ୍ରମିକଙ୍କ ସଂଖ୍ୟା ବଢିବା, ଆଇନ ଶୃଙ୍ଖଳା ପରିସ୍ଥିତି, ମହିଳା ନିର୍ଯାତନା ଭଳି ପ୍ରସଙ୍ଗକୁ ନେଇ ଆଲୋଚନା କରିବ ଭାଜପା। ଅନ୍ୟପଟେ, ଭାଜପା ରାଜ୍ୟ ସଭାପତି ସମୀର…
ବିଶ୍ୱାଳ ଭ୍ରାତା ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଲା
ଜଗତ୍ସିଂହପୁର ଅଫିସ, ୨୯ା୬: ଜଗତ୍ସିଂହପୁରର ପୂର୍ବତନ ବିଧାୟକ ତଥା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡ଼ି ବିଜେଡିରେ ମିଶିବା ନେଇ ପୁଣି ଚର୍ଚ୍ଚା ଜୋର ଧରିଛି। ୨୦୧୯ ସାଧାରଣ ନିର୍ବାଚନରେ ସେ ଏହି ବିଧାନସଭା ଆସନରୁ…
Archives


