ମହାଭାରତରେ ଅଭିନୟ କରିବାକୁ ଚାହୁଛନ୍ତି ଶୈଫ, ଡ୍ରିମ ରୋଲକୁ ନେଇ ମୁହଁ ଖୋଲିଲେ

ମୁମ୍ବାଇ: ବଲିଉଡ ଅଭିନେତା ଶୈଫ ଅଲ୍ଲି ଖାଁ ଏବେ ଖୁବ୍ ଚର୍ଚ୍ଚାରେ । ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ବିକ୍ରମ ବେଧା’ ରିଲିଜ୍ ହୋଇଛି । ଏଥିରେ ତାଙ୍କ ସହ ହ୍ରିତିକ ରୋଶନ ଲିଡ ରୋଲରେ ନଜର ଆସିଛନ୍ତି । ଏହି ଫିଲ୍ମ ବକ୍ସ ଅଫିସରେ କିଛି ଭଲ ପ୍ରଦର୍ଶନ କରିପାରି ନାହିଁ । ଏବେ ସେ ଖୁବଶୀଘ୍ର ‘ଆଦିପୁରୁଷ’ରେ ନଜର ଆସିବେ । ଏହି ଫିଲ୍ମର ଟିଜର ନିକଟରେ ରିଲିଜ ହେଇଥିବା ବେଳେ ଶୈଫ ସେଥିରେ ରାବଣ ଭୂମିକାରେ ନଜର ଆସିଛନ୍ତି । ନିକଟରେ ଶୈଫ ତାଙ୍କ ଡ୍ରିମ ରୋଲକୁ ନେଇ ଏମିତି କଥା କହିଛନ୍ତି ଯାହାକୁ ଶୁଣିଲେ ତାଙ୍କ ପ୍ରଶଂସକ ଚମକି ପଡିବେ ନିଶ୍ଚ୍ରୟ । ଏକ ସାକ୍ଷାତକାରରେ ସେ ତାଙ୍କ ରୋଲକୁ ନେଇ କଥା ହୋଇଛନ୍ତି ।
ବଲିଉଡ ବବଲ୍ସକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଶୈଫ ତାଙ୍କ ଡ୍ରିମ ରୋଲ ବିଷୟରେ କହିଛନ୍ତି, ମୁଁ ଏମିତି କେବେ ଭାବି ନାହିଁ । ମୁଁ କେବଳ ତାହା ଚିନ୍ତା କରିଥାଏ ଯାହା ମୋତେ ଅଫର କରାଯାଇଥାଏ । ମୋର କିଛି ଡ୍ରିମ ସବଜେକ୍ଟ ନାହିଁ । ମୋତେ ଳାଗୁନି ଏ ବିଷୟରେ ଚିନ୍ତା କରିବାକୁ କିଛି ପଏଣ୍ଟ ରହିଛି । ମୁଁ କିନ୍ତୁ ମହାଭାରତରେ କାମ କରିବାକୁ ଚାହୁଁଛି । ହଁ ଯଦି କେହି ଏହାକୁ ‘ଲର୍ଡ ଅଫ ଦ ରିଙ୍ଗସ’ ଭଳି ନିର୍ମାଣ କରନ୍ତି । ଆମେ ଏ ସମ୍ପର୍କରେ ଅଜୟ ଦେବଗନଙ୍କ ସହ ‘କଚ୍ଚେ ଧାଗେ’ ସମୟରୁ କଥା ହେଉଛୁ । ଆମ ଜେନରେଶନରେ ଏହା ଡ୍ରିମ ସବଜେକ୍ଟ ।
ଆମେ ବଲିଉଡ ଓ ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକାଠି ଆଣିପାରିବା ଯଦି ଏହା ସମ୍ଭବ ହୁଏ । କରଣ ଚରିତ୍ର ମୋ ପାଇଁ ବହୁତ ଅପିଲିଂ ଓ ଖୁବ୍ ସୁନ୍ଦର ଚରିତ୍ର । ସୂଚନାଯୋଗ୍ୟ, ଶୈଫ ଅଲ୍ଲିଙ୍କ ଅଭିନୀତ ଫିଲ୍ମ ଆଦିପୁରୁଷର ଟିଜର ନିକଟରେ ଅଯୋଧ୍ୟାରେ ରିଲିଜ କରାଯାଇଛି । ଏଥିରେ ସାଉଥ୍ ଷ୍ଟାର ପ୍ରଭାସ ଭଗବାନ ରାମ ଓ ଶୈଫ ରାବଣ ଭୂମିକାରେ ନଜର ଆସିଛନ୍ତି । ଶୈଫଙ୍କ ଲୁକକୁ ନେଇ ଟିଜରକୁ ଟ୍ରୋଲ କରାଯାଉଛି । ବିଏଫଏକ୍ସ ଯୋଗୁ ଦର୍ଶକେ ଏହାକୁ ଆଦୌ ପସନ୍ଦ କରୁ ନାହାନ୍ତି । ଏବେଠାରୁ ଏହାକୁ ବୟକଟ କରିବାକୁ ଦାବି ହେଲାଣି ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri