Home Left

ଗହୀରମଥାରେ ଦାଆ ବେଣ୍ଟିଆ

ମହାକାଳପଡ଼ା,୭।୬ (ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମୌସୁମୀ ବାୟୁ ଆଗମନ ପୂର୍ବରୁ ଦେଶୀ ଓ ବିଦେଶୀ ପକ୍ଷୀମାନଙ୍କର କୋଳାହଳ ହେଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଭଳି ମୌସୁମୀ ଆଗମନ ପରେ ବିଭିନ୍ନ ପ୍ରଜାତିର…

ନିର୍ମାଣ ଅପେକ୍ଷାରେ ୯୮୮ ଅଙ୍ଗନୱାଡି କେନ୍ଦ୍ର

କେନ୍ଦ୍ରାପଡ଼ା ଅଫିସ, ୮।୬: ମହିଳା ଓ ଶିଶୁ ବିକାଶରେ ଅଙ୍ଗନୱାଡି କେନ୍ଦ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ରାଜ୍ୟ ସରକାର ୫-ଟି ଅଧୀନରେ ମିଶନ ଶକ୍ତି ମାଧ୍ୟମରେ ଏହାର ରୂପାନ୍ତରଣ କରୁଛନ୍ତି। ଅପପୁଷ୍ଟି ରୋକିବା, ଟିକାକରଣଠାରୁ ଆରମ୍ଭ କରି ଶିଶୁଙ୍କୁ ପ୍ରାଥମିକ ଶିକ୍ଷା…

ଚାଲିଛି ୨୦ରୁ ଊର୍ଦ୍ଧ୍ୱ ବେଆଇନ ଖାଦାନ

ଯାଜପୁର ଅଫିସ/କବାଟବନ୍ଧ (ଡି.ଏନ.ଏ.), ୮।୬: ଲଘୁ ଖଣିଜ ସମ୍ପଦରେ ଭରପୁର ଯାଜପୁର ଜିଲା ଧର୍ମଶାଳା ତହସିଲ ଅଞ୍ଚଳରେ ରାଜ୍ୟ ସରକାରଙ୍କ ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଭଳି ୫-ଟି ଆଇନ କାମ କରୁନାହିଁ ା ଏଥିପାଇଁ…

ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ବୁଲିଲେ କେନ୍ଦ୍ରମନ୍ତ୍ରୀ

କଟକ ଅଫିସ, ୮ା୬: କେନ୍ଦ୍ରମନ୍ତ୍ରୀ ଶାନ୍ତନୁ ଠାକୁର ମଙ୍ଗଳବାର କଟକ ଓଡ଼ିଆବଜାରସ୍ଥିତ ନେତାଜୀ ସୁଭାଷ ବୋଷ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି। ସେଠାରେ ସେ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଭାଜପା କଟକ ନଗର ସଭାପତି ଲଲାଟେନ୍ଦୁ ବଡୁ ଓ ଅନ୍ୟ…

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର,୮।୬(ବ୍ୟୁରୋ): ନୂତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଥମ ଦିନରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ଏବଂ ଅନ୍ୟ ଅଧିକାରୀଙ୍କୁ ଡକାଇ ଉଚ୍ଚଶିକ୍ଷା ବିଭାଗ ପାଇଁ ୫ଟି ଆକ୍ସନ୍‌ ପ୍ଲାନ୍‌ ଲାଗୁ କରିବା,…

ଗ୍ରାମାଞ୍ଚଳରେ ଅବାଧ ଅଶ୍ଳୀଳ ନୃତ୍ୟ

ଗୁଣପୁର,୮।୬(ଡି.ଏନ୍‌.ଏ.): ଅଶ୍ଲୀଳ ରେକର୍ଡ ଡ୍ୟାନ୍ସ ଉପରେ ଲଗାମ ଲାଗି ପାରୁନାହିଁ । ଯାତ୍ରା ନାମରେ ଚାଲିଛି ଅଙ୍ଗ ପ୍ରଦର୍ଶନ। ରାୟଗଡା ଜିଲା ଗୁଣପୁର ଏବଂ ରାମନାଗୁଡାର ବିଭିନ୍ନ ଗ୍ରାମାଞ୍ଚଳରେ ଏଭଳି ବେଧଡ଼କ କାରବାର ଚାଲିଛି। ବିଭିନ୍ନ ପର୍ବପର୍ବାଣି ଆଳରେ ଗଁା ଗଁାରେ…

ଚିଲିକାରେ ଚାଲିବ ଓଡ଼ିଶାର ପ୍ରଥମ କ୍ରୁଜ୍‌ ‘ଗରୁଡ଼’

ଭୁବନେଶ୍ୱର,୮।୬(ବ୍ୟୁରୋ): ଓଡ଼ିଶାରେ ପର୍ଯ୍ୟଟକମାନେ ପାଇବେ କ୍ରୁଜ୍‌ର ମଜା। ଚିଲିକା ହ୍ରଦରେ ପ୍ରଥମ ଥର ପାଇଁ କ୍ରୁଜ୍‌ (ବୋଟ୍‌) ଚାଲିବ। ଚିଲିକାର ବରକୂଳରେ ଥିବା ବିକାଶ ଇକୋ ରିସଟର୍‌ସ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି କ୍ରୁଜ୍‌ର ନାମ ‘ଗରୁଡ଼’…

‘ମୁଁ ବଞ୍ଚିବାକୁ ଚାହେଁ, ଏହା ମୋର ଶେଷ ଇଚ୍ଛା’

କଟକ ଅଫିସ, ୮ା୬: କେନ୍ଦ୍ରାପଡା ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ପୁଣି ଏକ ଭିଡିଓ ନିଜର ୟ୍ୟୁଟୁବ୍‌ ଚ୍ୟାନେଲରେ ଅପ୍‌ଲୋଡ କରିଛନ୍ତି। କୋର୍ଟଙ୍କ ବାରଣ ସତ୍ତ୍ୱେ ସେ ଏହି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଅନୁଭବ ଫ୍ୟାନ୍ସମାନଙ୍କୁ ନିଜେ…

ଚଳିତବର୍ଷ ୧ ଲକ୍ଷ ହେକ୍ଟରରେ ଅଣଧାନ ଚାଷ

ଭୁବନେଶ୍ୱର,୮।୬(ବ୍ୟୁରୋ): ୨୦୨୨-୨୩ରେ ରାଜ୍ୟରେ ୧ ଲକ୍ଷ ହେକ୍ଟରରେ ଅଣଧାନ ତଥା ପନିପରିବା, ଡାଲିଜାତୀୟ, ତୈଳବୀଜ, ନଡ଼ିଆ, ଫଳଚାଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଚାଷ ପାଇଁ ୫୩୧ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ଆକ୍ସନ ପ୍ଲାନକୁ ଅନୁମୋଦନ କରାଯାଇଛି। ପ୍ରଧାନମନ୍ତ୍ରୀ କୃଷି…

ପ୍ରାଣୀମାନଙ୍କୁ ସେବା ଦେବା ଆବଶ୍ୟକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍‌ଲାଇନ ଜରିଆରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍‌ପଲାଇନ ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା…

ଏନ୍‌ଜିଟି ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ରାଜ୍ୟ ସରକାର

ଯାଜପୁର ଅଫିସ,୮ା୬: ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମରେ ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ବ୍ୟବହାର ଅନୁମତି ନ ଥିବା ଦର୍ଶାଇ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପରିବେଶ କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କୁ ୧କୋଟି ଟଙ୍କା ଜରିମାନା କରିଛନ୍ତି। ଏପରି…

ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା

ଭୁବନେଶ୍ୱର, ୮।୬(ବ୍ୟୁରୋ): ଆଠଗଡ଼ ଡିଭିଜନରେ ଐତିହ୍ୟ ପ୍ରାଣୀ ହାତୀ ଯେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ ତାହା ବାରମ୍ବାର ପ୍ରମାଣିତ ହୋଇଆସୁଛି। ଆଠଗଡ଼ ବନଖଣ୍ଡ ଅଧୀନସ୍ଥ ବଡ଼ମ୍ବା ରେଞ୍ଜରେ ଦୁଇଟି ସ୍ଥାନରେ ଗତ ୨ ଓ ୩ ତାରିଖରେ ଲଗାତର ଦୁଇଦିନରେ ଦୁଇଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri