Home Left

ପାଣି ଯୋଗୁ ଚାଷକାମ ବାଧାପ୍ରାପ୍ତ

ପଟ୍ଟାମୁଣ୍ଡାଇ୨୯ା୬(ସ୍ବ.ପ୍ର.): ଚଳିତ ଖରିଫ ଚାଷ ସମୟ ହୋଇଯାଇଛି। ହେଲେ ପାଣି ବିନା ଚାଷକାମ ବିଳମ୍ବ ହୋଇଛି। ଅକ୍ଷୟତୃତୀୟାଠାରୁ ଖରିଫ ଧାନଚାଷ ଆରମ୍ଭ ହୋଇଥାଏ। ଚଳିତବର୍ଷ ମଧ୍ୟ ବିଲ ବେଉଷଣ ହୋଇ ଧାନବୁଣା ଓ ରୁଆ ଲାଗି ତଳି ପଡିବା କାମ ଚାଲିଛି।…

କାମରେ ଆସୁନି ଜୀବେ ନିଷ୍ଠୁରତା ନିବାରଣ ଆଇନ

ମହାକାଳପଡ଼ା,୨୯ା୬ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଆଦିବାସୀ ଅଧ୍ୟୁଷିତ ସିଂ, ୧୫ ମାଇଲି, ୧୨ ନମ୍ବର, ବାଘୁଆମେଦ, ଜମ୍ବୁ ଅଞ୍ଚଳରେ ଗଞ୍ଜା ଲଢେଇ ହେଉଛି। ଜୀବେ ନିଷ୍ଠାରତା ଆଇନ ଥିଲେ ହେଁ ଏହି ଅଞ୍ଚଳରେ ଲୋକ ତାହାକୁ ଖାତିର ନ…

ଆସ୍ଥାଭୋଟ ଦାବିକଲା ଭାଜପା

ମୁମ୍ବାଇ/ଗୁଆହାଟୀ,୨୯ା୬: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଭାଜପା ଉଦ୍ୟମ କରୁନାହିଁ ବୋଲି ଦଳ ପକ୍ଷରୁ ବାରମ୍ବାର ସଫେଇ ଦିଆଯାଉଥିବାବେଳେ ଏବେ ଭିତିରି କଥା ସାମ୍ନାକୁ ଆସିଛି। ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ୍‌ନବିସ ମଙ୍ଗଳବାର ସନ୍ଧ୍ୟାରେ…

ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା ଅଫିସ, ୨୯ା୬: ବସୁନ୍ଧରା ଯୋଜନାରେ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ଗତ ମାର୍ଚ୍ଚ ଶେଷ ସୁଦ୍ଧା ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା ୫,୪୨୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜକନିକା ଓ  ମହାକାଳପଡ଼ା ତହସିଲ ଅଞ୍ଚଳର…

ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ଆବୁଧାବି, ୨୯ା୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରାଷ୍ଟ୍ରପତି ଶେଖ୍‌ ମହମ୍ମଦ ବିନ୍‌ ଜାୟେଦ୍‌ ଅଳ୍‌ ନହୟାନ୍‌ଙ୍କୁ ଭେଟିଛନ୍ତି। ଏହି ଅବସରରେ ମୋଦି ମେ’ ୧୩ରେ ପରଲୋକ ଘଟିଥିବା ଉପସାଗରୀୟ ରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଶେଖ୍‌…

ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ

ଜଗତ୍‌ସିଂହପୁର ଅଫିସ, ୨୯।୬: ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଙ୍ଗଳବାର ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ…

ସେବକ ନ ହୋଇ ମଧ୍ୟ ମହାପ୍ରଭୁଙ୍କ ସେବା

ପୁରୀ ଅଫିସ,୨୯।୬: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ ବିଶ୍ୱକର୍ମା, ଭୋଇ ସେବକଙ୍କ ସମତେ ଅନେକ ସେବକ ଓ କାରିଗର ନିୟୋଜିତ ହୋଇଥାନ୍ତି। ମହାପ୍ରଭୁଙ୍କ ଏମିତି କିଛି ସେବା ରହିଛି ଯାହା ଶ୍ରୀମନ୍ଦିର ବାହାରେ ସମ୍ପାଦନ କରାଯାଇଥାଏ। ତେବେ ମହାପ୍ରଭୁଙ୍କ ସେବକ ନ…

‘ପ୍ରାଣୀ ଚିକିତ୍ସାଳୟ ଭିତ୍ତିଭୂମି ସୁଦୃଢ଼ କରାଯିବ’

ଭୁବନେଶ୍ୱର,୨୯।୬(ବ୍ୟୁରୋ): ପ୍ରାଣୀ ସମ୍ପଦକୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ପଶୁପାଳନ ଚାଷୀଙ୍କୁ ଅତିରିକ୍ତ ରୋଜଗାର ଯୋଗାଇବା ସହ ଗ୍ରାମ୍ୟ ଅର୍ଥନୀତିର ବିକାଶ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଗୋପାଳନ ଓ କୁକୁଡ଼ା ପାଳନ ଦିଗରେ ଓଡ଼ିଶା ଉଲ୍ଲେଖନୀୟ…

ବ୍ରିକ୍ସରେ ସାମିଲ ପାଇଁ ଇରାନ, ଆର୍ଜେଣ୍ଟିନାର ଆବେଦନ

ତେହରାନ, ୨୯ା୬: ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ଗଠିତ ବ୍ରିକ୍ସରେ ସାମିଲ ହେବା ପାଇଁ ଇରାନ୍‌ ଏବଂ ଆର୍ଜେଣ୍ଟିନା ଆବେଦନ କରିଛନ୍ତି। ଏହି ଦୁଇ ଦେଶ ବ୍ରିକ୍ସରେ ମିଶିବା ପରେ ଉଭୟ ପକ୍ଷର ଗୁରୁତ୍ୱ ବଢ଼ିବ…

ୟୁକ୍ରେନ୍‌ର ଆତ୍ମସମର୍ପଣରେ ରୁଷିଆ ଅଭିଯାନ ଶେଷ ହେବ: କ୍ରେମ୍‌ଲିନ୍‌

ମସ୍କୋ, ୨୯ା୬: ୟୁକ୍ରେନ୍‌ ଆତ୍ମସମର୍ପଣ କଲେ ହିଁ ସେଠାରେ ରୁଷିଅ ଚଳାଇଥିବା ଅଭିଯାନ ଶେଷ ହେବ ବୋଲି ମଙ୍ଗଳବାର କ୍ରେମଲିନ୍‌ ମୁଖପାତ୍ର ଡିମିଟ୍ରି ପେସ୍‌କୋଭ କହିଛନ୍ତି। ତେଣୁ କିଭ୍‌ ଏହାର ସୈନ୍ୟମାନଙ୍କୁ ଅସ୍ତ୍ର ଛାଡ଼ିବାକୁ କହିବା ସହ ମସ୍କୋର ଦାବି ମାନୁ…

ଅର୍ଦ୍ଧେନ୍ଦୁଙ୍କ ନାଁରେ ଠକେଇ ମାମଲା

ଭୁବନେଶ୍ୱର,୨୯।୬(ବ୍ୟୁରୋ): ବଡ଼ ଖବରର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ୨ଟି ଠକେଇ ମାମଲା ରୁଜୁ ହୋଇଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାରେ ଗୋଟିଏ ମାମଲା(ନଂ.୧୨/୨୦୨୨) ଏବଂ ଅନ୍ୟଟି କମିଶନରେଟ ପୋଲିସର ପୁରୀଘାଟ ଥାନାରେ(ନଂ.୧୫୧/୨୦୨୨) ହୋଇଛି। ୧ କୋଟିରୁ ଊର୍ଦ୍ଧ୍ୱ ଠକେଇ ମାମଲାରେ…

ବଦଳୁନି ଇସ୍କନ ମନ୍ଦିର ସମ୍ମୁଖ ଚିତ୍ର

ଭୁବନେଶ୍ୱର, ୨୯।୬(ବ୍ୟୁରୋ): ଘଣ୍ଟାଏ ବର୍ଷାରେ ବେହାଲ ହେଉଛି ସ୍ମାର୍ଟସିଟି। ବିଶେଷକରି ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ପାଣି ଜମିବା ଏକ ସାଧାରଣ କଥା ହୋଇଗଲାଣି। କେବେ ଆଣ୍ଠୁଏ ତ ଆଉ କେବେ ଛାତିଏ ପାଣିରେ ପଶି ଲୋକଙ୍କୁ ରାସ୍ତାରେ ଯାତାୟାତ କରିବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri