Home Left

ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଭାଜପାରେ ସାମିଲ ହେବା କହିବା: ଇସ୍ତଫା ଦେଲେ ପ୍ରିନ୍ସିପାଲ

ଅହମଦାବାଦ, ୨୯ା୬: ଗୁଜରାଟର ଭାବନଗର ସ୍ଥିତ ଶ୍ରୀମତୀ ଏନ୍‌. ସି. ଗାନ୍ଧୀ ଏବଂ ବି. ଭି. ଗାନ୍ଧୀ ମହିଳା କଳା ଓ ବାଣିଜ୍ୟ ମହାବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜନ ଗୋହିଲ ଛାତ୍ରୀମାନଙ୍କୁ ଭାଜପାରେ ଯୋଗଦେବାକୁ କହି ବିବାଦରେ ଫସିଛନ୍ତି। ଚାରିଆଡ଼ୁ ସମାଲୋଚିତ ହେବା…

ବନ୍ୟାରେ ଭୁଶୁଡ଼ିଗଲା ୨ମହଲା ବିଶିଷ୍ଟ ପୋଲିସ ଷ୍ଟେଶନ

ଗୁଆହାଟି,୨୯।୬: ଗତ କିଛି ଦିନରୁ ଆସାମରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖାଦେଇଛି। ଦେଶର ଉତ୍ତର-ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ହେତୁ ଅନେକ ଅଟ୍ଟାଳିକା ନଷ୍ଟ ହେବା ସହ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ବନ୍ୟା ଯୋଗୁ ୨୧ଲକ୍ଷରୁ…

ଭୀମଭୋଇ ମେଡିକାଲ କଲେଜ ଛାତ୍ର ମୃତ୍ୟୁ ଘଟଣା: ତଦନ୍ତ ଆରମ୍ଭ କଲେ ଏନ୍‌ଏଚଆରସି ଟିମ୍‌

ବଲାଙ୍ଗୀର ଅଫିସ,୨୯।୬: ଗତ ଏପ୍ରିଲ ୨୨ ତାରିଖରେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ପ୍ରଥମ ଛାତ୍ର ବର୍ଷ ଛାତ୍ର ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହା ଏକ ର଼୍ୟାଗିଂ ଜନିତ ହତ୍ୟା ଷଡଯନ୍ତ୍ର ବୋଲି ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା।…

ବିଦ୍ରୋହୀ ବିଧାୟକଙ୍କ ପକ୍ଷରୁ ଆସାମ ବନ୍ୟାପୀଡ଼ିତଙ୍କୁ ୫୧ଲକ୍ଷ ଟଙ୍କା ସହାୟତା

ଗୁଆହାଟୀ,୨୯।୬: ଆସାମର ଗୁଆହାଟୀର ଟ୍ରାଡିସନ୍‌ ବ୍ଲୁ ହୋଟେଲରେ ଗତ ସପ୍ତାହରୁ ଡେରା ପକାଇଥିବା ମହାରାଷ୍ଟ୍ରର ବିଦ୍ରୋହୀ ଶିବସେନା ବିଧାୟକମାନେ ରାଜ୍ୟର ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ୫୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ଏନେଇ ବୁଧବାର ବିଦ୍ରୋହୀ ବିଧାୟକଙ୍କ ମୁଖପାତ୍ର…

୩ରେ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରିବେ ଏଏସ୍‌ଆଇ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଶ୍ରୀମନ୍ଦିର ସ୍ଥିତି ବିଶେଷଜ୍ଞ ଟିମ୍‌ ଅନୁଧ୍ୟାନ କରିବେ । ଆସନ୍ତା ଜୁଲାଇ ୩ରେ ପୂର୍ତ୍ତ ଓ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା (ଏଏସଆଇ)ର ମିଳିତ ବିଶେଷଜ୍ଞ ଟିମ ଶ୍ରୀମନ୍ଦିରର ଅନୁଧ୍ୟାନ କରିବେ । ଗର୍ଭଗୃହ ଓ ନାଟମଣ୍ଡପର ସ୍ଥିତି ପରଖିବେ। ୩…

କାମାକ୍ଷା ମନ୍ଦିରରେ ପୂଜାର୍ଚ୍ଚନା କଲେ ଏକନାଥ: ମହାରାଷ୍ଟ୍ରର ଶାନ୍ତି-ଖୁସି ପାଇଁ କଲେ ପ୍ରାର୍ଥନା

ଗୁଆହାଟି,୨୯।୬: ମହାରାଷ୍ଟ୍ରରେ ଲାଗିରହିଥିବା ରାଜନୈତିକ ଅସ୍ଥିତରତା ମଧ୍ୟରେ ଗୁରୁବାର ଫ୍ଲୋର ଟେଷ୍ଟ ହୋଇପାରେ। ତେବେ ମୁମ୍ବାଇ ଯିବା ପୂର୍ବରୁ ବୁଧବାର ଗୁହାଆଟିର କାମାକ୍ଷା ମନ୍ଦିରରେ ଶିବନେତାର ବିଦ୍ରୋହୀ ଦଳର ନେତା ଏକନାଥ ସିନ୍ଧେ ପୂଜାର୍ଚ୍ଚନା କରିଛନ୍ତି। ମହାରାଷ୍ଟ୍ରର ଶାନ୍ତି ଓ ଖୁସି…

ଭୁଲ୍‌ରେ ବି ‘ଗୁଗଲ୍‌’ରେ ସର୍ଚ୍ଚ କରନ୍ତୁ ନାହିଁ ଏସବୁ; ଜେଲ ଯିବାକୁ ପଡ଼ିପାରେ!

ନୂଆଦିଲ୍ଲୀ,୨୮।୬: ଆଜିର ଇଣ୍ଟରନେଟ୍‌ ଯୁଗରେ ଗୁଗଲ୍‌ରେ କିଏ ବା ସର୍ଚ୍ଚ ନ କରେ। ଗୁଗଲ ସର୍ଚ୍ଚ ଜରିଆରେ ଅନେକ କିଛି ତଥ୍ୟ ମିଳିଥାଏ। ଦେଶବିଦେଶର ଖବର ସାଙ୍ଗକୁ ଖାଦ୍ୟପେୟ ସମ୍ପର୍କିତ ଟିପ୍ସ ସହଜରେ ମିଳିଥାଏ। ହେଲେ ଏଭଳି କିଛି କଥା ଅଛି…

ଭାରତୀୟ ମୁସଲମାନ ତାଲିବାନୀ ମାନସିକତାକୁ କେବେ ମଧ୍ୟ ଗ୍ରହଣ କରିବେନି,ଅଜମେର ଦରଗାହ ଦିଓ୍ବାନ..

ଅଜମେର, ୨୯।୬ : ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ହତ୍ୟା ଘଟଣାକୁ ନିନ୍ଦା କରି ଅଜମେର ଦରଗାହ ଦିୱାନ ଜୈନୁଲ ଆବେଦିନ ଅଲି ଖାନ କହିଛନ୍ତି ଯେ ଭାରତୀୟ ମୁସଲମାନମାନେ ଦେଶରେ ତାଲିବାନ ମାନସିକତାକୁ କଦାପି ଗ୍ରହଣ କରିବେ ନାହିଁ। ଉଦୟପୁରରେ,…

ହୋମ୍‌ଗାର୍ଡଙ୍କ ବର୍ବରତା: ନିଶାର୍ଦ୍ଧରେ ଥାନା ଘେରିଲେ ଗ୍ରାମବାସୀ

ପାରଳାଖେମୁଣ୍ଡି,୨୯ା୬(ଡି.ଏନ୍‌.ଏ.): ପୋଲିସ ହୋମ୍‌ଗାର୍ଡଙ୍କ ବର୍ବରତାର ପ୍ରତିବାଦରେ ମଙ୍ଗଳବାର ବିଳମ୍ବିତ ରାତିରେ ପାର୍ସମ୍ବା ଗ୍ରାମର ଗ୍ରାମବାସୀ ପାରଳାଖେମୁଣ୍ଡି ଆଦର୍ଶ ଥାନା ଘେରାଉ କରିଛନ୍ତି। ହୋମଗାର୍ଡ ଲକ୍ଷ୍ମଣ ଶବରଙ୍କ ସମେତ ୧୦ଜଣ ପାର୍ସମ୍ବା ଗ୍ରାମରେ ପହଞ୍ଚତ୍ କାମ କରୁଥିବା ଜଣେ ଜେସିବି ଡ୍ରାଇଭରକୁ ମରଣାନ୍ତକ…

ନବୀନ ଜିନ୍ଦଲଙ୍କୁ ହତ୍ୟା ଧମକ: ପୋଲିସରେ ଏତଲା

ନୂଆଦିଲ୍ଲୀ,୨୯।୬: ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ ଭାଜପାରୁ ବହିଷ୍କୃତ ହୋଇଥିବା ନବୀନ ଜିନ୍ଦଲଙ୍କୁ ଏବେ ହତ୍ୟା ଧମକ ମିଳିଛି। ଏନେଇ ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ବୁଧବାର ନବୀନ ଜିନ୍ଦଲ ଟୁଇଟ କରି ଏହି…

କୋଚିଂ ଦେବା ବେଳେ ଛାତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଏହି ଅଭିନେତା, ଫିଲ୍ମ କାହାଣୀଠାରୁ କମ୍‌ ନୁହେଁ…

ବମ୍ବେ: ଫିଲ୍ମଷ୍ଟାରଙ୍କ ଫିଲ୍ମି ଲଭ୍‌ଷ୍ଟୋରୀ। ଛାତ୍ରୀଙ୍କ ପ୍ରେମରେ ପଡ଼ି କରିଛନ୍ତି ବିବାହ। ଆମେ କହୁଛି ଅଭିନେତା ଆର୍‌ ମାଧବନଙ୍କ କଥା। ଚଳଚ୍ଚିତ୍ର ’ରେହଦା ହେ ତେରେ ଦିଲ୍‌ମେ’ରେ ନିଜ ପ୍ରେମକୁ ପାଇବାକୁ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଠିକ୍‌ ସେଭଳି ଢ଼ଙ୍ଗରେ ତାଙ୍କୁ…

ପୁଣି ରାଜ୍ୟରେ ୧୬୧ କରୋନା ପଜିଟିଭ୍‌ ଚିହ୍ନଟ, ଆଗରେ ଖୋର୍ଦ୍ଧା

ଭୁବନେଶ୍ୱର,୨୯।୬(ବ୍ୟୁରୋ): ରାଜ୍ୟରେ ବୁଧବାର ୧୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୪ ଜଣ ପିଲା ଅଛନ୍ତି। ଚିହ୍ନଟ କରୋନା ଆକ୍ରାନ୍ତ ମଧ୍ୟରୁ ୯୫ ଜଣ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୬୬ ଲୋକାଲ କେସ୍‌ ଥିବା ରାଜ୍ୟ ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri