ଦେବଗଡ଼,୨୩ା୧(ଡି.ଏନ୍.ଏ.): ଦେବଗଡ଼ ପୌର କାର୍ଯ୍ୟାଳୟ ପାଖ ଏକ ଘରୁ କେତେକ ଦୁର୍ବୃତ୍ତ ଜଣେ ବିଦେଶୀ ମଦ ଦୋକାନ ମ୍ୟାନେଜରଙ୍କ ଘର କବାଟ ତାଡ଼ି ଆଲମିରାରୁ ଦୋକାନର ବିକ୍ରି ହୋଇଥିବା ପ୍ରାୟ ସାଢ଼େ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସହରରେ ଚାଲିଥିବା ଉତ୍ସବ ପ୍ରଧାନ ପାଟକୁ ସମସ୍ତେ ଉପଭୋଗ କରୁଥିବା ବେଳେ ଏହାର ସୁଯୋଗରେ ଦୁର୍ବୃତ୍ତମାନେ ମଦ ଦୋକାନ ମ୍ୟାନେଜର ଗଣେଶ ପ୍ରସାଦ ରହୁଥିବା ଘରର କାଠ ଗ୍ରୀଲ୍ ତାଡ଼ି ଭିତରକୁ ପଶିବା ସହ କଟର ସାହାଯ୍ୟରେ ଘର ତାଲା ଭାଙ୍ଗି ଆଲମିରାରୁ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସୂଚନା ପାଇ ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସେହିପରି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ପୋଲିସ।
ମଦ ଦୋକାନ ମ୍ୟାନେଜରଙ୍କ ଘରୁ ଦୁର୍ବୃତ୍ତ ଲୁଟିନେଲେ ନଗଦ ସାଢ଼େ ୪ ଲକ୍ଷ ଟଙ୍କା
Posted inଅପରାଧ, ଆମ ଜିଲା ଖବର, ଦେବଗଡ଼ View All

ଭୁବନପୁରରେ ହାତୀ ଉପଦ୍ରବ: ଭାଙ୍ଗିଲେ ୨ ଶହ ଆମ୍ବଗଛ
ବନ୍ତଳା, ୧୩ା୫(ଡି.ଏନ.ଏ.) ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ତଳଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ ଶନିବାର ରାତିରେ ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ତଳଗଡ ଗ୍ରାମର ସଦାନନ୍ଦ...

୩୫ କୁଇଣ୍ଟାଲ ଗଞ୍ଜେଇ ଜବତ, ୪ ଗିରଫ
ସୋରଡା,୧୨ା୯(ଡି.ଏନ୍.ଏ.)- ଗଞ୍ଜାମ ଜିଲା ବଡଗଡ଼ ପୋଲିସ ଗୁରୁବାର ଏକ ବଡଧରଣର ଗଞ୍ଜେଇ ଚୋରାଚାଲାଣ ଉଦ୍ୟମ ପଣ୍ଡ କରିଛି। ଯାଞ୍ଚବେଳେ ୪୦୭ ଟ୍ରକ୍, ପିକ୍ଅପ୍, ବୋଲେରୋ ଓ...

ଖଇରାରେ ସାଧାରଣତନ୍ତ୍ର ଦିବସ
ଖଇରା,୨୬।୧(ଡି.ଏନ୍.ଏ.): ବାଲେଶ୍ବର ଜିଲା ଅଧୀନ ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ୭୧ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟଗୁଡିକରେ ପ୍ରଭାତ ଫେରି ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ...

ଗଜପତିଙ୍କ ଶାସନର ୬୪ଅଙ୍କ ଆରମ୍ଭ
ପୁରୀ ଅଫିସ, ୧୯।୯: ପବିତ୍ର ଭାଦ୍ରବ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅବସରରେ ଶ୍ରୀନହର ପରିସରରେ ସୁନିଆ ନୀତି ସମ୍ପନ୍ନ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ...

ମଲ୍ ପାଇଁ କାଟିଦେଲେ ବର, ନିମ୍ବ ଗଛ: ତିନି ଦିନ ପରେ ଖୋର୍ଦ୍ଧା ବନ ବିଭାଗର ଚେତା ପଶିଲା
ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା- ନୟାଗଡ ୫୭ ନଂ ଜାତୀୟ ରାଜପଥ ଖୋର୍ଦ୍ଧା କ୍ଲବ ନିକଟରେ ଏକ ନିର୍ମାଣାଧିନ ଶପିଂ ମଲ ସମ୍ମୁଖ ରାସ୍ତାକଡରେ ଥିବା ବହୁ...

ଝିଅର ଅଶ୍ଳୀଳ ଫଟୋ ଭାଇରାଲ ପରେ ମା’ଙ୍କ ଆତ୍ମହତ୍ୟା
ଯାଜପୁର ଟାଉନ୍, ୨୭ା୮ (ଡି.ଏନ୍.ଏ.): ଝିଅର ଅଶ୍ଳୀଳ ଫଟୋ ଭାଇରାଲ ହେବା ପରେ ମା’ ଆତ୍ମହତ୍ୟା କରିବା ଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଯାଜପୁର...

୧୪ ମାସ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ
ଅନୁଗୋଳ ଅଫିସ,୧୬ା୧୨: ଅନୁଗୋଳ ସଦର ଥାନା ଡେରଜାଙ୍ଗ ପ୍ରୋଜେକ୍ଟଠାରେ ୨୦୨୧ ସେପ୍ଟେମ୍ବରରେ ଡକାୟତ ଜଗନ ସେନାପତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ୧୪...

ବର୍ଷେ ପରେ କମିନି ଭୟ
ଢେଙ୍କାନାଳ ଅଫିସ, ୯।୪ ୨୦୨୦ ଏପ୍ରିଲ ୯। ଏହି ଦିନ କରୋନା ମ୍ୟାପ୍ରେ ସାମିଲ ହୋଇଥିଲା ଶିଳ୍ପସମୃଦ୍ଧ ଢେଙ୍କାନାଳ ଜିଲା। ପୌରାଞ୍ଚଳରୁ ଚିହ୍ନଟ ହୋଇଥିଲେ ପ୍ରଥମ...