Home Left

୧-୧ରେ ସିରିଜ୍‌ ବରାବର

ଗାଲେ,୨୮ା୭: ଗାଲେରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତି ସିରିଜ୍‌ ୧-୧ରେ ବରାବର କରିଛି ଶ୍ରୀଲଙ୍କା। ୫୦୯ ରନ୍‌ ଲକ୍ଷ୍ୟର ପିଛା କରୁଥିବା ପାକିସ୍ତାନ ୨୬୧ ରନ୍‌ରେ ସମସ୍ତ ଉଇକେଟ ହରାଇଛି। ଫଳରେ ୨୪୬ ରନ୍‌ରେ ପାକିସ୍ତାନ ପରାସ୍ତ ହୋଇଛି।…

ପବ୍‌ଜି ପରେ ପ୍ଲେ-ଷ୍ଟୋରରୁ ହଟିଲା ବିଜିଏମ୍‌ଆଇ ଗେମ୍‌

ନୂଆଦିଲ୍ଲୀ,୨୭।୭: ମୋବାଇଲ୍‌ରେ ଅନ୍‌ଲାଇନ୍‌ ଗେମ୍‌ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମଲ୍ଟିପ୍ଲେୟାର ଯୁଦ୍ଧ ମୋବାଇଲ ଗେମ୍‌ ବ୍ୟାଟଲଗ୍ରାଉଣ୍ଡ ମୋବାଇଲ ଇଣ୍ଡିଆ(ବିଜିଏମ୍‌ଆଇ) ଏବେ ଗୁଗୁଲ ପ୍ଲେ-ଷ୍ଟୋର ଏବଂ ଆପଲ ଆପ୍‌ ଷ୍ଟୋରରୁ ହଟିଛି। ଏହାକୁ ଏବେ ଆଣ୍ଡ୍ରଏଡ୍‌ ଏବଂ…

ବାବୁସାନ୍‌ ପାରିବାରିକ ବିବାଦ: ଆପୋସ ସମାଧାନ ପାଇଁ ଉଦ୍ୟମ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ପାରିବାରିକ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ବାବୁସାନ୍‌ଙ୍କ ଓକିଲ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଘଟଣାକୁ ନେଇ ବାବୁସାନ୍‌ ମଧ୍ୟ ଅନୁତାପ କରୁଛନ୍ତି ସେ…

ମାଙ୍କଡଙ୍କ ପାଇଁ ହେଲା ଝୁଲନ୍ତା ଚଲାପଥ

କେନ୍ଦୁଝର,୨୮।୭(ସ୍ବ.ପ୍ର.) : କେନ୍ଦୁଝର ଜିଲାର ଜୁଡିଆ, କାଞ୍ଜିପାଣି ଘାଟିରେ ବନ ବିଭାଗ ପକ୍ଷରୁ ମାଙ୍କଡଙ୍କ ରାସ୍ତା ପାର ହେବା ପାଇଁ ଦୁଇଟି ଝୁଲନ୍ତା ଚଲାପଥ ନିର୍ମାଣ କରାଯାଇଛି। ଏହି ଚଲାପଥ ଦ୍ୱାରା ମାଙ୍କଡମାନେ ସୁବିଧାରେ ଜାତୀୟ ରାଜପଥ ଅତିକ୍ରମ କରିପାରିବେ। ମାଙ୍କଡମାନେ…

ମନ୍ଦିର କମିଟି ଗଠନକୁ ନେଇ ୨ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ବ୍ରହ୍ମପୁର ଅଫିସ,୨୮ା୭: ଶିବମନ୍ଦିର କମିଟି ଗଠନକୁ କେନ୍ଦ୍ରକରି ବ୍ରହ୍ମପୁର ଜଗଦଳପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଛି। ଏହି ଘଟଣାରେ ସଦର ଥାନା ପୋଲିସ ଦୁଇଟି ମାମଲାରେ ୧୦ ଜଣଙ୍କୁ ଗିରଫ କରିଛି। ଜଗଦଳପୁର ଗ୍ରାମର କେ.ବିନୋଦ କୁମାରଙ୍କ ଅଭିଯୋଗ…

ଡକାୟତି ବେଳେ ଗୁଳିମାଡ଼ରେ ଘର ମାଲିକଙ୍କ ପୁଅ ଗୁରୁତର

କୋକସରା,୨୮।୭(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ଥାନା କାଶିବାହଲ ଗାଁ ଚଞ୍ଚରାପଡାରେ ଏକ ଲୁଟ୍‌ ହୋଇଛି। ଗାଁରେ ରହୁଥିବା ଋଷିମଣି ପୂଝାରି (୪୫)ଙ୍କ ଘରେ ବୁଧବାର ବିଳମ୍ବିତ ରାତିରେ ୧୦ରୁ ୧୨ ମୁଖାପିନ୍ଧା ଦୁବୃର୍ତ୍ତ ଘର କବାଟ ଭାଙ୍ଗି ଘରେ ପଶି ପରିବାରଲୋକଙ୍କୁ…

ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ସାରସକଣା,୨୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଜୋକା ପଞ୍ଚାାୟତ ଛକଠାରୁ ପ୍ରାୟ ୩୦୦ ମିଟର ଦୂର ଏକ ସ୍ବୟଂ ସହାୟକ ଗୋଷ୍ଠୀ ଘର ପଛପଟ ପଡ଼ିଆରୁ ଉଲଗ୍ନ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଗୁରୁବାର ଉଦ୍ଧାର କରିଛି। ପୁଅ ବାବଲୁ…

ଅକ୍ଟୋବର ୧୬ରେ ହେବ ଓଏଏସ୍‌ ପ୍ରିଲିମ୍‌

ଭୁବନେଶ୍ୱର,୨୮।୭(ବ୍ୟୁରୋ): ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ର ପ୍ରିଲିମ୍‌ ପରୀକ୍ଷା ପାଇଁ ଗୁରୁବାର ତାରିଖ ଘୋଷଣା କରାଯାଇଛି। ଅକ୍ଟୋବର ୧୬ ତାରିଖରେ ପ୍ରିଲିମ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି)ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏ ସମ୍ପର୍କିତ ସବିଶେଷ…

ରାଜ୍ୟରୁ ସୁସ୍ଥ ହେଲେ ୧୨୦୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୦୬ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏଯାବତ୍‌ ୧୨,୯୫,୧୫୭ ଜଣ ସୁସ୍ଥ ହୋଇସାରିଲେଣି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ରାହୁଲଙ୍କ ସହ ଫଟୋ ଶେୟାର କରି ଏଭଳି ଲେଖିଲେ ଆଥିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କ୍ରିକେଟ୍‌ର କେ.ଏଲ୍‌ ରାହୁଲ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ଉଭୟ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଏପରିକି ଦୁହେଁ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ କ’ଣ କହିଲେ ମମତା

କୋଲକାତା,୨୮ ।୭: ପଶ୍ଚିମବଙ୍ଗରେ ଶିକ୍ଷକ ଭର୍ତ୍ତି ଘୋଟାଲା ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନ୍ତ୍ରୀ ପଦରୁ ହଟାଇ ଦେଇଛନ୍ତି । ସବ୍ରୁଆଡୁ ଦାବି ହେବା ପରେ ମମତା ପାର୍ଥଙ୍କୁ ତାଙ୍କ କ୍ୟାବିନେଟରୁ ବାହାର କରି ଦେଇଛନ୍ତି…

ନେଗେଟିଭ୍‌ ଆସିବା ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ‘ମଙ୍କିପକ୍ସ’ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୭: ଦିଲ୍ଲୀର ଲୋକ ନାୟକ ଜୟ ପ୍ରକାଶ(ଏଲ୍‌ଏନ୍‌ଜେପି) ହସ୍ପିଟାଲରେ ଭର୍ତ୍ତି ହୋଇଥିବା ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ରିର୍ପୋଟ ଗୁରୁବାର ନେଗେଟିଭ୍‌ ଆସିଛି। ନେଗେଟିଭ୍‌ ରିପୋର୍ଟ ଆସିବା ପରେ ଯୁବକଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଏନେଇ ଏଲ୍‌ଏନ୍‌ଜେପି ହସ୍ପିଟାଲ ନିର୍ଦ୍ଦେଶକ ଡା.ସୁରେଶ କୁମାର ଏହି ସୂଚନା ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri