Advertisement

ହଲ୍‌ ଛାତର ନାଚିଲେ କ୍ରିତି

ମୁମ୍ବାଇ: ନିଜର ଅପ୍‌କମିଂ ଫିଲ୍ମ ‘ଭେଡିଆ’ର ପ୍ରମୋଶନ୍‌ରେ ବ୍ୟସ୍ତ ବଲିଉଡ୍‌ ଅଭିନେତ୍ରୀ କ୍ରିତି ସାନନ୍‌। ଶୁକ୍ରବାର ଫିଲ୍ମର ପ୍ରମୋଶନ୍‌ କରିବା ସମୟରେ କ୍ରିତି ମୁମ୍ବାଇର ଗେଟି ଗାଲାକ୍ସି ଥିଏଟର ଛାତ ଉପରେ ନାଚୁଥିବାର ଦେଖିବାକୁ ମିଳିଛି। ତେବେ ଖାଲି କ୍ରିତି ନୁହେଁ ଫିଲ୍ମର ଅଭିନେତା ବରୁଣ ଧଓ୍ବନ ମଧ୍ୟ କ୍ରିତିଙ୍କ ସହ ତାଳ ମିଶାଇ ନାଚୁଥିବାର ଦେଖିବାକୁ ମିଳିଛି। ଫିଲ୍ମର ଗୀତ ‘ଠୁମ୍‌କେଶ୍ୱରୀ’ରେ ଦୁହେଁ ନାଚୁଥିବାବେଳେ ସେମାନଙ୍କ ନାଚ ଦେଖିବା ପାଇଁ ଥିଏଟର ବାହାରେ ଅନେକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହା ଏକ ହରର-କମେଡି ଫିଲ୍ମ ହୋଇଥିବାବେଳେ ଅମର କୌଶିକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ଉନ୍ନତମାନର ଭିଏଫ୍‌ଏକ୍ସର ବ୍ୟବହାର କରାଯାଇଥିବାବେଳେ ଦର୍ଶକ ଫିଲ୍ମକୁ ପସନ୍ଦ କରିବେ ବୋଲି ନିର୍ଦ୍ଦେଶକଙ୍କ ଆଶା ରହିଥିବା ସେ କହିଛନ୍ତି। ନଭେମ୍ବର ୨୫ରେ ଫିଲ୍ମଟି ପ୍ରେୟାଳୟକୁ ଓହ୍ଲାଇବାକୁ ଥିବାବେଳେ ଏହା ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ମୁକ୍ତିଲାଭ କରିବ ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଟିଂ ଚାଲିଛି ‘ଜଓ୍ବାନି ଜାନେମନ୍‌’

ମୁମ୍ବାଇ: ଅଭିନେତା ସୈଫ ଅଲି ଖାନ୍‌ କମେଡି ଫିଲ୍ମ ‘ଜଓ୍ବାନି ଜାନେମନ୍‌’ ଲଣ୍ଡନରେ ଶୁଟିଂ ଚାଲିଛି। ଏଥିରେ ପୂଜା ବେଦୀଙ୍କ କନ୍ୟା ଆଲାଇଆ ଫର୍ନିଚରଓ୍ବାଲା ଜଣେ...

ଫିଲ୍ମର ସଫଳତା ପରେ ବାରଣାସୀରେ ପହଞ୍ଚିଲେ କାର୍ତ୍ତିକ

ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା-୨’ ରିଲିଜ୍‌ ହୋଇଛି । ଫିଲ୍ମଟି ଚାରି ଦିନ ମଧ୍ୟରେ ୬୬ କୋଟି ଅତିକ୍ରମ କରିଛି । ଖୁବ୍‌ଶୀଘ୍ର...

କୋରିଆନ ଇଣ୍ଡଷ୍ଟ୍ରିରେ କାମ କରିବେ ଅଭିନେତ୍ରୀ

କମ୍‌ ବୟସରୁ ବଡ଼ ନାଁ କମାଇଥିବା ଅଭିନେତ୍ରୀ ଅନୁଷ୍କା ସେନ ଏବେ ଚର୍ଚ୍ଚାରେ ଅଛନ୍ତି। ସେ ଶିଶୁ କଳାକାର ଭାବେ ଅନେକ ଟିଭି ଶୋ’, ଫିଲ୍ମ,...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ମାୟାନଗରୀର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଡ୍ୟାନ୍ସ ଓ ଏକ୍ସପ୍ରେଶନକୁ ନେଇ ନିଜ ପାଇଁ ବଲିଉଡ୍‌ରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ‘ତେଜାବ’...

ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର...

ବର୍ଷକ ପୂର୍ବରୁ ମା’ ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ,୧୦ା୯: ଅଭିନେତ୍ରୀ ସୋନମ କପୁର ଅଗଷ୍ଟ ୨୦ରେ ଏକ ସନ୍ତାନର ମା’ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। କିନ୍ତୁ ସୋନମ ୨୦୨୦ରେ ମା’ ହେବାକୁ ଚାହୁଁଥିଲେ।...

ଜେଣ୍ଡାୟା ଶ୍ରେଷ୍ଠ ଅଭିନେତ୍ରୀ

ଓ୍ବାଶିଂଟନ: ଆମେରିକା ଲସ୍‌ ଏଞ୍ଜେଲସ୍‌ର ମାଇକ୍ରୋସଫ୍ଟ ଥିଏଟରରେ ଅନୁଷ୍ଠିତ ହୋଇଯାଇଛି ୭୪ତମ ପ୍ରାଇମ୍‌ଟାଇମ୍‌ ଏମି ଆଓ୍ବାର୍ଡ ସମାରୋହ। ଟେଲିଭିଜନ୍‌ କଳାକାର ଓ ଟେକ୍ନିକାଲ ଷ୍ଟାଫ୍‌ମାନଙ୍କ ପାଇଁ...

ମଲାଇକାଙ୍କ ସହ ଛୁଟି କଟାଉଛନ୍ତି ଅର୍ଜୁନ, ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଲେ ଏଭଳି କିଛି..

ମୁମ୍ବାଇ: ବଲିଉଡ୍‌ର ନୂଆ ଲର୍ଭବର୍ଡ କହିଲେ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କୁ ଅନେକେ ବୁଝନ୍ତି। କଥାଟି ଅନେକାଂଶରେ ସତ ମଧ୍ୟ। ଉଭୟଙ୍କୁ ବିଭିନ୍ନ ସମୟରେ...

Advertisement
Archives

Model This Week