Advertisement
Posted inଜାତୀୟ

ରାବଣ ବଦଳରେ ଇଡି-ସିବିଆଇ ପୁତ୍ତଳିକା ଜଳାଇଲେ କଂଗ୍ରେସକର୍ମୀ…

ଭୁଜ,୬।୧୦ : ଦଶହରାର ରାବଣ ପୋଡ଼ି ଅବସରରେ କଂଗ୍ରେସ ପକ୍ଷରୁ ଭାଜପାକୁ ଟାର୍ଗେଟ କରାଯାଇଛି। ଏହା ସହିତ ଏନସେଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି), ସେଣ୍ଟ୍ରାଲ ଇନଭେଷ୍ଟିଗେସନ ବ୍ୟୁରୋ (ସିବିଆଇ)ର କାର୍ଯ୍ୟକୁ ବିରୋଧ କରାଯାଇ ପ୍ରଦର୍ଶନ କରାଯାଇଛି। ଗୁଜୁରାଟର ଭୁଜର କୁଞ୍ଚ ଜିଲା କଂଗ୍ରେସ ପକ୍ଷରୁ ରାବଣ ବଦଳରେ ଇଡି,ସିବିଆଇ ଏବଂ ମୁଦ୍ରାସ୍ଫୀତିର ପୁତ୍ତଳିକା ଜାଳି ଦଶହରା ଉତ୍ସବ ପାଳନ କରାଯାଇଛି।
ଭୁଜସ୍ଥିତ ହମିରସର ପୋଖରୀ କୂଳରେ ଭାରତୀୟ ଜନତା ପାର୍ଟି ସରକାର ବିରୋଧରେ କଂଗ୍ରେସ ପ୍ରଦର୍ଶନ କରିବିଭିନ୍ନ ସ୍ଲୋଗାନ ଦେଇ ଏଭଳି କରିଛନ୍ତି।

ରାଜ୍ୟରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ କଂଗ୍ରେସ ଭାଜପାକ ପ୍ରତିଟି କ୍ଷେତ୍ରରେ ଟାର୍ଗେଟ କରିବା ଆରମ୍ଭ କରିଛି। ମୁଦ୍ରାସ୍ଫୀତି, ଖରାପ ସ୍ବାସ୍ଥ୍ୟ ସୁବିଧା, ମହଙ୍ଗା ଶିକ୍ଷା ଏବଂ ଜିଏସଟି ଭଳି ପ୍ରସଙ୍ଗ ଉଠାଇ କଂଗ୍ରେସ ଶାସକ ଦଳକୁ ଘେରିବା ଜାରି ରଖିଛି।

କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ବ୍ୟବହାର କରି ବିରୋଧୀ ଦଳଙ୍କ ସ୍ବରକୁ ଦମନ କରିବାକୁ ଚେଷ୍ଟା କରୁଥିବା କଂଗ୍ରେସ ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦେଶର ୧୦ ରାଜ୍ୟରେ ନାହିଁ ମହିଳା ହେଲ୍ପ୍‌ଲାଇନ୍‌: ସେଥିରେ ରହିଛି ଭାଜପା ଶାସିତ ୯ ରାଜ୍ୟ

ନୂଆଦିଲ୍ଲୀ,୨।୧୨: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ଦେଶର ୧୦ଟି ରାଜ୍ୟରେ ମହିଳା ହେଲ୍ପ୍‌ଲାଇନ୍‌ ଆରମ୍ଭ ହୋଇ ନାହିଁ। ସେଥିମଧ୍ୟରେ...

କଂଗ୍ରେସର ‘ପ୍ରତିଜ୍ଞା ଯାତ୍ରା’

ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଶନିବାର ‘ପ୍ରତିଜ୍ଞା ଯାତ୍ରା’ ଆରମ୍ଭ କରିବାକୁ ଯାଉଛି । ଉତ୍ତର ପଦେଶ...

ମୋଦିଙ୍କ ଜନ୍ମଦିନରେ ଭାଜପାର ମେଗା ପ୍ଲାନ

ନୂଆଦିଲ୍ଲୀ,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଭାଡନଗରରେ ୧୭ ସେପ୍ଟେମ୍ବର ୧୯୫୦ରେ ଜନ୍ମଗ୍ରହଣ କରିଥିଲେ । ଆଜି ସେ ତାଙ୍କର ୭୧ ତମ ଜନ୍ମଦିନ...

କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭେଟିଲେ ଦୂତାବାସ ଅଧିକାରୀ

ନୂଆଦିଲ୍ଲୀ,୨୦ ।୧: ଭାରତ ପକ୍ଷରୁ ଗୁରୁବାର କୁହାଯାଇଛି କି କତରରେ ବନ୍ଦିଥିବା ୮ ପୂର୍ବତନ ନୌସେନା କର୍ମୀଙ୍କୁ ଭାରତୀୟ ଦୂତାବାସର ଅଧିକାରୀ ତୃତୀୟ ଥର ଲାଗି...

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ...

୨ ଖବରଦାତାଙ୍କୁ ମିଳିଲା ଜାମିନ

ଅଗରତାଲା, ୧୫।୧୧: ତ୍ରିପୁରା ସାମ୍ପ୍ରଦାୟିକ ହିଂସା ସମ୍ପର୍କିତ ଉତ୍ତେଜନା ସୃଷ୍ଟିକାରୀ ଖବର ସୋସିଆଲ ମିଡିଆରେ ଛାଡ଼ିବା ଅଭିଯୋଗରେ ଗିରଫ ୨ ମହିଳା ଖବରଦାତାଙ୍କୁ ସୋମବାର ତ୍ରିପୁରାର...

ନିଶାରୁ ମୁକ୍ତି ଦେଇଥିବା ଡାକ୍ତରଙ୍କ ଡୁଡଲ କଲା ଗୁଗଲ

ନୂଆଦିଲ୍ଲୀ,୧।୧୦: ମନସ୍ତତ୍ତ୍ୱବିତ୍‌ ଡାକ୍ତର ହରବର୍ଟ ଡେଭିଡ କ୍ଲେଭରଙ୍କୁ ମନେପକାଇଲା ଗୁଗଲ। ୨୩ ବର୍ଷ ତଳେ ଅକ୍ଟୋବର ୧ରେ ହରବର୍ଟଙ୍କୁ ନ୍ୟାଶନାଲ ଏକାଡେମୀ ଅଫ୍‌ ମେଡିସିନ୍‌ର ସଦସ୍ୟ...

ଭାଜପା ନେତ୍ରୀଙ୍କ ପରଲୋକ

ପାଣାଜୀ,୨୩।୮: ଟିକଟକ ଷ୍ଟାର ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ହୃଦଘାତରେ ପରଲୋକ ଘଟିଛି। ଭାରତୀୟ ଜନତା ପାର୍ଟି ୨୦୧୯ରେ ତାଙ୍କୁ ହରିୟାଣାର ହିସାର ଜିଲାର...

Advertisement
Archives

Model This Week