ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୫ା୧୦(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୨୫,୫୯୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଏଥର ଜମିବ ଦୀପାବଳି: ରାଜଧାନୀର ୭ ସ୍ଥାନରେ ଖୋଲିବ ବାଣ ଦୋକାନ
ଭୁବନେଶ୍ୱର, ୧୫।୧୦ (ବ୍ୟୁରୋ): କୋହଳ ହୋଇଛି କରୋନା କଟକଣା। ଏଣୁ ଏଥର ଜମିବ ଦୀପାବଳି। ବାଣ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ମିଳିଥିବାରୁ ଆତସବାଜିରେ କମ୍ପିବ ରାଜଧାନୀ। ସାଧାରଣ ପ୍ରଶାସନ ବିଭାଗ ଅତିରିକ୍ତ ସଚିବ ମାନସ ରଞ୍ଜନ ସାମଲ…
ପୂର୍ବ ପ୍ରେମିକ ଏବେ ଭଲ ବନ୍ଧୁ
ବମ୍ବେ: ପୂର୍ବ ପ୍ରେମିକ ଏବେ ବନ୍ଧୁ। ଅଭିନେତା ପାରସ କଲନାଓ୍ବତ ଏକଦା ସୋସିଆଲ ମିଡିଆ ସେନ୍ସେଶନ ଉର୍ଫି ଜାଭେଦଙ୍କୁ ଡେଟ୍ କରିଥିଲେ। ଉଭୟ ଏନେଇ ଅନେକ ଥର ମୁହଁ ଖୋଲିଛନ୍ତି। ବ୍ରେକ୍ଅପ୍ ହେବା ପରେ କିନ୍ତୁ ଉଭୟ ଭଲ ବନ୍ଧୁ ହୋଇଯାଇଛନ୍ତି।…
ସିଏବି ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ଲଢ଼ିବେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୫।୧୦: ବର୍ତ୍ତମାନ ବିସିସିଆଇର ବିଦାୟୀ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଏବେ ସେ ବେଙ୍ଗଲ କ୍ରିକେଟ ଆସୋସିଏଶନ(ସିଏବି) ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି। ଅତୀତରେ ବି ସେ ସିଏବିର ସଭାପତି ରହିଥିଲେ। ୨୦୧୫ରେ ଜଗମୋହନ ଡାଲମିଆଙ୍କ…
ତିନି ହାଇସ୍କୁଲରେ ଖୋଲିଲା ଯୁକ୍ତ ଦୁଇ ପାଠ୍ୟକ୍ରମ
କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାର ତିନୋଟି ହାଇସ୍କୁଲକୁ ଅପଗ୍ରେଡ କରାଯାଇ ଯୁକ୍ତଦୁଇ କଳା ପାଠ୍ୟକ୍ରମ ଆରମ୍ଭ ହେବ। ସେଗୁଡ଼ିକ ହେଲା ଯୋଡ଼ା ବ୍ଲକ ଜୁରୁଡିସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ, ସଦର ବ୍ଲକ ମଇଦାନକେଲର ପ୍ରଗତି ସରକାରୀ ହାଇସ୍କୁଲ, ବାଂଶପାଳ ବ୍ଲକର ତରମାକାନ୍ତସ୍ଥିତ…
ଘରବାଡ଼ି ପଟ୍ଟା ପାଇଁ ୬ ମାସ ଧରି ଧାରଣାରେ ବସିଛନ୍ତି ୭୦ରୁ ଊର୍ଦ୍ଧ୍ୱ ପରିବାର
ମାଲକାନଗିରି,୧୫ା୧୦(ଡି.ଏନ୍.ଏ.): ମାଲକାନଗିରି ପୌର ପରିଷଦ ଓ୍ବାର୍ଡ ନଂ. ୩ର ୭୦ରୁ ଊର୍ଦ୍ଧ୍ୱ ପରିବାର ଗତ ୬ ମାସ ଧରି ଘରବାଡ଼ି ପଟ୍ଟା ପାଇଁ ଧାରଣାରେ ବସିଛନ୍ତି। କିନ୍ତୁ ଏଯାବତ୍ ତାଙ୍କର କୌଣସି ସମାଧାନ ହୋଇ ପାରି ନ ଥିବା ଧାରଣାରେ ବସିଥିବା…
ତେଜ ପ୍ରତାପଙ୍କ ଆଉ ଏକ ଭବିଷ୍ୟବାଣୀ: କହିଲେ ‘କେନ୍ଦ୍ରରେ ଗଠନ ହେବ ମହାଗଠବନ୍ଧନର ସରକାର’
ପାଟନା,୧୫।୧୦: ବିହାର ସରକାରରେ ଆର୍ଜେଡି ନେତା ତଥା ମନ୍ତ୍ରୀ ତେଜ ପ୍ରତାପ ଯାଦବ ବଡ଼ ଦାବି କରିଛନ୍ତି। କେନ୍ଦ୍ରରେ ମହାଗଠବନ୍ଧନର ସରକାର ଗଠନ ହେବ ବୋଲି ସେ ଭବିଷ୍ୟବାଣୀ କରିଛନ୍ତି। ବିହାର ରାଜନୀତିରେ ତେଜ ପ୍ରତାପ ନିଜର ବୟାନକୁ ନେଇ ଚର୍ଚ୍ଚାରେ…
ଘରର କାନ୍ଥ କି ଛାତରେ ଉଠିଥିବା ଅଶ୍ୱତ୍ଥ ଗଛକୁ ଉପାଡୁଛନ୍ତି କି? ଭୋଗିବେ ଏସବୁ ସମସ୍ୟା…
ହିନ୍ଦୁ ଧର୍ମରେ ବୃକ୍ଷଲତା, ଫୁଲ ଏବଂ ଫଳଗୁଡ଼ିକର ବିଶେଷ ମହତ୍ତ୍ୱ ରହିଛି । ଅନେକ ଗଛଲତା ଏବଂ ଫୁଲକୁ ପୂଜାପାଠ ପାଇଁ ପବିତ୍ର ଏବଂ ଶୁଭ ବୋଲି ବିବେଚନା କରାଯାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ଅଶ୍ୱତ୍ଥ। ଧାର୍ମିକ ଦୃଷ୍ଟିକୋଣରୁ ଅଶ୍ୱତ୍ଥ ଗଛକୁ…
କାରଖାନା ଆରମ୍ଭ ନ ହେଉଣୁ ବିରୋଧ
କେନ୍ଦୁଝର,୧୫ା୧୦(ସ୍ବ.ପ୍ର.): ଦୀର୍ଘ ବର୍ଷ ଧରି ବନ୍ଦ ରହିଥିବା ସଦର ବ୍ଲକ ପଳାଶପଙ୍ଗାସ୍ଥିତ ଓଡ଼ିଶା ସ୍ପଞ୍ଜ ଲୁହା କାରଖାନା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ତେବେ ଆରମ୍ଭ ନ ହେଉଣୁ ନିଯୁକ୍ତି ଓ ବିଭିନ୍ନ ଦାବିରେ ଆନ୍ଦୋଳନ ମୁଣ୍ଡ ଟେକୁଥିବାରୁ କାରଖାନାର…
ହୋଟେଲ ରୁମ୍ରୁ ଗଞ୍ଜେଇ ଜବତ, ଜଣେ ଗିରଫ
ମାଲକାନଗିରି,୧୫ା୧୦(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦର ମହକୁମା ଆଦର୍ଶ ଥାନା ପୋଲିସ ଏକ ହୋଟେଲରୁ ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛନ୍ତି। ସୂଚନାନୁଯାୟୀ, କୌଣସି ସୁତ୍ରରୁ ଖବର ପାଇ ଏସ୍.ଆଇ ପ୍ରଭାତ ଗୌଡ଼ ଓ ଅନ୍ୟ ପୋଲିସମାନେ…
ଘରେ ଛାଡ଼ି ଦେବା ନାଁରେ ନାବାଳିକାଙ୍କୁ କରିଥିଲେ ବଳାତ୍କାର, ଏବେ ଭୋଗିବେ ୮ ବର୍ଷ ଜେଲ୍ଦଣ୍ଡ
ସୁନ୍ଦରଗଡ଼,୧୫ା୧୦(ଡି.ଏନ୍.ଏ.): ସୁନ୍ଦରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଅଦାଲତର ପ୍ରିଜାଇଡିଂ ଅଫିସର ମହେନ୍ଦ୍ର କୁମାର ସୂତ୍ରଧର ଗତ ୨୦୧୬ରେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ଶନିବାର ଶୁଣାଣି କରି ବଣାଇ ବାଉଁରକେଲା ଗ୍ରାମର ଅଭିଯୁକ୍ତ ଅଲେଖ ପାତ୍ର(୩୬)ଙ୍କୁ…
କଶ୍ମୀରକୁ ଫେରିଲା ବଲିଉଡ୍
ବମ୍ବେ: ଦିନ ଥିଲା ଅନେକ ବଲିଉଡ୍ ଫିଲ୍ମର ଶୁଟିଂ କଶ୍ମୀରରେ ହେଉଥିଲା। ‘ଜଙ୍ଗଲୀ’ଠାରୁ ଆରମ୍ଭ କରି ‘ଜବ ତକ୍ ହୈ ଜାନ୍’ ପର୍ଯ୍ୟନ୍ତ ଅନେକ ସିନେମାରେ କଶ୍ମୀରର ସୁନ୍ଦର ତଥା ମନୋଲୋଭା ପରିବେଶ ନଜର ଆସିଛି। ହେଲେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ…
Archives


