Advertisement

ଗୋବିନ୍ଦାଙ୍କ ଫିଲ୍ମର ରିମେକରେ ଦେଖାଦେବେ ଟାଇଗର

ମୁମ୍ବାଇ: ବଲିଉଡ ଷ୍ଟାର ଟାଇଗର ଶ୍ରଫ ୨୦୧୪ରେ ତାଙ୍କର ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିଲେ । ଏହି କିଛି ବର୍ଷ ମଧ୍ୟରେ ଟାଇଗର ବଲିଉଡ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଟାଇଗର ସବୁବେଳେ ତାଙ୍କ ଡ୍ୟାନ୍ସ ଓ ଆକ୍ସନକୁ ନେଇ ଥାଆନ୍ତି ଚର୍ଚ୍ଚାରେ । ଏବେ ଖବର ଆସିଛି ଯେ ଟାଇଗରଙ୍କ ହାତରେ ଏକ ବଡ ମୁଭି ଲାଗିଛି । ଏହା ଏକ ରିମେକ ମୁଭି ।
ମିଡିଆ ରିପୋର୍ଟ ଅନୁଯାୟୀ, ୧୯୯୭ରେ ଆସିଥିବା ମୁଭି ‘ହିରୋ ନମ୍ବର ୧’ର ରିମେକ ହେବାକୁ ଯାଉଛି । ଏଥିରେ ଟାଇଗର ଶ୍ରଫ ନଜର ଆସିବେ ବୋଲି କୁହାଯାଉଛି । ୧୯୯୭ରେ ଡେଭିଡ ଧୱନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ମୁଭି ‘ହିରୋ ନମ୍ବର ୧’ରେ ମୁଖ୍ୟ ଭୂମିକାରେ ଗୋବିନ୍ଦା ଓ କରିସ୍ମା କପୁର ନଜର ଆସିଥିଲେ । ଦର୍ଶକେ ଏହି ମୁଭିକୁ ଖୁବ୍ ପସନ୍ଦ କରିଥିଲେ ଆଉ ଏହା ବକ୍ସ ଅଫିସରେ ହିଟ୍ ବି ହୋଇଥିଲା । ଏବେ ଏହାର ରିମେକ ହେବାକୁ ଯାଉଛି । ଏହାର ନିର୍ଦ୍ଦେଶନା ଦେବେ ଜଗନ ଶକ୍ତି ଓ ପ୍ରଯୋଜକ ରହିବେ ଜ୍ୟାକି ଭଗନାନୀ । ମେକର୍ସ ଏହାକୁ ବଡ କରି ନିର୍ମାଣ କରିବାକୁ ଚାହୁଁଛନ୍ତି, ଯେଉଁଥିରେ କିଛି ଇଣ୍ଟରନ୍ୟାଶନାଲ ସେଡ୍ୟୁଲ ହୋଇପାରିବ । ଏହାର ଶୁଟିଂ ୨୦୨୩ରେ ଆରମ୍ଭ ହେବ । ଏବେ ଏହାର ପ୍ରିପ୍ରଡକଶନ କାମ ଚାଲିଛି । ଏହାର ବାକି ଷ୍ଟାର କାଷ୍ଟଙ୍କ ସମ୍ପର୍କରେ ସୂଚନା ଖୁବଶୀଘ୍ର ମିଳିଯିବ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କ ମଜା ଉଡାଇଲେ ୯ ବର୍ଷର ବାଳକ

ମୁମ୍ବାଇ: ସୋନି ଟିଭି ନିଜ ଇନଷ୍ଟାଗ୍ରାମ ପେଜରେ ନିକଟରେ କୌନ ବନେଗା କରୋଡ଼ ପତିର ନୂଆ ପ୍ରୋମୋ ଶେୟାର କରିଛି । ଯେଉଁଥିରେ ବିଗ୍‌ ବିଙ୍କ୍‌...

ଜୀବନରେ ଅନେକ ଦୁଃଖଦ ସମୟ ଦେଖିଛି, ସଲମାନ କେବେ ହାତ ଛାଡ଼ି ନାହାନ୍ତି: କଟ୍ରିନା

ମୁମ୍ବାଇ: ଏକଦା ବଲିଉଡ୍‌ର ଚର୍ଚ୍ଚିତ ଯୋଡ଼ି ଭିତରୁ ଗୋଟିଏ ଥିଲେ ସଲମାନ-କଟ୍ରିନା। ହେଲେ କଟ୍ରିନାଙ୍କ ଜୀବନରେ ରଣବିରଙ୍କ ଏଣ୍ଟ୍ରି ପରେ ସବୁକିଛି ବଦଳିଯାଇଥିଲା। ଅଲଗା ହୋଇଥିଲେ...

ଏହି ଅଭିନେତାଙ୍କୁ ମାରୁ ମାରୁ ଜୀବନରୁ ମାରିଦେଇଥାନ୍ତେ ଲୋକେ, କାରଣ ଜାଣିଲେ…

ଅଜୟ ଦେବଗନଙ୍କୁ ବଲିଉଡର ସିଙ୍ଘମ କୁହାଯାଏ । ସେ ପରଦାରେ ସମସ୍ତ ପ୍ରକାରର ଅଭିନୟ କରିପାରନ୍ତି। କିନ୍ତୁ ଆକ୍ସନ ଚରିତ୍ରରେ ତାଙ୍କୁ ବହୁତ ପସନ୍ଦ କରାଯାଏ।...

‘ପୁଣି ହସିବ ଓଡ଼ିଶା’ରେ ହେମା ମାଳିନୀଙ୍କ ଓଡ଼ିଶୀନୃତ୍ୟ

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଥିବା ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ୍‌ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଗୀତର ତାଳେ...

ରଣବୀରଙ୍କୁ ସୁପର୍‌ ଡ୍ରଗ୍‌ କହିଥିଲେ ଦୀପିକା, ଭାଇରାଲ ହେଉଛି ପୋଷ୍ଟ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କନେକ୍ସନ ଯାଞ୍ଚ୍‌ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ଏବେ ବଲିଉଡରେ ଡ୍ରଗ୍ସ ଯୋଗାଉଥିବା ଚେନ୍‌କୁ ଧରିବାକୁ...

ସଡ଼କ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକଙ୍କ ଜୀବନ

ଚଣ୍ଡିଗଡ,୩୦।୩: ସଡ଼କ ଦୁର୍ଘଟଣାରେ ପଞ୍ଜାବର ଜଣାଶୁଣା ଗାୟକ ଦିଲଜାନଙ୍କ ମୃତ୍ୟୁ ଘଟିଛି। ଅମୃତସରର ଜାଣ୍ଡିଆଲା ଗୁରୁ ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନାନୁସାରେ, ୩୧ ବର୍ଷୀୟ...

ମନିଷାଙ୍କ ପ୍ରେମରେ ପାଗଳ ଥିଲେ ନାନା ପାଟେକର; ହେଲେ କରିପାରିଲେନି ବିବାହ

ବମ୍ବେ: ବଲିଉଡ୍‌ରେ ଅନେକ ପ୍ରେମକାହାଣୀ ଶୁଟିଂ ସେଟ୍‌ରୁ ଗଢ଼ି ଉଠିଥିଲେ ହେଁ ପରେ ଭାଙ୍ଗି ଯାଇଛି। ସେଭଳି ଗୋଟିଏ ହେଲା ନାନା ପାଟେକର ଏବଂ ମନିଷା...

ଶୁଟିଂ ସେଟ୍‌ରେ ସ୍ବାମୀଙ୍କୁ ନୁହେଁ, ଏହାକୁ ମିସ୍‌ କରୁଛନ୍ତି ପ୍ରିୟଙ୍କା

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ବିଭିନ୍ନ ଫଟୋ ନିଜ ପ୍ରଶଂସକଙ୍କ ସହ ଶେୟାର କରିଥନ୍ତି। ନିକଟରେ ସୋସିଆଲ ମିଡିଆରେ...

Advertisement
Archives

Model This Week