ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ଝରିଗାଁ,୧୫ା୧୦(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଦୁଇ ଭଉଣୀ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଜୀବନ ଯାଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଗବାଗୁଡ଼ା ଗ୍ରାମର ସୈନିକ ଗୋପାଳଙ୍କ…
ପିଟ ବୁଲ୍ ରଖିବା ନେଇ ରୋକ ଜାରି କଲା ମ୍ୟୁନିସିପାଲ କର୍ପୋରେଶନ…
ଗାଜିଆବାଦ,୧୫।୧୦ : ଗାଜିଆବାଦରେ କୁକୁର ଆକ୍ରମଣ ବୃଦ୍ଧି ପାଉଥିବା ଘଟଣାକୁ ଦୃଷ୍ଟିରେ ରଖି ମ୍ୟୁନିସିପାଲ କର୍ପୋରେଶନ ବର୍ତ୍ତମାନ କଠୋର ପଦକ୍ଷେପ ନେଇଛି। ତିନୋଟି ଆକ୍ରମଣାତ୍ମକ ପ୍ରଜାତିର କୁକୁର ପାଳିବାକୁ ବାରଣ କରିବାକୁ ନିଷ୍ପତ୍ତି ହୋଇଛି। ଶନିବାର ଅନୁଷ୍ଠିତ ଗାଜିଆବାଦ ମ୍ୟୁନିସିପାଲ କର୍ପୋରେଶନ…
ମହିଳାଙ୍କ ଗଳିତ ମୃତଦେହ ଜବତ: ବଡ଼ଭାଇ ଆଣିଲେ ହତ୍ୟା ଅଭିଯୋଗ
ଦାରିଙ୍ଗବାଡ଼ି,୧୫ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବୁଡ଼ାଙ୍ଗପିପିଲି ଜଙ୍ଗଲରେ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିବା ଘଟଣାରେ ମୃତ ମହିଳାଙ୍କ ବଡ଼ଭାଇ ସନାତନ ପ୍ରଧାନ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପାଇବା ପରେ ପୋଲିସ ଏକ ହତ୍ୟା ମାମଲା (୧୮୩/୨୨)ରୁଜୁ କରି…
ରାସ୍ତାରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ ଯୁବକ, ଡାକ୍ତରଖାନାରେ ଭର୍ତ୍ତିକଲେ ଅଟୋଚାଳକ
ଦାରିଙ୍ଗବାଡ଼ି,୧୫ା୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅମ୍ବାଖାଲିଆ ଘାଟିରେ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଅଞ୍ଚଳ ଲୋକଙ୍କ ସହ ସୁଲୁମାହା ଗ୍ରାମର ସନ୍ତୋଷ କୁମାର ଦିଗାଲ ସେହିବାଟ ଦେଇ ଆସୁଥିବା ବେଳେ ଉଦ୍ଧାର କରି ନିଜ…
ମୁମ୍ବାଇ ଫେରିଲା ଅକାସା ଏୟାର ଲାଇନ୍ସର ବିମାନ
ମୁମ୍ବାଇ,୧୫ ।୧୦: ଅକାସା ଏୟାର ଲାଇନ୍ସର ଏକ ବିମାନ ମୁମ୍ବାଇରୁ ଉଡିବା ପରେ ପୁଣିଥରେ ମୁମ୍ବାଇ ଫେରି ଆସିଛି । ବିମାନର କ୍ୟାବିନରୁ କିଛି ଜଳିବାର ଗନ୍ଧ ଆସିବାରୁ ବିମାନଟିକୁ ପୁଣିଥରେ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରାଯାଇଛି । କୁହାଯାଉଛି…
ଧୋନୀଙ୍କ ଭଳି ବ୍ୟାଟିଂ କରିବା ଶିଖିଗଲେଣି ଏହି କ୍ରିକେଟର; ରାଇନା କହିଲେ ବିଶ୍ୱକପ୍ରେ ଚମକିବେ
ନୂଆଦିଲ୍ଲୀ,୧୫।୧୦: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ସତ, ହେଲେ ଏବେ ଭାରତୀୟ ଟିମ୍ର ଜଣେ ଖେଳାଳି ଧୋନୀଙ୍କ ଭଳି ଖେଳିବା ଶିଖି ଗଲେଣି। ଏହି ଖେଳାଳିଜଣଙ୍କ ହେଲେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ…
ମଧ୍ୟାହ୍ନଭୋଜନ ମାନ ଯାଞ୍ଚ କଲେ ଏଡିଇଓ
ବରଗଡ଼ ଅଫିସ,୧୫ା୧୦: ବରଗଡ଼ ପୌର ପରିଷଦ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଶନିବାର ଅତିରିକ୍ତ ଜିଲା ଶିକ୍ଷାଧିକାରୀ(ଏଡିଇଓ) ଜ୍ୟୋତିକାନ୍ତ ସାହୁ ଛାତ୍ରୀଙ୍କ ଗହଣରେ ମଧ୍ୟାହ୍ନଭୋଜନ ଖାଇ ଖାଦ୍ୟର ଗୁଣବତ୍ତା ଯାଞ୍ଚ କରିଥିଲେ। ସ୍ଥାନୀୟ କାଉନସିଲର ସାରଳା ବଗର୍ତ୍ତି, ପ୍ରଧାନଶିକ୍ଷୟିତ୍ରୀ ରେଣୁଦାସ…
ନୂଆ ଫିଲ୍ମର ଫାଷ୍ଟ ଲୁକ ଶେୟାର କଲେ ଅଜୟ
ମୁମ୍ବାଇ: ବଲିଉଡ ମୁଭି ‘ଦୃଶ୍ୟମ’ର ସକ୍ସେସ ପରେ ଅଜୟ ଦେବଗନ ‘ଦୃଶ୍ୟମ ୨’କୁ ନେଇ ହାଜର ହେବାକୁ ଯାଉଛନ୍ତି । ମୁଭିକୁ ନେଇ ଦର୍ଶକଙ୍କ ମନରେ ବେଳକୁ ବେଳ ଉତ୍ସୁକତା ବଢିବାରେ ଲାଗିଛି । କିଛିଦିନ ପୂର୍ବରୁ ମେକର୍ସ ମୁଭିର ରିକଲ…
‘ବିଶ୍ୱକପ୍ ଗୁରୁତ୍ୱପୂର୍ଣ୍ଣ, ହେଲେ ବୁମ୍ରାଙ୍କ କ୍ୟାରିୟର ଆମ ପାଇଁ ଅଧିକ ଜରୁରୀ’
ନୂଆଦିଲ୍ଲୀ,୧୫।୧୦: ଟି୨୦ ବିଶ୍ୱକପ୍କୁ ଆଉ ଦିନ କେଇଟା। ଏମିତିରେ ପିଠିରେ ସମସ୍ୟା କାରଣରୁ ଭାରତୀୟ ଟିମ୍ରୁ ବାଦ୍ ପଡ଼ିଛନ୍ତି ଅନୁଭବୀ ଦ୍ରୁତ ବୋଲର୍ ଜସପ୍ରିତ ବୁମ୍ରା। ଏହା ଦଳ ଲାଗି ବଡ଼ ଝଟ୍କା ବୋଲି କୁହାଯାଇଥିଲା। ଏବେ ତାଙ୍କ ସ୍ଥାନରେ ପେସର…
ଅଟୋ ଉପରେ ମିନି ଗାର୍ଡେନ, ଯାତ୍ରୀଙ୍କୁ ମିଳୁଛି ଏସି ସୁବିଧା
ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ସମଗ୍ର ବିଶ୍ୱରେ ଦେଖାଦେଇଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଅକ୍ଟୋବରରେ ଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା। ଅନ୍ୟପକ୍ଷରେ ରାଜଧାନୀ ଦିଲୀରେ ବର୍ଷା ହେବା ପରେ ପାଗ ବଦଳିଛି। ଶୀତଦିନ ଆରମ୍ଭ ହେବା ଉପରେ। କିନ୍ତୁ…
ଦୀପାବଳିରେ ରିଲିଜ ହେବ ‘ଟାଇଗର ୩’
ବମ୍ବେ: ଅନେକ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ସଲମାନ୍ ଖାଁ। ଅଭିନେତାଙ୍କ ଫିଲ୍ମ ‘ଟାଇଗର-୩’ର ରିଲିଜକୁ ପ୍ରଶଂସକ ଅପେକ୍ଷା କରି ରହିଥିଲେ। ଏବେ ସଲମାନ ଫିଲ୍ମକୁ ନେଇ ବଡ଼ ଘୋଷଣା କରିଛନ୍ତି। ଆସନ୍ତା ବର୍ଷ ଦୀପାବଳିରେ ସଲମାନଙ୍କ ଏହି…
ଗୋଟିଏ ଦିନରେ ଦାୟିତ୍ୱ ଗ୍ରହଣ କଲେ ୩ ଅଧିକାରୀ
ଗଞ୍ଜାମ,୧୫ା୧୦(ଡି.ଏନ୍.ଏ.): ଗଞ୍ଜାମରେ ଥିବା ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ବିଭିନ୍ନ ପଦବୀ ଖାଲି ପଡ଼ିଥିଲା। ଗୋଟିଏ ଦିନରେ ୩ ପ୍ରମୁଖ ଅଧିକାରୀ ତଥା ବ୍ଲକ କାର୍ଯ୍ୟାଳୟ ନୂତନ ବିଡିଓ ଭାବେ ଜସ୍ମିନ ପ୍ରଧାନ, ନୂତନ ଏନ୍ଏସି ଇଓ ଭାବେ ଅବିନାଶ ମିଶ୍ର…
Archives


