ତୃପ୍ତି କହିଲେ ୱେଟ୍ ଆଣ୍ଡ ୱାଚ୍
ଭୁବନେଶ୍ୱର,୨୯।୭(ବ୍ୟୁରୋ): ଅଭିନେତା ବାବୁସାନ୍ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ଶତ୍ପଥୀଙ୍କ ପାରିବାରିକ କଳହର ସମାଧାନ ପାଇଁ ସମସ୍ତେ ଚାହାନ୍ତି। ପ୍ରଂଶସକଠାରୁ ଆରମ୍ଭ କରି ସମ୍ପର୍କୀୟ ସମସ୍ତେ ଚାହାନ୍ତି ବାବୁ – ତୃପ୍ତି ଏକ ହୋଇଯାନ୍ତୁ। ଏ ନେଇ ଆପୋସ ସମାଧାନ…
ବିରୋଧୀଙ୍କ ଉଦ୍ବେଗ: ସରକାର ଜାଣିଶୁଣି ପୋଲିସ ମହାସଂଘ ନିର୍ବାଚନ କରାଇ ଦେଉନାହାନ୍ତି
ଭୁବନେଶ୍ୱର,୨୯।୭(ବ୍ୟୁରୋ): କନଷ୍ଟେବଳ-ସିପାହୀ ମହାସଂଘର ନିର୍ବାଚନ ଗତ ଦୁଇ ବର୍ଷ ଧରି ହୋଇପାରିନାହିଁ। ପୋଲିସ ମହାନିର୍ଦ୍ଦେଶକ ଏଥିପାଇଁ ଅନୁମତି ଦେଉ ନ ଥିବାରୁ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ନିର୍ବାଚନ କରାଇବା ଲାଗି ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି…
ମହିଳାଙ୍କୁ ଅସଦାଚରଣ କରି କାଠ ଫାଳିଆରେ ଆକ୍ରମଣ: ବନ୍ଧା ହେଲେ ୨ ଯୁବକ
ବ୍ରହ୍ମପୁର ଅଫିସ,୨୯ା୭: ସମାଜରେ ମହିଳାଙ୍କ ପ୍ରତି ହିଂସା ଏବଂ ଦୁର୍ବ୍ୟବହାର ଭଳି ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଣେ ମହିଳାଙ୍କୁ ଅସଦାଚରଣ କରି ଆକ୍ରମଣ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ୨ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ…
ସାଙ୍ଗର ମନକଥା କହିବାକୁ ଯାଇଥିଲେ, ହେଲେ ନିଜେ ପଡ଼ିଗଲେ ପ୍ରେମରେ…
ଅଭିନେତ୍ରୀ ସୋନମ କପୁରଙ୍କ ସ୍ବାମୀ ଆନନ୍ଦ ଅହୁଜା ଭାରତର ଜଣେ ପ୍ରସିଦ୍ଧ ଫ୍ୟାଶନ ଉଦ୍ୟୋଗୀ। ସେ ପ୍ରତିବର୍ଷ ୨୯ଜୁଲାଇରେ ତାଙ୍କ ଜନ୍ମଦିନ ପାଳନ କରନ୍ତି। ୨୦୧୮ରେ, ଯେତେବେଳେ ସେ ତାଙ୍କ ନାମ ସୋନମଙ୍କ ସହ ଜଡିତ ହେଲା, ସେତେବେଳେ ସେ ଲାଇମଲାଇଟକୁ…
ଜାଣନ୍ତୁ ସଞ୍ଜୟଙ୍କ ପାଖେ ଅଛି ଏ ସବୁ ଦାମୀଗାଡ଼ି
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବୃତ୍ତିଗତ ଜୀବନ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ଏହାକୁ ନେଇ ସେ ଲାଇମ୍ଲାଇଟ୍ରେ ରହିଥାନ୍ତି। ଜାଣନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି କଥା। ସେ ବିଳାସପୂର୍ଣ୍ଣ ଜୀବନ…
ଅଷ୍ଟ୍ରେଲିଆ ଆଗରେ ୧୫୫ ରନ୍ର ଟାର୍ଗେଟ୍
ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚରେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୪ ରନ୍…
ନଦୀକୂଳରେ ବସି ପ୍ରେମିକାଙ୍କ ମୁଣ୍ଡରୁ ଉକୁଣୀ ବାଛୁଛନ୍ତି ପ୍ରେମିକ; ଭିଡିଓ ଦେଖିଲେ କହିବେ…
ପ୍ରେମ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ। ଯେଉଁମାନଙ୍କୁ ଜୀବନରେ ବାସ୍ତବ ପ୍ରେମ ମିଳିଥାଏ ସେମାନଙ୍କ ଖୁସିର ପରିସୀମା ନ ଥାଏ। ଏମିତିରେ ଅନେକ ପ୍ରେମକାହାଣୀ ଆପଣ ଶୁଣିଥିବେ। ହେଲେ ଆମେ ଯେଉଁ ପ୍ରେମିକଙ୍କ ବିଷୟରେ କଥା ହେବାକୁ ଯାଉଛୁ ସେ…
ଜାଣନ୍ତି କି ସଞ୍ଜୟଙ୍କ ବିଳାସପୂର୍ଣ୍ଣ ବଙ୍ଗଳାର ଦାମ୍?
ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତଙ୍କ ଆଜି ୬୩ ତମ ଜନ୍ମ ଦିନ। ତାଙ୍କ ଅଭିନୟରେ ସେ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ସେ ଜୀବନରେ ଅନେକ ଉତ୍ଥାନ-ପତନ ଦେଇ ଗତି କରିଛନ୍ତି। ତାଙ୍କ ଜୀବନରେ ଏପରି କିଛି ସମୟ ଆସି…
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଟସ୍ ଜିତି ଭାରତ ମହିଳା ଦଳର ବ୍ୟାଟିଂ ଆରମ୍ଭ
ବର୍ମିଂହାମ,୨୯।୭: ବର୍ମିଂହାମଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଗ୍ରୁପ ‘ଏ’ର ଶୁକ୍ରବାର ପ୍ରଥମ ଟି୨୦ ମ୍ୟାଚ ଭାରତ-ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଟିମ୍ ମଧ୍ୟରେ ଆରମ୍ଭ ହୋଇଛି। ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଅଷ୍ଟ୍ରେଲିଆ…
ବାଦ୍ ପଡ଼ିଲେ କେ.ଏଲ୍. ରାହୁଲ; ଏହି କ୍ରିକେଟରଙ୍କୁ ମିଳିଲା ସୁଯୋଗ
ଟାରୌବା,୨୯।୭: ପ୍ରଥମେ ସର୍ଜରୀ ଏବଂ ପରେ କରୋନା ସଂକ୍ରମଣ ଯୋଗୁ ଟିମ୍ ଇଣ୍ଡିଆର ଓ୍ବେଷ୍ଟଇଣ୍ଡିଜ ଗସ୍ତରୁ ବାଦ୍ ପଡ଼ିଛନ୍ତି ଷ୍ଟାର ଓପନର୍ କେ.ଏଲ୍.ରାହୁଲ। ଏବେ ତାଙ୍କ ସ୍ଥାନରେ ଟି୨୦ ସିରିଜ ଲାଗି ଉଇକେଟକିପର ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ଙ୍କୁ ସୁଯୋଗ ମିଳିଛି। ବିସିସିଆଇ…
ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଓ୍ବେଷ୍ଟଇଣ୍ଡିଜ୍
ତ୍ରିନିଦାଦ,୨୯।୭: ଭାରତ ବିପକ୍ଷ ଟି୨୦ ସିରିଜ୍ ଶୁକ୍ରବାର ଆରମ୍ଭ ହେବ। ଜୁଲାଇ ୨୯ରୁ ଏହା ଆରମ୍ଭ ହୋଇ ଅଗଷ୍ଟ ୩ରେ ଶେଷ ହେବ। ତେବେ ସିରିଜ ଲାଗି ଶୁକ୍ରବାର ୧୬ ସଦସ୍ୟ ବିଶିଷ୍ଟ ଟିମ୍ର ଘୋଷଣା କରିଛି ଓ୍ବେଷ୍ଟଇଣ୍ଡିଜ୍। ଭାରତ ବିପକ୍ଷ…
ବିପାଶାଙ୍କ ପୂର୍ବରୁ ଏହି ଦୁଇ ଅଭିନେତ୍ରୀଙ୍କୁ ବିବାହ କରିଥିଲେ କରଣ
ବଲିଉଡ୍ ଅଭିନେତ୍ରୀ ବିପାଶା ବସୁ ଏବଂ ଅଭିନେତା କରଣ ସିଂ ଗ୍ରୋଭର ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ୍। ଫଟୋ, ଭିଡିଓ ଶେୟାର କରି ଫ୍ୟାନ୍ସଙ୍କ ସହ ଯୋଡ଼ି ହୋଇ ରୁହନ୍ତି। ଏହାରି ମଧ୍ୟରେ ବିପାଶା-କରଣଙ୍କ ଘରକୁ ଖୁବ୍ଶୀଘ୍ର କୁନି ଅତିଥି ଆସିବାକୁ…
Archives


