Home Left

ଭୟଙ୍କର ଭାବେ ଟ୍ରୋଲ ହେଉଛନ୍ତି ନୀଳନୟନା…

ବମ୍ବେ: ଟ୍ରୋଲ ହେଉଛନ୍ତି ନୀଳନୟନା ଐଶ୍ୱର୍ଯ୍ୟା ରାୟ। ସେ ବି ନିଜର ଲୁକ୍‌ ପାଇଁ। କେହି କେହି ତାଙ୍କୁ ମୋଟି କହୁଛନ୍ତି କେହି କେହି ତାଙ୍କର ଓଠ ଏବଂ ଗାଲକୁ ନେଇ ମଜା ଉଡାଉଥିବା ଦେଖାଯାଇଛି। ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ ‘ପୋନ୍ନିୟନ…

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଅନ୍ତରୀଣ ରହିତାଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୭ା୯: ଗଜପତି ଜିଲା ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି। ଅନ୍ୟାଦେଶ ପର୍ଯ୍ୟନ୍ତ ନିମ୍ନ ଅଦାଲତରେ ମାମଲାର ଶୁଣାଣି ଉପରେ ହାଇକୋର୍ଟ ଅଙ୍କୁଶ ଲଗାଇଛନ୍ତି। ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ଆବେଦନକୁ ଗ୍ରହଣ…

କନ୍ୟାକୁମାରୀରୁ କଂଗ୍ରେସର ‘ଭାରତ ଯୋଡ ଯାତ୍ରା’ ଆରମ୍ଭ

ଚେନ୍ନାଇ,୭।୯: ତାମିଲନାଡୁର କନ୍ୟାକୁମାରୀରୁ କଂଗ୍ରେସର ଉଚ୍ଚାଭିଳାଷୀ ଯାତ୍ରା ‘ଭାରତ ଯୋଡ ଯାତ୍ରା’ ଆରମ୍ଭ ହୋଇଛି। ୩୫୭୦ କିଲୋମିଟରର ଏହି ଦୀର୍ଘ ଯାତ୍ରା ପାଞ୍ଚ ମାସ ମଧ୍ୟରେ ୧୨ଟି ରାଜ୍ୟ ଦେଇ ଗତି କରିବ। ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନେକ ବରିଷ୍ଠ…

ଟ୍ରାନ୍ସଫର୍ମର ଅଚଳ: ୩ ମାସ ହେଲା ଅନ୍ଧାରରେ ଗ୍ରାମବାସୀ

କେନ୍ଦୁଝର,୭ା୯(ସ୍ବ.ପ୍ର.): ତେଲକୋଇ ବ୍ଲକ ଅନ୍ତର୍ଗତ ରାଇସୁଆଁ ପଞ୍ଚାୟତର ଦୁର୍ଗମ ମାର୍ଦ୍ଦା ଗ୍ରାମର ମଲାରବେଡ଼ା ସାହିରେ ୩ ମାସ ହେଲା ଲୋକେ ଅନ୍ଧାରରେ ରହୁଥିଲେ ହେଁ କାହାରି ନଜର ପଡୁନାହିଁ। ଏହି ସାହିରେ ୩୦ରୁ ଊର୍ଦ୍ଧ୍ୱ ଗରିବ ମୁଣ୍ଡା ଓ ମହାନ୍ତ ସମ୍ପ୍ରଦାୟର…

ଭୁବନେଶ୍ୱରଙ୍କ ୨ ଓଭର ବୁଡ଼ାଇଦେଲା !

ନୂଆଦିଲ୍ଲୀ,୭।୯: ମହଙ୍ଗା ପଡ଼ିଲା ଇନିଂସର ୧୯ତମ ଓଭର। ଏଥିଯୋଗୁ ସୁପର-୪ ମୁକାବିଲାରେ ପ୍ରଥମେ ପାକିସ୍ତାନ ଏବଂ ପରେ ଶ୍ରୀଲଙ୍କାଠାରୁ ପରାଜିତ ହୋଇଛି ଟିମ୍‌ ଇଣ୍ଡିଆ। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। କାରଣ ଉଭୟ ମ୍ୟାଚ୍‌ରେ ଦଳ ଶେଷ ଓଭରରେ…

ଦୋସା ଖାଇ ଟ୍ରୋଲ୍‌ ହେଲେ ଭାଜପା ଏମ୍‌ପି

ବେଙ୍ଗାଲୁରୁ,୭।୯: ପ୍ରବଳ ବର୍ଷା ଯୋଗୁ ଦେଶର ସିଲିକନ ସିଟି ବେଙ୍ଗାଲୁରୁର ଅବସ୍ଥା ବେହାଲ ହୋଇପଡିଛି। ଅନେକ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ଉପୁଜିଛି। ଅନେକ କ୍ୟାମ୍ପସ, ରାସ୍ତା ଇତ୍ୟାଦି ପାଣିରେ ଉବୁଟୁବୁ ହେଉଛି। ଏସବୁ ମଧ୍ୟରେ ବେଙ୍ଗାଲୁରୁ ଦକ୍ଷିଣ ଲୋକ ସଭା…

ୟୁକ୍ରେନ ଉପରେ ଆକ୍ରମଣ କରି ଲାଭବାନ ହୋଇଛି ରୁଷିଆ: ପୁଟିନ

ମସ୍କୋ,୭।୯: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ୬ ମାସରୁ ଅଧିକ ସମୟ ବିତିଗଲାଣି। ଏଥି ସହିତ ପାଶ୍ଚାତ୍ୟ ଦେଶମାନେ ମଧ୍ୟ ରୁଷିଆ ଉପରେ ଅନେକ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି। ଏହା ସତ୍ତ୍ୱେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି,ଏହି ଯୁଦ୍ଧ…

ସମାଲୋଚନାକୁ ବେଖାତିର୍‌: ରୋହିତ କହିଲେ ‘ଆମ ଟିମ୍‌ରେ କ୍ୱାଲିଟି ଅଛି’

ଦୁବାଇ,୭।୯: ଏସିଆ କପ୍‌ ୨୦୨୨ ମୁକାବିଲା ଲଗାତାର ଦ୍ୱିତୀୟ ପରାଜୟ ସହ ଟୁର୍ନାମେଣ୍ଟରୁ ବାହାର ହୋଇଛି ଟିମ୍‌ ଇଣ୍ଡିଆ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପାଇଁ ଏହା ପ୍ରଥମ ବଡ଼ ଟୁର୍ନାମେଣ୍ଟ ଥିଲା। ହେଲେ ଟିମ୍‌ ଇଣ୍ଡିଆ ପରାଜିତ ହେବା ପରେ…

ରାହୁଲଙ୍କ ସମର୍ଥନରେ ବାହାରିଲେ ପୂଜା ଭଟ୍ଟ

ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟଙ୍କ ଝିଅ ପୂଜା ଭଟ୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ସେ ରାହୁଲଙ୍କ ‘ଭାରତ ଯୋଡ ଯାତ୍ରା’କୁ ସମର୍ଥନ କରିଛନ୍ତି। ରାହୁଲ ତାମିଲନାଡୁରୁ କଶ୍ମୀର ପର୍ଯ୍ୟନ୍ତ ‘ଭାରତ ଯୋଡ ଯାତ୍ରା’ ଆରମ୍ଭ କରିଛନ୍ତି। ଏହି…

ସିଙ୍ଗଡ଼ା ଖାଇବାକୁ ଚାମଚ ନ ମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ କଲ୍‌ କଲେ ଯୁବକ

ଯେତେବେଳେ ଆମେ ହୋଟେଲ କିମ୍ବା ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଉ ସେତେବେଳେ କିଛି ଡିସ୍‌ପୋଜେବଲ୍‌ ବାସନ ଦିଆଯାଏ। ଯାହା ଦ୍ୱାରା ଆରାମରେ ଖାଇ ହୋଇଥାଏ। ଅବଶ୍ୟ ସିଙ୍ଗଡ଼ା, କଚୋଡ଼ି ଏବଂ ପକୋଡ଼ା ସହିତ ଏହିପରି ବାସନ ଉପଲବ୍ଧ ନୁହେଁ। କାରଣ ଚାମଚ ବିନା…

ଶରଦ ପାଓ୍ବାରଙ୍କୁ ଭେଟିଲେ ନୀତୀଶ

ପାଟନା,୭।୯: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜିକାଲି ଦିଲ୍ଲୀ ଗସ୍ତରେ ଆସି ବିରୋଧୀ ଦଳର ନେତାଙ୍କ ସହ ସାକ୍ଷାତ କରୁଛନ୍ତି। ଏହି ସାକ୍ଷାତର ମୁଖ୍ୟ କାରଣ ହେଉଛି ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାର ବିଜୟ ରଥକୁ ରୋକିବା ପାଇଁ…

ରଣବୀର କହିଥିଲେ ‘ମୋତେ ଗୋମାଂସ ଖାଇବା ପସନ୍ଦ’; ଏବେ ତେଜିଲା ବିବାଦ

ବମ୍ବେ: ରିଲିଜ ପୂର୍ବରୁ ଅଡୁଆରେ ‘ବ୍ରହ୍ମାସ୍ତ୍ର’। ଶୁକ୍ରବାର ଫିଲ୍ମ ବଡ଼ପରଦାକୁ ଆସିବାକୁ ଥିବା ବେଳେ ଏବେଠାରୁ ବିରୋଧ ତିବ୍ର ହେବାରେ ଲାଗିଛି। ଏହି କ୍ରମରେ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟ ଉଜ୍ଜୟିନୀରେ ବାବା ମହାକାଳଙ୍କ ଦର୍ଶନ ଲାଗି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri