Posted inଜାତୀୟ

ଲାଇଫ ସପୋର୍ଟ ମେଡିସିନରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି ମୁଲାୟମ

ନୂଆଦିଲ୍ଲୀ,୬ ।୧୦: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ୟାବସ୍ଥା ଏବେବି ଜଟିଳ ରହିଛି । ତାଙ୍କର ଚିକିତ୍ସା ହିରିୟାଣା ସ୍ଥିତ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ କରାଯାଉଛି । ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ତାଜା ସୂନା ଅନୁଯାୟୀ, ଏବେବି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଜଟିଳ ରହିଛି ।
ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କ ହେଲ୍‌ଥ ଅପଡେଟ ଗୁରୁବାର ଜାରି କରାଯାଇଛି । ଏଥିରେ କୁହାଯାଇଛି ଏବେବି ସେ ସଙ୍କଟାପନ୍ନ ଅବସ୍ଥାରେ ରହିଛନ୍ତିି । ସମାଜବାଦୀ ପାର୍ଟି ସଂରକ୍ଷକଙ୍କୁ ଏବେ ଜୀବନ ରକ୍ଷକ ମେଡିସିନ ଦ୍ୱାରା ଆଇସିୟୁରେ ଚିକିତ୍ସା କରାଯାଉଛି । ମେଦାନ୍ତ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଛନ୍ତି ।
ଅନ୍ୟପଟେ ବିଭିନ୍ନ ଦଳର ବହୁ ନେତା ମୁଲାୟମଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିବାକୁ ହସ୍ପିଟାଲ ପହଞ୍ଚିଛନ୍ତି । ଏହାସହ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ଏବେକାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ହସ୍ପିଟାଲ ପହଞ୍ଚି ମୁଲାୟମଙ୍କ ସ୍ୱାସ୍ଥ ସମ୍ପର୍କରେ ପଚାରି ବୁଝିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ମୃତ୍ୟୁ ପରେ ମଲ୍‌ର ତୃତୀୟ ମହଲାରୁ ଡେଇଁଲେ ସ୍ତ୍ରୀ, ଆଉ ତା’ ପରେ…

ଭୋପାଳ,୧୨ା୯: ଇନ୍ଦୋରର ବିଜୟନଗର ଥାନା ଅନ୍ତର୍ଗତ ସି-୨୧ ମଲ୍‌ର ତୃତୀୟ ମହଲାରୁ ଜଣେ ମହିଳା ଡେଇଁ ଆତ୍ମହତ୍ୟା ପାଇଁ ଚେଷ୍ଟା କରି ଗୁରୁତର ହୋଇଛନ୍ତି। କାରଣ...

ଜମ୍ମୁ-କଶ୍ମୀରର ବିକାଶ ପାଇଁ ଯୁବବର୍ଗଙ୍କୁ ସ୍ବଚ୍ଛତାକୁ ପ୍ରାଥମିକତା ଦେବାକୁ ପଡିବ : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧୦ : ଭିଡିଓ କନଫରେନ୍ସ ମାଧ୍ୟମରେ ରବିବାର ଜମ୍ମୁ-କଶ୍ମୀର ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି ଯେ ଆଗାମୀ ଦିନରେ ଅନ୍ୟ...

ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୨।୭: ଦେଶରେ ପେଗାସସ ମାମଲାକୁ ନେଇ ଚାଲିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ଗୁରୁବାର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଏହା ଅଧୀନରେ କେନ୍ଦ୍ର...

ପର୍ଯ୍ୟଟକଙ୍କ ଲାଗି ବନ୍ଦହେଲା ତାଜମହଲ

ନୂଆଦିଲ୍ଲୀ, ୧୭।୩: କରୋନା ମହାମାରୀ ରୂପ ଧାରଣ କରିଥିବା ବେଳେ ବିଶ୍ୱବ୍ୟାପୀ ଆତଙ୍କ ଖେଳିଯାଇଛି। ଏହି ଭୂତାଣୁ ସଂକ୍ରମଣକୁ ରୋକିବା ଓ ଲୋକଙ୍କୁ ସଚେତନ କରାଇବା...

ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର: ମରିସସ୍‌ରୁ ଆସିଥିଲା ୫୦ କୋଟି

ନୂଆଦିଲ୍ଲୀ, ୭।୧୦: ଉତ୍ତରପ୍ରଦେଶ ହାଥରସ୍‌ ମାମଲାରେ ସାମ୍ପ୍ରଦାୟିକ ଦଙ୍ଗା ଷଡ଼ଯନ୍ତ୍ର ପାଇଁ ମରିସସ୍‌ରୁ ୫୦ କୋଟି ଟଙ୍କା ଆସିଥିଲା। ଏସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡ଼ି) ପକ୍ଷରୁ ସୂଚନା...

ଗେହଲୋଟଙ୍କ ନିର୍ବାଚନୀ ଥୋପ, ଗରିବଙ୍କୁ ୫୦୦ ଟଙ୍କାରେ ଗ୍ୟାସ ସିଲିଣ୍ଡର, ଘରୋଇ ଉପଭୋକ୍ତାଙ୍କୁ ୧୦୦ ୟୁନିଟ ମାଗଣା ବିଜୁଳି

ଜୟପୁର,୧୦ ।୨: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଶୁକ୍ରବାର ବିଧାନସଭାରେ ପୁରୁଣା ବଜେଟ ଭାଷଣ ପଢି ଦେଇଛନ୍ତି । ଯାହା ଏବେ ଖୁବ୍ ଚର୍ଚ୍ଚାରେ ।...

ଭାରତୀୟ ଆଇନ ବ୍ୟବସ୍ଥାରେ ଅପରାଧୀଙ୍କୁ ପାଠପଢ଼ା ଜାରି ରଖିବାର ରହିଛି ଅଧିକାର…

ପ୍ରୟାଗରାଜ, ୭।୮ : ଆହ୍ଲାବାଦ ହାଇକୋର୍ଟ ଏକ ଆଦେଶରେ କହିଛନ୍ତି ଯେ ଭାରତୀୟ ଆଇନ ବ୍ୟବସ୍ଥାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କର ମଧ୍ୟ ଅଧ୍ୟୟନ ଜାରି ରଖିବା...

ବିମାନ କମ୍ପାନୀଙ୍କୁ ୨୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଲେ ଡିଜିସିଏ…

ନୂଆଦିଲ୍ଲୀ, ୧୯।୭ : ଉଡ଼ାଣ ସମୟରେ ବିମାନରେ ଘଟୁଥିବା ତ୍ରୁଟି କ୍ରମାଗତ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଡିଜିସିଏ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଡିଜିସିଏ ଜୁଲାଇ...

Advertisement
Archives

Model This Week