ବାରବାଟୀରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଟି- ଟ୍ବେଣ୍ଟି ଆନ୍ତର୍ଜାତିକ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏଶନର ସଭାପତି ପଙ୍କଜ ଲୋଚନ ମହାନ୍ତି,…
କେଜ୍ରିଓ୍ବାଲଙ୍କ ଟାର୍ଗେଟରେ ଗୁଜରାଟ
ଗାନ୍ଧୀନଗର,୬।୬: ଆମ ଆଦମୀ ପାର୍ଟି(ଏଏପି) ଟାର୍ଗେଟରେ ଏବେ ଗୁଜରାଟ। ଗୁଜରାଟରେ ନିଜର କ୍ଷମତା ବଢ଼ାଇବା ସହ ଜନତାଙ୍କୁ ଆକୃଷ୍ଟ କରିବାକୁ ଜୋରସୋରରେ ଲାଗିପଡ଼ିଛି ଏଏପି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୋମବାର ଗୁଜୁରାଟର ମେହସଣାଠାରେ…
ସିଝୁଛି ପଶ୍ଚିମ ଓଡ଼ିଶା
ଭୁବନେଶ୍ୱର,୬।୬(ବ୍ୟୁରୋ): ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରହିଥିବା ବେଳେ ୪୪ ଡିଗ୍ରୀରେ ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର ବିବେଚନା କରାଯାଇଛି। ସେହିପରି ବଲାଙ୍ଗୀର ୪୩ ଡିଗ୍ରୀ ରହିଥିବା ବେଳେ ବୌଦ୍ଧ ୪୩,…
ଅନ୍ୟ ଜାତିରେ ବିବାହ କରିବାରୁ ବାସନ୍ଦ : ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ପରିବାର
ଛତ୍ରପୁର,୬ା୬(ଡି.ଏନ୍.ଏ.): ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଜଣେ ଯୁବକ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସମ୍ପୃକ୍ତ ପରିବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। କଳମ୍ବ ଗାଁର ଅରୁଣ…
ପୁଣି କେରଳ ବଢ଼ାଉଛି ଚିନ୍ତା
ଥିରୁଭାନ୍ତମପୁରମ,୬।୬: ଦେଶରେ ବ୍ୟାପିଥିବା କରୋନା ସଙ୍କଟ ମଧ୍ୟରେ କେରଳରେ ଏବେ ନୋରୋଭାଇରସ ମାମଲା ପୁଣି ଥରେ ଚିନ୍ତା ବଢ଼ାଇଛି। ଚଳିତ ମାସ କେରଳର ଭିଜିଞ୍ଜାମରେ ୨ଜଣ ଶିଶୁ ନୋରୋଭାଇରସ୍ରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଭିଜିଞ୍ଜାମ କେରଳର ରାଜଧାନୀ ଥିରୁଭାନ୍ତପୁରମରେ ଅବସ୍ଥିତ। ତେବେ…
ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ମିଳିବ ୟୁନିଫର୍ମ ଭତ୍ତା
ଭୁବନେଶ୍ୱର,୬।୬(ବ୍ୟୁରୋ): ଅଗ୍ନିଶମ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଅଗ୍ନିଶମ କର୍ମଚାରୀଙ୍କୁ ୟୁନିଫର୍ମ ଭତ୍ତା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କର୍ମଚାରୀଙ୍କୁ ବାର୍ଷିକ ୫,୭୦୦ ଓ ୫,୮୦୦ ଟଙ୍କା ଭତ୍ତା ଦେବାକୁ ଘୋଷଣା…
୨୦ ମେଣ୍ଢାକୁ ମାରି ଖାଇଲେ କୁକୁରପଲ
କୋକସରା,୬ା୬,(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଗମ୍ଭାରିଗୁଡା ଗ୍ରାମରେ ସୋମବାର କୁକୁରପଲ ଆକ୍ରମଣରେ ୨୦ ମେଣ୍ଢା ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ସୋମବାର ସକାଳେ ଗମ୍ଭାରିଗୁଡା ଗ୍ରାମର ମେଣ୍ଢା ଚରାଳି ସୋମେଶ୍ୱର ଶବର ପ୍ରତିଦିନ ଭଳି ନିଜ ମେଣ୍ଢା…
ଗାୟକ ସିଧୁଙ୍କ ପରିବାର ଲୋକଙ୍କୁ ଭେଟିବେ ରାହୁଲ
ଚଣ୍ଡୀଗଡ଼,୬।୬: ଗାୟକ ସିଧୁ ମୂସେ ୱାଲାଙ୍କ ହତ୍ୟା ଘଟଣାର ଏକ ସପ୍ତାହ ପରେ ତାଙ୍କ ପରିବାର ଲୋକଙ୍କୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭେଟିବେ। ମଙ୍ଗଳବାର ରାହୁଲ ଗାନ୍ଧୀ ପଞ୍ଜାବର ମନସା ଜିଲାରେ ଅବସ୍ଥିତ ମୂସେ ୱାଲାଙ୍କ ଗାଁ ମୁସା ଗସ୍ତ…
କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ
ଖୋର୍ଦ୍ଧା ଅଫିସ,୬।୬: ପୂର୍ବତଟ ରେଳବାଇ କାଳୁପଡ଼ାଘାଟ ରେଳ ଷ୍ଟେଶନର ୪ ନମ୍ବର ଟ୍ରାକରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲଗାଡିରେ ଅଗ୍ନିକାଣ୍ଡ ଘଟିଛି। ଟ୍ରେନ୍ର ଗୋଟିଏ ବଗିରେ ନିଆଁ ଲାଗି ଯାଇଥିଲା। ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ କୋଇଲା ବଗିରେ ନିଆଁ…
ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପ୍ରେ ବିମାନ ଦୁର୍ଘଟଣା
କାମାକ୍ଷାନଗର,୬।୬(ଡି.ଏନ୍.ଏ.): ଢେଙ୍କାନାଳ ବିରାଶାଳ ଏୟାରଷ୍ଟ୍ରିପରେ ପୁଣି ବିମାନ ଦୁର୍ଘଟଣା ଘଟିଛିି । ପ୍ରଶିକ୍ଷଣ ବେଳେ ୧୫ ଫୁଟରୁ ବିମାନଟି ଖସି ପଡିଥିବା ଜଣାପଡ଼ିଛି । ଦୁର୍ଘଟଣା ଫଳରେ ଜଣେ ପ୍ରଶିକ୍ଷାର୍ଥୀ ସାମାନ୍ୟ ଆହତ ହୋଇଛନ୍ତି । ଆହତ ପ୍ରଶିକ୍ଷାର୍ଥୀ ଜଣକ ହେଲେ…
ପୁରୁଷୋତ୍ତମପୁରର ୩ଜୋନରେ ଦାଖଲ ହୋଇନି ପ୍ରାର୍ଥିପତ୍ର
ପୁରୁଷୋତ୍ତମପୁର,୬।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାର ୧୫ଜୋନ ବିଶିଷ୍ଟ ପୁରୁଷୋତ୍ତମପୁର ସମବାୟ ସମିତିରେ ହେବାକୁ ଥିବା ନିର୍ବାଚନ ଲାଗି ସୋମବାର ପ୍ରାର୍ଥିପତ୍ର ଦାଖଲ ହୋଇଛି। ସମିତିର ୩ଟି ଜୋନ ୬, ୧୪ ଓ ୧୫ରେ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ…
ରାଜଧାନୀରୁ ଜବତ ହେଲା ୨ କେଜିରୁ ଅଧିକ ବ୍ରାଉନସୁଗାର
ଭୁବନେଶ୍ୱର,୬।୬(ବ୍ୟୁରୋ): ଭୁବନେଶ୍ବର ଏମ୍ମ୍ସ ନିକଟରୁ ସୋମବାର ୨ କେଜି ୫୮ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଛି। ବେଆଇନ ଚାଲାଣ ବେଳେ ଏସଟିଏଫ୍ ଟିମ୍ ଚଢ଼ାଉ କରି ଏହି ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨ କୋଟି ଟଙ୍କା…
Archives


