କାଞ୍ଝାଓ୍ବାଲା ମାମଲା: ବଢ଼ିଲା ଅଭିଯୁକ୍ତଙ୍କ ୧୪ଦିନିଆ ନ୍ୟାୟିକ ହେପାଜତ ମିଆଦ
ନୂଆଦିଲ୍ଲୀ,୨୩।୧: ଦିଲ୍ଲୀର କାଞ୍ଝାଓ୍ବାଲା ମାମଲାରେ ୫ଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତ ବଢ଼ିଛି। ସୋମବାର ଦିଲ୍ଲୀର ରୋହିଣୀ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ୧୪ଦିନିଆ ନ୍ୟାୟିକ ହେପାଜତ ମିଆଦକୁ ବୃଦ୍ଧି କରିଛନ୍ତି। ସୁରକ୍ଷା କାରଣରୁ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ନ ଥିଲା। ତେଣୁ…
ସାଇକେଲ ମରାମତି ଦୋକାନରେ ନିଆଁ: ୫୦ହଜାରରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ନଷ୍ଟ
କୋରୁକୋଣ୍ଡା,୨୩।୧(ଡି.ଏନ.ଏ): ମାଲକାନାଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ମଉଳି ମା’ ଛକଠାରେ ଥିବା ଏକ ସାଇକେଲ ମରାମତି ଦୋକାନରେ ନିଆଁ ଲାଗି ପ୍ରାୟ ୫୦ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଛି। ସୂଚନାନୁଯାୟୀ, କୋରୁକୋଣ୍ଡା ନିକଟ ଏମ୍ଭି-୩୧ ଗ୍ରାମର…
ଭାଇରାଲ ହେଉଛି ଅଭିନେତ୍ରୀଙ୍କ ହଳଦୀ ସମାରୋହ ଫଟୋ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଥିଆ ଶେଟ୍ଟୀ ଏବଂ କେ.ଏଲ ରାହୁଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହର ଗୋଟିଏ ଦିନ ପୂର୍ବରୁ ସୁନୀଲ ଶେଟ୍ଟୀଙ୍କ ଖଣ୍ଡାଲା ଫାର୍ମ ହାଉସରେ ହଲଦୀ, ମହେନ୍ଦୀ ରୀତିନୀତି ଅନୁଷ୍ଠିତ ହୋଇଯାଇଛି। ଯଦିଓ ଏହି…
ସୁଟକେସ୍ରୁ ଯୁବକଙ୍କ ମୃତଦେହ ଜବତ ମାମଲା: ସ୍ତ୍ରୀଙ୍କ ସମେତ ୩ ଗିରଫ
ଖୋର୍ଦ୍ଧା ଅଫିସ,୨୩।୧: ହରିପୁର ଜଙ୍ଗଲରୁ ରବିବାର ଏକ ସୁଟକେସରୁ ରଣପୁର ଥାନା ଲାଖପଡ଼ା ଗ୍ରାମର ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହକୁ ପୋଲିସ ଜବତ କରିଥିଲା। ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ମନୋରଞ୍ଜନଙ୍କ ସ୍ତ୍ରୀଙ୍କ ସମେତ ୨ଜଣ ପୁରୁଷ ବନ୍ଧୁଙ୍କୁ ସୋମବାର ଗିରଫ କରି ପୋଲିସ…
ହୁହୁ ହୋଇ ଜଳିଗଲା ଖଣ୍ଡାଧାର
ଭୁବନେଶ୍ୱର,୨୩।୧(ବ୍ୟୁରୋ): ଭୁବନେଶ୍ୱର ବରମୁଣ୍ଡା ଷ୍ଟାଣ୍ଟରେ ଛିଡା ହୋଇଥିବା ଖଣ୍ଡାଧାର ବସ୍ ସୋମବାର ଜଳିଯାଇଛି । ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି। ସୂଚନା ଯୋଗ୍ୟ, ସକାଳେ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ‘ଖଣ୍ଡାଧାର କୁଇନ’ ନାମକ ବସ୍ ଛିଡା ହୋଇଥିବା…
କଲେଜ ଗର୍ଲରୁ ଫ୍ରିଡମ ଫାଇଟର ହେଲେ ସାରା
ମୁମ୍ବାଇ: ବଲିଉଡରେ ଏବେ ଜଣେ ଆଗଧାଡିର ନାୟିକା ହେଲେ ସାରା ଅଲି ଖାଁ । ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି । ଏବେ ସାରାଙ୍କୁ ଏକ ସମ୍ପୂର୍ଣ୍ଣ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ ।…
ବମ୍ବେ ହାଇକୋର୍ଟରେ ଜାମିନ ଆବେଦନ କଲେ ଶିଜାନ: ୩୦ରେ ଶୁଣାଣି
ମୁମ୍ବାଇ,୨୩।୧: ଟେଲିି ଅଭିନେତ୍ରୀ ତୁନିଶା ଶର୍ମା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶିଜାନ ଖାନ ଜାମିନ ପାଇଁ ସୋମବାର ବମ୍ବେ ହାଇକୋର୍ଟରେ ଆବେଦନ କରିଛନ୍ତି। ଯାହା ଜାନୁୟାରୀ ୩୦ରେ ଶୁଣାଣି ହେବ। ଏହାପୂର୍ବରୁ ଅଭିଯୁକ୍ତ ଶିଜାନ ଖାନ ମଧ୍ୟ ଏଫ୍ଆଇଆର ରଦ୍ଦ…
‘ତୁ ଝୁଠି ମେ ମକ୍କାର’ର ଟ୍ରେଲର ଆଉଟ, ହଟ ବିକିନି, କିସିଂ ସିନ୍ର ଜବରଦସ୍ତ ତଡକା
ମୁମ୍ବାଇ; ପ୍ରେମରେ ପଡିବା ସହଜ କଥା, ହେଲେ ପ୍ରେମରୁ ବାହାରି ଆସିବା ଗୋଟିଏ କାମ ହୋଇପାରେ ଆଉ ଏହା କେବେ କେବେ ଫିଚର ଫିଲ୍ମର ବିଷୟ ବି ହୋଇପାରେ । ଅଭିନେତା ରଣବୀର କୁପର , ଅଭିନେତ୍ରୀ ଶ୍ରଦ୍ଧା କପୁର ଓ…
ଇସ୍ତଫା ଦେବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଲେ ମହାରାଷ୍ଟ୍ର ରାଜ୍ୟପାଳ
ମୁମ୍ବାଇ,୨୩।୧: ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂ କୋଶିଆରୀ ରାଜ୍ୟପାଳ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏହାକୁ ନେଇ ରାଜ୍ୟପାଳ ଭଗତ ସିଂ କହିଛନ୍ତି, ସମସ୍ତ ରାଜନୈତିକ ଦାୟିତ୍ୱରୁ ମୁକ୍ତି ପାଇବାକୁ ଚାହୁଁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜଣାଇଛି।…
ଆଣ୍ଡାମାନରେ ଦ୍ୱିପର ନାମକରଣ କେବଳ ରାଜନୀତି ଫାଇଦା ପାଇଁ: ମୋଦିଙ୍କୁ ଟାର୍ଗେଟ କଲେ ମମତା
କୋଲକାତା,୨୩ ।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ୍ୱମତା ବାନାର୍ଜୀ ସୋମବାର ଅଭିଯୋଗ କରିଛନ୍ତି କି ଆଣ୍ଡାମାନ ଓ ନିକୋବରରେ ଦ୍ୱିପର ନାମ ବଦଳାଇବା କେବଳ ରାଜନୈତିକ ଫାଇଦା ପାଇଁ । ମମତା ଆହୁରି ମଧ୍ୟ କେନ୍ଦ୍ର ସରକାରଙ୍କ ଉପରେ ମହାନ ସ୍ୱତନ୍ତ୍ରତା ସଂଗ୍ରାମୀଙ୍କ ଦ୍ୱାରା…
ଜମ୍ମୁ-କଶ୍ମୀରରେ ସର୍ବାଧିକ ବେକାରୀ: ରାହୁଲ
ସତ୍ୟୱାରୀ(ଜମ୍ମୁ),୨୩।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଭାରତ ଯୋଡ଼ୋ ଯାତ୍ରା କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ଜମ୍ମୁର ସତ୍ୟୱାରୀରେ ପହଞ୍ଚିଛି। ଏହି ଅବସର ଅନୁଷ୍ଠିତ ଏକ ସାଧାରଣ ସଭାରେ ରାହୁଲ ଉଦ୍ବୋଧନ ଦେଇ ଦେଶର ବେକାରୀ ସମସ୍ୟା ଉଠାଇ କେନ୍ଦ୍ର…
ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଥିବା ଶ୍ୟାମ ମାନବଙ୍କୁ ଜୀବନରୁ ମାରି ଦେବାକୁ ଧମକ, ସୁରକ୍ଷା ବଢାଇଲା ନାଗପୁର ପୋଲିସ
ନାଗପୁର,୨୩ ।୧: ବାଗେଶ୍ୱର ଧାମର ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚ୍ୟାଲେଞ୍ଜ ଦେଇଥିବା ଶ୍ୟାମ ମାନବଙ୍କୁ ଧମକପୂର୍ଣ୍ଣ ଫୋନ ଆସିଛି । ଏହାପରେ ନାଗପୁର ପୋଲିସ ସେ ଯେଉଁଠାରେ ରହୁଛନ୍ତି ସେଠାକାର ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦେଇଛି । ଅଂଧଶ୍ରଦ୍ଧା ନିର୍ମୁଲମ ସମିତିର ଉପାଧ୍ୟକ୍ଷଶ୍ୟାମ…

