ମା’ ଗାଧୋଇ ଆସି ଦେଖିଲେ ଜଳୁଛି ସପ୍ତମ ଶ୍ରେଣୀର ପୁଅ
ଯାଜପୁର ଅଫିସ,୧୧।୧୦: ଯାଜପୁର ଜିଲା ଦାନଗଦି ବ୍ଲକ କିଆଝର ପଞ୍ଚାୟତର ସମରପିଟା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଘରେ କେହି ନ ଥିବା ବେଳେ ମା’ ଗାଧୋଇ ଆସି ଦେଖିଲା ବେଳକୁ ତାଙ୍କ ସପ୍ତମ ଶ୍ରେଣୀର ପୁଅ ଜଳୁଛି ।…
ମାହିରଙ୍କୁ ଡେଟ୍ କରୁଛନ୍ତି ନିମ୍ରିତ !
ବମ୍ବେ: ଡେଟ୍ କରୁଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିମ୍ରିତ କୌର ଆହ୍ଲୁଓ୍ବାଲିଆ। ବିଗ୍ବସ୍ ଘରେ ଏପରି କିଛି ବ୍ୟକ୍ତିଗତ କଥା ଉପରୁ ପରଦା ଉଠାଇଛନ୍ତି ପ୍ରତିଯୋଗୀ ଟିନା ଦତ୍ତା। ତେବେ ବ୍ୟକ୍ତିଜଣଙ୍କ କିଏ ସେ ବିଷୟରେ ସେ କିଛି କହି…
ଦକ୍ଷିଣ ଆଫ୍ରିକାକୁ ୯୯ ରନ୍ରେ ଅଲଆଉଟ୍ କରି ନୂଆ ରେକର୍ଡ କଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିଲ୍ଲୀରେ ଖେଳାଯାଉଥିବା ତୃତୀୟ ତଥା ନିର୍ଣ୍ଣାୟକ ମୁକାବିଲାରେ ରେକର୍ଡ କରିଛି ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦଳ। ଏହାପରେ ଭାରତୀୟ ସ୍ପିନରଙ୍କ ଯାଦୁ ଯୋଗୁ ଦକ୍ଷିଣ ଆଫ୍ରିକା ଦିନିକିଆରେ ୧୦୦…
ଏକଦା ରାଜୀବ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ଥିଲେ ଅମିତାଭ; ସୋନିଆଙ୍କୁ ବିବାହରେ କରିଥିଲେ ସହାୟତା; ହେଲେ ଏପରି ହୋଇଥିଲା ମତଭେଦ
ବମ୍ବେ: ଆଜି ଅର୍ଥାତ ଅକ୍ଟୋବର ୧୧,୨୦୨୨ରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ୮୦ ବର୍ଷ ବୟସରେ ପାଦ ଥାପିଛନ୍ତି। ରୁପେଲି ପରଦାରେ ନିଜର ଅଭିନୟ ଶୈଳୀ ଏବଂ କଳାକୁ ନେଇ କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ଏବେ ବି ରାଜ କରୁଛନ୍ତି…
ୟୁଟ୍ୟୁବ୍ର ଦୀପାବଳି ଅଫର୍: ମାତ୍ର ୧୦ ଟଙ୍କା ଦେଇ ପାଆନ୍ତୁ ୩ ମାସର ସବ୍ସ୍କ୍ରିପ୍ଶନ୍
ନୂଆଦିଲ୍ଲୀ,୧୧।୧୦: ଦିପାବଳୀ ଉପଲକ୍ଷେ ଗ୍ରାହକଙ୍କୁ ବିଶେଷ ଅଫର ଦେଉଛି ୟୁଟ୍ୟୁବ୍। କମ୍ପାନୀ ଦ୍ୱାରା ରିହାତି ମୂଲ୍ୟରେ ତିନି ମାସର ସବସ୍କ୍ରିପଶନ ଦିଆଯାଉଛି। ତେବେ ଏହି ପ୍ରିମିୟମ ସେବା ଅଫର୍ କେବଳ ସେହି ଉପଭୋକ୍ତାଙ୍କୁ ମିଳିବ ଯିଏ ଏଯାବତ୍ ୟୁଟ୍ୟୁବ୍ ସବ୍ସ୍କ୍ରିପ୍ଶନ କରି…
ବର୍ଷା- ଅନୁଭବ ପାରିବାରିକ ମାମଲା : ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେବାରୁ ଅସନ୍ତୋଷ
କଟକ ଅଫିସ,୧୧।୧୦: ଅଭିନେତ୍ରୀ ବର୍ଷା ପ୍ରୟଦର୍ଶିନୀ ଅଭିନେତା ତଥା ଏମ୍ପି ଅନୁଭବ ମହାନ୍ତି ମଙ୍ଗଳବାର ପରିବାର ଅଦାଲତରେ ହଜାର ହୋଇଛନ୍ତି । ହେଲେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆଜି ଜେରା କରିପାରିନାହାନ୍ତି, ବରଂ ତାଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ପିଟିସନ…
ମୁଖ୍ୟମନ୍ତ୍ରୀ ହେବା ପରେ ନିଜ ଜନ୍ମମାଟିକୁ ଭୁଲି ନ ଥିଲେ ମୁଲାୟମ: ଏପରି ବିକାଶ କରିଥିଲେ ଯେ ବଡ଼ ବଡ଼ ସହର ବି ଫିକା ପଡ଼ିବ
ଲକ୍ଷ୍ନୌ,୧୧।୧୦: ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ ଆଉ ନାହାନ୍ତି। ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର ଜନ୍ମିତ ଗ୍ରାମ ସୈଫାଇରେ କରାଯିବ। ୧୯୩୯ ନଭେମ୍ବର ୨୨ରେ ଉତ୍ତରପ୍ରଦେଶର ଇଟାଓ୍ବା ଜିଲା ଅନ୍ତର୍ଗତ ସୈଫାଇ ଗ୍ରାମର…
ବୁଧବାରକୁ ଘୁଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ ମାମଲା
ଭୁବନେଶ୍ୱର, ୧୧।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ରାଜଧାନୀ ଲେଡି ବ୍ଲାକମେଲର୍ ଘଟଣାର ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ମାମଲା ବୁଧବାରକୁ ଘୁଞ୍ଚିଛି । ଭୁବନେଶ୍ୱର ଏସ୍ଡିଜେଏମଙ୍କ କୋର୍ଟରେ ମଙ୍ଗଳବାର ଭିସି ମାଧ୍ୟମରେ ଶୁଣାଣି କରାଯାଇଥିଲା । ଅର୍ଚ୍ଚନା ଝାରପଡା ଜେଲରୁ ଭିସିରେ…
ରିଲେସନଶିପକୁ ଅଫିସିଆଲ କଲେ କିଆରା-ସିଦ୍ଧାର୍ଥ!
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କିଆରା ଆଡଭାନି ଓ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ରିଲେସନଶିପୁକ ନେଇ ଚର୍ଚ୍ଚା ହେଉଛି । ବଲିଉଡର କ୍ୟୁଟ କପୁଲଙ୍କ ମଧ୍ୟରେ ଏମାନେ ଅନ୍ୟତମ ବୋଲି କୁହାଯାଏ । ଅନେକ ସମୟରେ ଏହି ଲଭ ବାର୍ଡଙ୍କୁ ଡିନର ଡେଟରେ…
ଭାଜପାର ନାମାଙ୍କନ ପରେ ବିଜେଡି, କଂଗ୍ରେସ ପ୍ରାର୍ଥୀ ଉପରେ ନଜର
ଭଦ୍ରକ ଅଫିସ,୧୧।୧୦: ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ମଙ୍ଗଳବାର ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସୂର୍ଯ୍ୟବଂଶୀ ସୂରଜ ବାପା ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ନିରାଡ଼ମ୍ବର ଭାବେ ନାମାଙ୍କନ ଭରିଥିବା ଦେଖିବାକୁ ମିଳିଛି।…
ଭାଇ ଜିଉଁନ୍ତିଆ ଓଷା ସାରି ଫେରୁଥିଲେ ଘରକୁ : ହାଇଓ୍ବା ଧକ୍କାରେ ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ
ବଲାଙ୍ଗୀର ଅଫିସ,୧୧।୧୦: ବାଇକ୍କୁ ଧକ୍କା ଦେଲା ହାଇଓ୍ବା ଆଖିବୁଜିଲେ ସ୍ବାମୀ-ସ୍ତ୍ରୀ। ମଙ୍ଗଳବାର ଏପରି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର-ଟିଟିଲାଗଡ ରାସ୍ତାର ସିଂହଖମନ ଛକଠାରେ । ବାଇକରେ ବଲାଙ୍ଗୀରରୁ କଳାହାଣ୍ଡି ଯାଉଥିବା ସମୟରେ ହାଇୱା ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍ତ୍ରୀ…
ମାତ୍ର ନବମ ଯାଏ ପାଠ ପଢିଛନ୍ତି ଏହି ଷ୍ଟାର ଅଲରାଉଣ୍ଡର
ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଜି ୨୯ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୩ ମସିହା, ଅକ୍ଟୋବର ୧୧ରେ ଗୁଜରାଟର ସୁରତରେ ଜନ୍ମଗ୍ରହଣ କରିଥିବା ହାର୍ଦ୍ଦିକଙ୍କୁ କ୍ରିକେଟକୁ ଆସିବା ପାଇଁ ବହୁ ସଂଘର୍ଷ କରିବାକୁ ପଡିଥିଲା। ପାଣ୍ଡ୍ୟା ମାତ୍ର ନବମ…
Archives


