ମୌସୁମୀ ଅଧିବେଶନ: ଏଥର ଦିନକୁ ୬ ଘଣ୍ଟା ଯାଏ ଚାଲିବ ବିଧାନସଭା କାର୍ଯ୍ୟ
ଭୁବନେଶ୍ୱର,୨୯।୬(ବ୍ୟୁରୋ): ଏଥର ଦିନକୁ ୬ ଘଣ୍ଟା ଚାଲିବ ବିଧାନସଭା କାର୍ଯ୍ୟ। ମୌସୁମୀ ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟ ସାଢ଼େ ୧୦ରୁ ସାଢ଼େ ଗୋଟାଏ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ ଟାରୁ ୬ଟା ପରିବର୍ତ୍ତେ ୭ଟା…
ଓଓ୍ବାଇସିଙ୍କୁ ଝଟ୍କା: ୪ ବିଧାୟକ ଆର୍ଜେଡିରେ ସାମିଲ
ପାଟନା,୨୯।୬: ବିହାରରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟିକୁ ବଡ଼ ଝଟ୍କା ଲାଗିଛି। ରାଜ୍ୟରେ ଏଆଇଏମ୍ଆଇଏମ୍ ବିଧାୟକଙ୍କ ମଧ୍ୟରୁ ଚାରିଜଣ ଆରଜେଡିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ଶାହନଓ୍ବାଜ,ଇଜହାର, ଅଞ୍ଜାର ନାଇୟନୀ ଏବଂ ସଇଦ ରୁକଉଦ୍ଦିନ। ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତଥା…
ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି
ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଙ୍ଗାସୁ, ସିଚୁଆନ, ଚୋଗକିଙ୍ଗ୍, ହେନାନା, ଅନହୁଇ, ହୁନାନ, ଝୋଜିୟାଙ୍ଗ, ଫୁଜିୟାନ, ଝିଞ୍ଜିୟାଙ୍ଗରେ ଦିନରେ…
ସ୍ତ୍ରୀଙ୍କ କମେଣ୍ଟ୍କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…
ବଲିଉଡ୍ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର ଉପରେ ପ୍ରେମ ବର୍ଷା କରିବାକୁ ଉଭୟ ଆଦୌ ପଛାନ୍ତି ନାହିଁ। ନିକଟରେ ରଣବୀର ଇନଷ୍ଟାଗ୍ରାମରେ…
ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…
ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ଏହି ବିଜୟ ବେଶ ରୋମାଞ୍ଚକର ରହିଥିଲା। ସିରିଜ ଜିତିବା ପରେ ଯେତେବେଳେ…
ରୋହିତ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ଝିଅ: ଦେଖନ୍ତୁ ଭିଡିଓ
ଲଣ୍ଡନ,୨୯।୬: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଜବାଷ୍ଟନ ଟେଷ୍ଟ ପୂର୍ବରୁ କରୋନା ସଂକ୍ରମିତ ହୋଇଛି। ରୋହିତ ଏବେ ଦଳ ଏବଂ ପରିବାର ସଦସ୍ୟଙ୍କଠାରୁ ଅଲଗା ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କ ଝିଅ ସମାଇରାଙ୍କ ଏକ ଭିଡିଓ ଭାଇରାଲ ହେଉଛି।…
କାଉଡିଆଙ୍କ ପାଇଁ ୧୭୫ କ୍ୟାମ୍ପ ଲଗାଇବେ ସରକାର
ନୂଆଦିଲ୍ଲୀ,୨୯।୬: କୋଭିଡ -୧୯ ମହାମାରୀ ଯୋଗୁ ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ ଜୁଲାଇ ୧୪ରୁ ୨୬ଜୁଲାଇ ମଧ୍ୟରେ କାଉଡିଆ ଯାତ୍ରା ଆୟୋଜିତ ହେବ। କାଉଡିଆମାନେ ଉତ୍ତରାଖଣ୍ଡର ହରିଦ୍ୱାରରୁ ଗଙ୍ଗାଜଳ ଆଣି ନିଜ ଅଞ୍ଚଳର ଶିବ ମନ୍ଦିରରେ ଅର୍ପଣ କରିଥାନ୍ତି।…
ଉମ୍ରାନଙ୍କୁ କାହିଁକି ଦେଇଥିଲେ ଶେଷ ଓଭର? ହାର୍ଦ୍ଦିକ କହିଲେ…
ଡବଲିନ,୨୯।୬: ଭାରତ ମଙ୍ଗଳବାର ଆୟର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍ରେ ରୋମାଞ୍ଚକର ବିଜୟ ସହ ୨ ମ୍ୟାଚ୍ ବିଶିଷ୍ଟ ସିରିଜକୁ କ୍ଲିନ୍ ସୁଇପ୍ କରିଛି। ଦୀପକ ହୁଦା(୧୦୪) ଏବଂ ସଞ୍ଜୁ ସାମସନ୍(୭୭)ଙ୍କ ରେକର୍ଡ ପାର୍ଟନରଶିପ୍ ଯୋଗୁ ଦଳ ୨୨୫/୭ ସ୍କୋର କରିଥିଲା।…
ବିଧାନସଭା ଗୃହ କମିଟିର ସମୀକ୍ଷା ବୈଠକ
ଭଦ୍ରକ ଅଫିସ,୨୯।୬: ଭଦ୍ରକ ସହର ପାନ୍ଥନିବାସରେ ବୁଧବାର ଓଡ଼ିଶା ବିଧାନ ସଭା ଗୃହ କମିଟିର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୃହ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଗୃହ କମିଟିର ସଦସ୍ୟ…
ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ
ବିଶାଖାପାଟନମ୍,୨୯।୬: ଆନ୍ଧ୍ରପ୍ରଦେଶରେ କୁଖ୍ୟାତ ମାଓବାଦୀ ଭନାଥାଲା ରାମ କୃଷ୍ଣଙ୍କୁ ଗିରଫ କରାଯିବା ପରେ ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବୁଧବାର ବିଶାଖାପାଟନମ୍ ରେଞ୍ଜର ଡିଆଇଜି ଏସ୍ ହରିକୃଷ୍ଣଙ୍କ ଉପସ୍ଥିତିରେ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଏହି ସମସ୍ତ…
ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୮ ଅସୁସ୍ଥ
ଟିକିରି,୨୯।୬(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ପାଇକ ସୁପେଲ ଗ୍ରାମର ଗୋଟିଏ ପରିବାରର ୮ ଜଣ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନେ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ମଙ୍ଗଳବାର ବିଳମ୍ବିତ ରାତିରେ ସେମାନଙ୍କ ପେଟ ବ୍ୟଥା ହେବା ସହ ଯାଡାବାନ୍ତି…
ରଥଖଳାରେ ଜୋରସୋରରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ
ବୁଗୁଡ଼ା,୨୯।୬(ଡି.ଏନ୍.ଏ): ଆସନ୍ତା ଜୁଲାଇ ୧ରେ ହେବାକୁ ଯାଉଥିବା ଗୁଣ୍ଡିଚା ଯାତ୍ରା ଉପଲକ୍ଷେ ଗଞ୍ଜାମ ଜିଲା ବୁଗୁଡ଼ା ବଡ଼ଦାଣ୍ଡସ୍ଥ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ବର୍ତ୍ତମାନ ସୁଦ୍ଧା ରଥର ଚକ ଅଖ ଯୋଗ, ବ୍ରାନ୍ଦ, ମୁହାଣ୍ଡି, ନାହାକ କୁମ୍ଭ ଓ…
Archives


